#Piles #OdiaHealthTips #DoctorAdvice
ଅର୍ଶ ହେଉଛି ମଳାଶୟ ଓ ମଳଦ୍ୱାରଜନିତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ବା ପରେ ମଳଦ୍ୱାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହାକୁ ଅର୍ଶ କୁହାଯାଇଥାଏ। ତେବେ ଅର୍ଶ କାହିଁକି ହୋଇଥାଏ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଅର୍ଶ କ’ଣ ଓ ଏହା କାହିଁକି ହୋଇଥାଏ? (0:00)
ଅର୍ଶର ଲକ୍ଷଣ କ’ଣ? (2:38)
ଅର୍ଶର ଚିକିତ୍ସା କେମିତି ହୁଏ? (4:09)
ବିନା କୌଣସି ସର୍ଜରିରେ ଅର୍ଶ ଭଲ ହୋଇପାରିବ କି? (8:00)
ଅର୍ଶ ସର୍ଜରି ପରେ ଖାଦ୍ୟପେୟ (8:48)
ଅର୍ଶକୁ ରୋକିବେ କିପରି? (9:56)
Haemorrhoids or Piles are a common problem. These swollen veins inside the rectum or outside the anus can cause pain, anal itching, and rectal bleeding. Let’s findout the causes, symptoms, and prevention of Piles from Dr Biswajit Mohapatra, a Laparoscopic Surgeon.
In this Video,
What is Piles (Haemorrhoids) & causes of Piles (0:00)
Symptoms of Piles (2:38)
How is haemorrhoids treated? (4:09)
Can haemorrhoids be cured without surgery? (8:00)
Food and drink after piles surgery (8:48)
Prevention of haemorrhoids (9:56)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। – ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!