ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ।

ବୟସ୍କ ବ୍ୟକ୍ତି ହୁଅନ୍ତୁ ବା ଛୋଟ ପିଲା, ଆଜିକାଲି ସମସ୍ତେ ଶାରୀରିକ ଯନ୍ତ୍ରଣାର ଶୀକାର ହେଉଛନ୍ତି। ଅନେକ ସ୍ଥଳରେ ଲୋକମାନଙ୍କର ପିଠିର ତଳଅଂଶ, ଅଣ୍ଟା, କାନ୍ଧ ନିକଟରେ ଥିବା ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଅତ୍ୟଧିକ ପରିଶ୍ରମ, ମାଂସପେଶୀ ଉପରେ ଅଧିକ ଚାପ କିମ୍ବା ଅନୁଚିତ ଉପଯୋଗ ଯୋଗୁଁ ଏହି ସମସ୍ୟା ହୋଇଥାଏ। ଏହି ଯନ୍ତ୍ରଣା ବେଳେବେଳେ କଷ୍ଟଦାୟକ ହେବା ସହ ଗମ୍ଭୀର ରୂପ ଧାରଣ କରିଥାଏ। ତେବେ କିଛି ଯନ୍ତ୍ରଣା ନିବାରକ ଜିନିଷ ବ୍ୟବହାର କରି ଆପଣ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

୧. ପାଦର ତକିଆ (Footrest Pillow)

ପ୍ରାୟ ଲୋକ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହି କାର୍ଯ୍ୟ କରିଥା’ନ୍ତି। ଏହି ସମୟରେ ସେମାନଙ୍କ ଗୋଡ଼ ରଖିବା ପାଇଁ ଏହି ଆରାମଦାୟକ ତକିଆର ବ୍ୟବହାର କରିପାରିବେ। ଫଳରେ ଗୋଡ଼କୁ ରିଲାକ୍ସ ଲାଗିବ। ଏହି ତକିଆ ଆପଣ ମାତ୍ର ୧୨୯୫ ଟଙ୍କା (₹ 1,295)ରେ ପାଇପାରିବେ।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୨. ନେକ୍ ଆଣ୍ଡ୍ ସୋଲଜର ମସାଜର (neck and shoulder massager)

ଜୀବନଶେଳୀରେ ପରିବର୍ତ୍ତନ ଯୋଗୁଁ ଆମେ ସାଧାରଣତଃ ବେକ ଏକ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥାଉ। ଏହି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଆପଣ ନେକ୍ ଆଣ୍ଡ୍ ସୋଲଜର ମସାଜର ବ୍ୟବହାର କରିପାରିବେ। ଉନ୍ନତ ଟେକ୍ନଲୋଜିରେ ତିଆରି ଏହି ମସାଜର ଆପଣଙ୍କୁ ବେକ ଓ କାନ୍ଧର ମାଂସପେଶୀକୁ ଆରାମ ଦେଇଥାଏ। ଏହାକୁ ଆପଣ ଆପଣ ୧୮୯୯ ଟଙ୍କାରେ (₹ 1,899) ପାଇପାରିବେ।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୩. ଆଖି ମାସ୍କ (Gel Eye Mask)

ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ କାମ କଲେ ବା ଟିଭି ଓ ମୋବାଇଲର ବ୍ୟବହାର କଲେ ଆଖି ଥକ୍କି ପଡ଼ିଯାଏ, ଫଳରେ ଆଖିରୁ ଲୁହ ବାହାରିବା ସହ ଆଖି ବିନ୍ଧିଥାଏ। ତେଣୁ, ଆଖିକୁ ରିଲାକ୍ସ ଦେବା ପାଇଁ ଆଖି ମାସ୍କ ବ୍ୟବହାର କରିପାରିବେ। ଏହି ଆଖି ମାସ୍କକୁ ଆପଣ ଫ୍ରିଜ୍‌ରେ ରଖିବେ ଓ ଥଣ୍ଡା ଥିବା ଅବସ୍ଥାରେ ଏହାକୁ ଆଖିରେ ରଖିଲେ ଆରମ ମିଳିଥାଏ। ଏହାକୁ ଆପଣ ଯେତେବେଳେ ଚାହିଁଲେ ବ୍ୟବହାର କରିପାରିବେ। ଏହାର ମୂଲ୍ୟ ମାତ୍ର ୨୨୫ ଟଙ୍କା(₹ 225)।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୪. ପାଦ ମସାଜର (Foot Massager)

ଆମର ପାଦ ଆମ ଶରୀରର ସମସ୍ତ ଓଜନ ବହନ କରିଥାଏ। ତେଣୁ, ବେଳେବେଳେ ପାଦ ଯନ୍ତ୍ରଣା ଭଳି ସମସ୍ୟା ଉପୁଜିଥାଏ। ଏଭଳି କ୍ଷେତ୍ରରେ ପାଦ ଯନ୍ତ୍ରଣା ଦୂର କରିବା ପାଇଁ ହେଉବା ପାଦକୁ ରିଲାକ୍ସ କରିବା ପାଇଁ ପାଦ ମସାଜ କରିବା ନିହାତି ଜରୁରୀ। ପାଦ ମସାଜ କରିବା ଫଳରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ଭଲ ନିଦ ହୋଇଥାଏ। ପାଦର ଭଲ ମସାଜ କରିବା ପାଇଁ ଆପଣ ପାଦ ମସାଜର କିଣିପାରିବେ। ଏହି ପାଦ ମସାଜର ଆପଣଙ୍କୁ ମାତ୍ର ୪,୧୯୯ ଟଙ୍କାରେ (₹ 4,199) ମିଳିବ।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୫. ଜାଡେ ରୋଲର (Jade Roller)

ମୁହଁର ତ୍ୱଚାରେ ରକ୍ତ ସଞ୍ଚଳାନ କରିବାରେ ଓ ତ୍ୱଚାର ମାଂସପେଶୀକୁ ରିଲାକ୍ସ କରିବାରେ ଜାଡେ ରୋଲର ଏକ ଉପଯୁକ୍ତ ମାଧ୍ୟମ। ଏହି ରୋଲରକୁ କିଛି ସମୟ ଫ୍ରିଜ୍‌ରେ ରଖି ତ୍ୱଚାରେ ମସାଜ କଲେ ତ୍ୱଚା ଉଜ୍ୱଳ ଓ ଚମକଦାର ଦେଖାଯାଏ। କିଛି ଲୋକଙ୍କର ସକାଳୁ ଉଠିବା ପରେ ଆଖି ଫୁଲିଯାଇଥାଏ, ତେବେ ଜାଡେ ରୋଲରକୁ ଫ୍ରିଜ୍‌ରେ ରଖି ଆଖି ତଳେ ଧୀରେ ଡ଼ୀରେ କରି ମସାଜ କଲେ ଆଖି ଫୁଲା କମିଯାଏ। ଏହି ରୋଲର ଆପଣ ମାତ୍ର ୩୮୯ ଟଙ୍କାରେ (₹ 389) ପାଇପାରିବେ।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୬. ବଡି ମସାଜର (Handheld Body Massager)

ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ଏହି ବଡି ମସାଜରକୁ ବ୍ୟବହାର କରିପାରିବେ। ବିଦ୍ୟୁତ୍ ଚାଳିତ ଏହି ମସାଜରକୁ ଆପଣ ସହଜରେ ହାତରେ ଧରି ବ୍ୟବହାର କରିପାରିବେ। ପିଠି ଯନ୍ତ୍ରଣା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଗୋଡ଼ ଓ ପାଦ ଯନ୍ତ୍ରଣା, ବେକ ଓ କାନ୍ଧ ଯନ୍ତ୍ରଣା ପାଣି ଏହି ବଡି ମସାଜରକୁ ବ୍ୟବହାର କରିପାରିବେ। ଏହାର ମୂଲ୍ୟ ମାତ୍ର ୧,୧୯୯ ଟଙ୍କା (₹ 1,199)।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୭. ପୋଶ୍ଚର କରେକ୍ଟର (Posture Corrector)

ଅଫିସରେ ଘଣ୍ଟା ଘଣ୍ଟା ଧରି ବସି କାମ କରିବା ତଥା ବ୍ୟାୟାମ ଅଭାବରୁ ଆମ ପିଠିର ଆକାର ଧିରେ ଧିରେ ବଙ୍କା ହେବାର ଦେଖିବାକୁ ମିଳୁଛି। ଫଳରେ ଆଣ୍ଠୁ ଗଣ୍ଠି, ପିଠି ଯନ୍ତ୍ରଣା ସମସ୍ୟା ବାହାରିବାର ଆଶଙ୍କା ଥାଏ। ପୋଶ୍ଚର କରେକ୍ଟର (Posture Corrector) ବ୍ୟବହାର କରିବା ଦ୍ୱାରା ଏହାର ପିଠିର ଆକାରକୁ ସଧା କରିବାରେ ସହାୟକ ହୋଇଥାଏ। ଏହାର ଦାମ ମାତ୍ର ୩୪୯ ଟଙ୍କା (₹ 349)।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୮. ଅର୍ଥୋପେଡିକ୍‌ କୁସନ୍ (Orthopedic Seat Cushion)

ବର୍ତ୍ତମାନ ସମୟରେ ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କର ଅଣ୍ଟା ବ୍ୟଥା ସମସ୍ୟାର ସମ୍ମଖୀନ ହେଉଛନ୍ତି। ଏଭଳି କ୍ଷେତ୍ରରେ ଆପଣ ଅର୍ଥୋପେଡିକ୍‌ କୁସନ୍ର ବ୍ୟବହାର କରିପାରିବେ। ଏହି କୁସନ୍ରେ ବସି ରହି କାର୍ଯ୍ୟ କଲେ ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଏହାର ମୂଲ୍ୟ ମାତ୍ର ୯୪୯ ଟଙ୍କା (₹ 949)।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୯. ମୁଣ୍ଡ ବିନ୍ଧା ପାଇଁ ଟୋପି (Headache Pain Removal Hat)

ମୁଣ୍ଡ ବିନ୍ଧା ଦୂର କରିବା ପାଇଁ ଆପଣ ଏହି ଟୋପି ବ୍ୟବହାର କରିପାରିବେ। ଏଥିରେ ଆଇସ୍ ପ୍ୟାକ୍ ରହିଛି, ଯାହା ମୁଣ୍ଡକୁ ଆରାମ ଦେଇଥାଏ। ଏହାକୁ ଯେତେବେଳେ ଚାହିଁବେ ବ୍ୟବହାର କରିପାରିବେ। ଏହାର ମୂଲ୍ୟ ମାତ୍ର ୬୯୯ ଟଙ୍କା (₹ 699)।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୧୦. ଷ୍ଟିମ ଭେପୋରାଇଜର୍ (Steam Vaporizer)

ସାଧାରଣ ଥଣ୍ଡା, ଆଲର୍ଜି, ନାକ ଫିଟୁନଥିବା ଭଳି ସମସ୍ୟା ଥିଲେ ଆପଣ ଷ୍ଟିମ ଭେପୋରାଇଜର୍ ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କରିବା ଅତି ସହଜ। ଏହାକୁ ଆପଣ ଫେସ୍ ମସାଜ୍ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହାର ମୂଲ୍ୟ ହେଉଛି ମାତ୍ର ୩୩୯ ଟଙ୍କା (₹ 339)।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ। ସମୟ ଅନୁସାରେ ପ୍ରଡକ୍ଟର ମୂଲ୍ୟ ବଦଳିପାରେ।
https://www.amazon.in/shop/swasthyapluslive