#Pancreatitis #OdiaHealthTips #DoctorTips
ପାନ୍କ୍ରିଆଟାଇଟିସ୍ କ’ଣ? ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ଜ୍ଞାନରଞ୍ଜନ ରାଉତ, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ପାନ୍କ୍ରିଆଟାଇଟିସ୍ କ’ଣ ଓ ଏହାର କାରଣ? (0:00)
ପାନ୍କ୍ରିଆଟାଇଟିସ୍ର ଲକ୍ଷଣ (1:13)
ଏହାକୁ ଚିହ୍ନିବା କେମିତି ଓ ଏହାର ଚିକିତ୍ସା (1:50)
ଏହାର ଜଟିଳତା କ’ଣ? (3:18)
ପାନ୍କ୍ରିଆଟାଇଟିସ୍କୁ ରୋକିବା କିପରି? (4:17)
Pancreatitis is a disease in which your pancreas becomes inflamed. What is Pancreatitis? Why does this happen? Let’s find out what Dr Gyanranjan Rout, a Gastroenterologist, has to say about its symptoms and treatment.
In this Video,
What is Pancreatitis and what are the causes? (0:00)
Symptoms of Pancreatitis (1:13)
How to recognize it and how to treat it? (1:50)
Complications of Pancreatitis (3:18)
Prevention of Pancreatitis (4:17)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!