#HFMD #OdiaHealthTips
ଓଡ଼ିଶାରେ ଏବେ ସାନ ସାନ ପିଲାଙ୍କଠାରେ ଏଚଏଫଏମଡି (ହ୍ୟାଣ୍ଡ, ଫୁଡ୍, ମାଉଥ୍ ଡିଜିଜ୍) ଦେଖିବାକୁ ମିଳୁଛି। ଏଥିରେ ପୀଡ଼ିତ ପିଲାଙ୍କ ହାତ, ପାଦ, ପାଟି ଆଦି ସ୍ଥାନରେ ନାଲି ନାଲି ଫଳି ଯାଉଥିବାର ଦେଖିବାକୁ ମିଳୁଛି। ତେବେ ଏହି ରୋଗ କ’ଣ? ଏହା କେମିତି ବ୍ୟାପୁଛି? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଏଆଇପିଏଚ୍ୟୁ କୋଲାବୋରେଟିଂ ଟ୍ରାନ୍ସଲେସନାଲ ରିସର୍ଚ୍ଚ ସେଣ୍ଟର-ଜଗନ୍ନାଥ ହସ୍ପିଟାଲର ମୁଖ୍ୟ ତଥା ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆଲାଏଡ୍ ହେଲ୍ଥ ସାଇନ୍ସର ଡିନ୍ ପ୍ରଫେସର ଡାକ୍ତର ଅର୍ଜିତ୍ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ହାତ, ପାଦ, ମୁହଁ ରୋଗ (HFMD) କ’ଣ?
ଏଥିରେ କ୍ୱାରେଣ୍ଟାଇନ୍ରେ ରହିବା ଦରକାର କି?
ଏହାର ଲକ୍ଷଣ ସବୁ କ’ଣ?
ଏହି ରୋଗର ଚିକିତ୍ସା କେମିତି ହୁଏ?
ଏହି ରୋଗ ପାଇଁ ଟିକା ରହିଛି କି?
Hand, Foot, and Mouth Disease (HFMD) has become prevalent in children in Odisha. Common symptoms include reddening and blisters on the hands, mouth, and other parts of the body. So, what is this disease? Should you be worried? How is it spreading? What precautions to take? Let’s know more from Paediatrician Prof Dr Arjit Mohapatra, Professor & Dean, School of Allied Health Sciences and Head, AIPHU Collaborating Translational Research Center at Jagannath Hospital.
AIPH University, Bhubaneswar
In this Video,
What is hand-foot-and-mouth disease (HFMD)? in Odia (0:00)
Is it necessary for the child to be in quarantine? in Odia (2:28)
Symptoms of HFMD, in Odia (3:26)
Treatment of HFMD, in Odia (4:47)
Is there any vaccine for this disease? in Odia (6:44)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!