ରାତିରେ ଭଲ ନିଦ ହେବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ। (Sleep Tips in Odia)

  • ଶୋଇବାର ୧ ଘଣ୍ଟା ପୂର୍ବରୁ ଟିଭି, କମ୍ପ୍ୟୁଟର, ମୋବାଇଲ ବ୍ୟବହାର କରିବା ବନ୍ଦ କରନ୍ତୁ।
  • ଶୋଉଥିବା ରୁମ୍‌କୁ ଯଥାସମ୍ଭବ ଅନ୍ଧକାର ରଖନ୍ତୁ।
  • ଶୋଇବା ବେଳେ ପତଳା ତକିଆ ବ୍ୟବହାର କରନ୍ତୁ।
  • ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ।
  • ସନ୍ଧ୍ୟା ସମୟରେ କୌଣସି ପ୍ରକାର ଉତ୍ତେଜକ ଖାଦ୍ୟ ଖାଆନ୍ତୁ ନାହିଁ।
  • ପ୍ରତିଦିନ ମେଡିଟେସନ୍‌, ଯୋଗ, ବ୍ୟାୟାମ କରନ୍ତୁ।
  • ଶୋଇବା ପୂର୍ବରୁ କଫି ବା ଚା’ ପିଅନ୍ତୁ ନାହିଁ।
  • ପ୍ରତିଦିନ ଶୋଇବାର ସମୟ ସ୍ଥିର କରନ୍ତୁ।
  • ରାତିରେ ମଦ୍ୟପାନ କରନ୍ତୁ ନାହିଁ।
  • ରାତିରେ ଭଲ କରି ଶୋଇବାକୁ ହେଲେ ଦିନରେ ବେଶି ସମୟ ଶୁଅନ୍ତୁ ନାହିଁ।
  • ଯଦି କୌଣସି ଶାରୀରିକ ଯନ୍ତ୍ରଣା ଯୋଗୁଁ ରାତିରେ ନିଦ ହେଉ ନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  • ଯଦି ଏସବୁ କରିବା ପରେ ବି ଭଲ ନିଦ ହେଉ ନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।