କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି? | Contact Lenses: Uses, Care & Tips in Odia | Dr Swati Samant

Dr Swati Samant23 April 20267:00288 views

About this video

ଆଜିକାଲି ଅଧିକାଂଶ ଲୋକ କଣ୍ଟାକ୍ଟ ଲେନ୍ସର ବ୍ୟବହାର କରୁଛନ୍ତି । କଣ୍ଟାକ୍ଟ ଲେନ୍ସ ହେଉଛି ଚଷମା ପରିବର୍ତ୍ତେ ଆଖିର ସ୍ୱଚ୍ଛପଟଳ ଉପରେ ପିନ୍ଧାଯାଉଥିବା ଏକ ପତଳା ଲେନ୍ସ, ଯାହା ଦୃଷ୍ଟିଶକ୍ତି ସୁଧାରିବାରେ ସାହାଯ୍ୟ କରେ। ଏହାକୁ ସଠିକ୍ ଭାବେ ସଫା କରିବା, ଶୋଇବା ସମୟରେ ଖୋଲିବା, ଏବଂ ଡାକ୍ତରଙ୍କ ପରାମର୍ଶିତ ସଲ୍ୟୁସନ ବ୍ୟବହାର କରିବା ନିହାତି ଆବଶ୍ୟକ। କଣ୍ଟାକ୍ଟ ଲେନ୍ସର ବ୍ୟବହାର ବିଷୟରେ ଆସନ୍ତୁ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଅଧିକ ଜାଣିବା।