#BloodinUrine #OdiaHealthTips
ପରିସ୍ରାରେ ରକ୍ତ ପଡ଼ିବାକୁ ହେମାଚୁରିଆ ବୋଲି କୁହାଯାଏ। ସାଧାରଣତଃ ପରିସ୍ରାନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇପାରେ। କିନ୍ତୁ, ଏହାଛଡ଼ା ଏହାର ଅନେକ କାରଣ ରହିଛି। ଆସନ୍ତୁ, ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କ ଠାରୁ ଏନେଇ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ପରିସ୍ରା ସଂକ୍ରମଣ ବା ପରିସ୍ରାରେ ରକ୍ତ ପଡ଼ିବା ମଧ୍ୟରେ ଫରକ (0:00)
ପରିସ୍ରାରେ ରକ୍ତ ପଡ଼ିବାର କାରଣ (1:05)
ପରିସ୍ରାରେ ରକ୍ତ ପଡ଼ିବା ଛଡ଼ା ଆଉ କେଉଁ ଲକ୍ଷଣ ଦେଖାଦିଏ? (3:00)
ପରିସ୍ରାରେ ରକ୍ତ ପଡ଼ିବାର କାରଣ ଜାଣିବା ପାଇଁ ପରୀକ୍ଷା (4:13)
ପରିସ୍ରାରେ ରକ୍ତ ପଡ଼ିବାର ଚିକିତ୍ସା (5:50)
ପରିସ୍ରାରେ ରକ୍ତ ପଡ଼ିଲେ କେଉଁ ସବୁ ଜଟିଳତା ଦେଖାଦିଏ? (6:47)
Blood in Urine is also known as Hematuria. Hematuria can be caused by multiple factors including infections, kidney stones, prostate problems, and even certain types of cancer. What is the treatment of Hematuria? Let’s know more about Hematuria from Dr Sumant Kumar Mishra, a Urologist.
In this Video,
Difference between a Urine Infection or Blood in Urine, in Odia (0:00)
Cause of Blood in Urine (Hematuria) in Odia (1:07)
Symptoms of Hematuria (Blood in the Urine), in Odia (3:00)
Diagnosis of Hematuria (Blood in Urine) in Odia (4:13)
Treatment of Hematuria (Blood in Urine) in Odia (5:50)
Complications due to Blood in Urine, in Odia (6:47)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!