#HealthyKidney #OdiaHealthTips #DoctorAdvice
ରକ୍ତକୁ ଛାଣି ଆମ ଶରୀରରେ ଥିବା ବର୍ଯ୍ୟବସ୍ତୁକୁ ମୁତ୍ର ଆକାରରେ ବାହାରକୁ ଛାଡ଼ିବା କିଡ୍ନିର ମୁଖ୍ୟ କାର୍ଯ୍ୟ। ତେଣୁ କିଡ୍ନି ବିନା ଆମ ଜୀବନ ଅସମ୍ଭବ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ ଯୋଗୁଁ କିଡ୍ନି ଫେଲ୍ୟୁୟର ହେବାର ଆଶଙ୍କା ଅଧିକ ରହିଛି। କିଡ୍ନି ଫେଲ୍ୟୁଅର ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ସଂପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁକାନ୍ତ କୁମାର ପାଢ଼ୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
କିଡ୍ନିର କାର୍ଯ୍ୟ କ’ଣ? (0:00)
କିଡ୍ନି ଫେଲ୍ୟୁୟର ହେବାର କାରଣ କ’ଣ? (2:31)
କିଡ୍ନି ରୋଗକୁ ଚିହ୍ନିବେ କେମିତି? (5:05)
କିଡ୍ନି ରୋଗକୁ ଜାଣିବା ପାଇଁ ପରୀକ୍ଷା (7:34)
କିଡ୍ନି ଫେଲ୍ୟୁୟରର ଚିକିତ୍ସା (9:03)
କିଡ୍ନି ଫେଲ୍ୟୁୟରକୁ ରୋକିବେ କିପରି? (12:56)
The main function of the kidneys is to excrete waste products from our bodies in the form of urine. Kidney failure is more likely to occur due to the modern lifestyle and uncontrolled eating habits. Let us know more from Urologist Dr Sukanta Kumar Padhy.
In this Video,
Function of Kidney (0:00)
Causes of kidney failure (2:31)
How to identify kidney disease? (5:05)
Diagnosis of kidney disease (7:34)
Treatment of Kidney Failure (9:03)
Prevention of Kidney Failure (12:56)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!