#UrineInfection #OdiaHealthTips
ଜୀବାଣୁ ସଂକ୍ରମଣ ଯୋଗୁଁ ପରିସ୍ରା ସମୟରେ ଯନ୍ତ୍ରଣା, ପୋଡ଼ାଜଳା ବା କୁଣ୍ଡେଇ ହେବା ଭଳି ଅନୁଭବ ହୋଇପାରେ। ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କଠାରେ ପରିସ୍ରା ପୋଡ଼ା ବା ୟୁରିନ୍ ଇନ୍ଫେକ୍ସନ୍ ଅଧିକ ଦେଖାଦେଇଥାଏ। ଯଦି ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ୟୁରିନାରି ଟ୍ରାକ୍ ଇନ୍ଫେକ୍ସନ୍ ହେଉଛି, ତେବେ ତୁରନ୍ତ ଏହାର ଚିକିତ୍ସା କରିବା ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀଙ୍କଠାରୁ ୟୁରିନ୍ ଇନ୍ଫେକ୍ସନ୍କୁ ଏଡ଼ାଇବା କିପରି, ସେ ବିଷୟରେ ଜାଣିବା।
Pain or discomfort during urination may feel like burning, stinging, or itching and is often caused by bacterial infections. Vulva-owners are more likely to have urinary tract infections (UTIs) than penis-owners, find out why. Frequent urinary tract infections should be addressed immediately. Frequent burning sensation in your urine may not be normal. Let us know more from Urologist Dr Sukanta Kumar Padhy.
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!