#Prostate #OdiaHealthTips
ପୁରୁଷଙ୍କ ଶରୀରର ମୂତ୍ରାଶୟର ମୁଖ ଭାଗରେ ଏକ ଗ୍ରନ୍ଥି ଥାଏ, ଯାହାକୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ବୋଲି କୁହାଯାଏ। ବୟସ ବଢ଼ିବା ସହିତ ଶରୀରରେ ହର୍ମୋନ ପରିବର୍ତ୍ତନ ହେଲେ ଏହି ପ୍ରୋଷ୍ଟେଟ୍ ଗ୍ରନ୍ଥି ଫୁଲି ବଡ଼ ହୋଇଯାଇଥାଏ। ତେବେ ଏହି ପ୍ରୋଷ୍ଟେଟ୍ ସମସ୍ୟା କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ କୁମାର ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ପ୍ରୋଷ୍ଟେଟ୍ ସମସ୍ୟା (0:00)
ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣ (1:28)
ପ୍ରୋଷ୍ଟେଟ୍ ସମସ୍ୟାର କାରଣ (3:30)
ପ୍ରୋଷ୍ଟେଟ୍ ସମସ୍ୟାକୁ ଚିହ୍ନିବେ କିପରି? (4:58)
ପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା (6:47)
ପ୍ରୋଷ୍ଟେଟ୍ ସମସ୍ୟାକୁ ରୋକିବେ କିପରି? (9:48)
The human male has a gland at the mouth of the urinary bladder, called the prostate gland. However, the hormones change as they age, and the prostate gland swells. If left untreated, it can lead to complications. What is Prostate problem? What are the treatments of Prostate? Let’s know more from Dr Pradeepta Kumar Panda, a Urologist.
In this Video,
Prostate Enlargement, in Odia (0:00)
Symptoms of Prostate Enlargement, in Odia (1:28)
Causes of Prostate Enlargement, in Odia (3:30)
How to identify Prostate problem? in Odia (4:58)
Treatments of Prostate Enlargement, in Odia (6:47)
Prevention of Prostate Enlargement, in Odia (9:48)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!