#Diabetes #OdiaHealthTips
ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ ମଧ୍ୟ ହୋଇପାରେ। ତେବେ ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରି ହେବନି ସିନା ହେଲେ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ରକ୍ଷା ପାଇ ପାରିବା। ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଡାଏବେଟିସର କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ଜାଣିବା।
ଏହି ଭିଡିଓରେ ରହିଛି,
ଘରେ ଘରେ ଡାଏବେଟିସ୍ କାହିଁକି ବଢ଼ୁଛି? (0:00)
ଟାଇପ୍-୧, ଟାଇପ୍-୨ ଡାଏବେଟିସ୍ କାହାକୁ ହୋଇପାରେ? (0:55)
ଡାଏବେଟିସ୍ର ମୁଖ୍ୟ କାରଣ କ’ଣ? (3:11)
ଡାଏବେଟିସ୍ର ଲକ୍ଷଣ ସବୁ କ’ଣ? (4:26)
ଡାଏବେଟିସ୍କୁ ଚିହ୍ନିବେ କେମିତି? (5:55)
ଅନିୟନ୍ତ୍ରିତ ମଧୁମେହର ଜଟିଳତା (8:09)
ଏହାର ଚିକିତ୍ସା କ’ଣ? (9:35)
କ’ଣ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନ୍ସୁଲିନ୍ ନେବାକୁ ପଡ଼ିଥାଏ? (12:16)
ଜୀବନଶୈଳୀ ଓ ଖାଦ୍ୟପେୟରେ କେଉଁ ସବୁ ପରିବର୍ତ୍ତନ କରିବା ଆବଶ୍ୟକ? (13:41)
Diabetes can make you susceptible to other health problems such as high blood pressure and heart attacks. Although it is not a curable disease, it can be controlled to prevent comorbidities. Let’s learn more about the causes, symptoms, tests, and treatments of diabetes from Prof Dr Srikant Kumar Dhar, a Medicine Specialist.
In this Video,
Why is diabetes increasing? in Odia (0:00)
Who can have type -1 & type -2 diabetes? in Odia (0:55)
The main cause of diabetes, in Odia (3:11)
Symptoms of diabetes, in Odia (4:26)
How to diagnose diabetes? in Odia (5:55)
Complications of uncontrolled diabetes, in Odia (8:09)
Treatment of diabetes, in Odia (9:35)
Does everyone with diabetes need insulin? in Odia (12:16)
What changes do you need to make in your lifestyle and diet? in Odia (13:41)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!