ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ।

ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମଗ୍ର ଶରୀରକୁ ରକ୍ତ ସଞ୍ଚାଳନ କରିବାର ହୃତପିଣ୍ଡର କାର୍ଯ୍ୟ। ରକ୍ତ ସଞ୍ଚାଳନ ପାଇଁ ହୃତପିଣ୍ଡରେ ଯେଉଁ ଚାପ ସୃଷ୍ଟି ହୋଇଥାଏ, ତାହାକୁ ରକ୍ତଚାପ ବା ବ୍ଲଡ୍ ପ୍ରେସର କୁହାଯାଏ। କୌଣସି କାରଣରୁ ଏହି ରକ୍ତଚାପ କମିଗଲେ କିମ୍ବା ବଢ଼ିଗଲେ ଆମ ଶରୀରରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ନିହାତି ଦରକାର।

ଶରୀରର ରକ୍ତଚାପ ବଢ଼ିଯିବା ମାନେ ହେଉଛି ବିଭିନ୍ନ ଦୂରାରୋଗ୍ୟ ରୋଗକୁ ନିମନ୍ତ୍ରଣ କରିବା। ଡାଏବେଟିସ୍, କୋଲେଷ୍ଟ୍ରୋଲ, ବ୍ରେନ୍ ଷ୍ଟ୍ରୋକ୍ ଭଳି ବିଭିନ୍ନ ରୋଗ ଉଚ୍ଚ ରକ୍ତଚାପ ଯୋଗୁଁ ସୃଷ୍ଟି ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପକୁ ଠିକ୍ ସମୟରେ ଚିହ୍ନି ଏହାକୁ ନିୟନ୍ତ୍ରଣ କରିବା ଅତି ଆବଶ୍ୟକ।

ଆସନ୍ତୁ ଏମିତି କିଛି ପ୍ରଡକ୍ଟ ବିଷୟରେ ଆଜି ଜାଣିବା, ଯାହାକୁ ବ୍ୟବହାର କରି ଆପଣ ଉଚ୍ଚ ରକ୍ତଚାପକୁ ଠିକ୍ ସମୟରେ ଜାଣିପାରିବେ ଏବଂ ନିୟନ୍ତ୍ରଣ କରିପାରିବେ।

ଡିଜିଟାଲ ବ୍ଲଡ୍ ପ୍ରେସର ମନିଟର

ଏହି ଅଟୋମେଟିକ୍ ଡିଜିଟାଲ ବ୍ଲଡ୍ ପ୍ରେସର ମନିଟର ଜରିଆରେ ଶରୀରର ରକ୍ତଚାପ ଅତି ସହଜରେ ମାପି ପାରିବେ। ଏହା ସହିତ ଆପଣଙ୍କ ହାର୍ଟର ପଲ୍ସ ରେଟ୍ ମଧ୍ୟ ଜାଣିପାରିବେ। ଯଦି ଆପଣଙ୍କଠାର ରକ୍ତଚାପ ଥାଏ, ତେବେ ଏହି ମନିଟର ଆପଣଙ୍କୁ ସତର୍କ କରାଇବ। ଏହି ବ୍ଲଡ୍ ପ୍ରେସର ମନିଟରକୁ ବ୍ୟବହାର କରିବା ଅତ୍ୟନ୍ତ ସହଜ। ଏହାକୁ ସାଙ୍ଗରେ ନେବା ଆଣିବା ମଧ୍ୟ କରିପାରିବେ। ଏହି ଇଲେକ୍ଟ୍ରିକ୍ ଚାଳିତ ବ୍ଲଡ୍ ପ୍ରେସର ମନିଟରର ମୂଲ୍ୟ ମାତ୍ର ୧୮୭୦ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

ବ୍ଲଡ୍ ପ୍ରେସର ମନିଟର

ବ୍ଲଡ୍ ପ୍ରେସର ମାପିବା ପାଇଁ ଆପଣ ଏହି ସ୍ପାଗ୍ମୋମାନୋମିଟରକୁ ବ୍ୟବହାର କରିପାରିବେ। ଏହା କୌଣସି ବିଦ୍ୟୁତ ଚାଳିତ ବ୍ଲଡ୍ ପ୍ରେସର ମନିଟର ନୁହେଁ। ୪ ଲେୟର ଇନସୁଲେଟର ବିଶିଷ୍ଟ ଏହି ବ୍ଲଡ୍ ପ୍ରେସର ମନିଟରକୁ ବ୍ୟବହାର କରିବା ଅତି ସହଜ ଏବଂ ସୁରକ୍ଷିତ। ଏହାର କଭରକୁ ଆପଣ ପାଣିରେ ଧୋଇ ସଫା କରିପାରିବେ। ଏହି ସ୍ପାଗ୍ମୋମାନୋମିଟରର ମୂଲ୍ୟ ୯୦୦ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

ସ୍ପିରୁଲିନା ପାଉଡର

ଦୈନିକ ସ୍ଫିରୁଲିନା ପାଉଡର ଖାଇବା ଦ୍ବାରା ଆମ ଶରୀରକୁ ସଠିକ ପରିମାଣରେ ପୋଷକତତ୍ୱ ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବାରେ ମଧ୍ୟ ସ୍ପିରୁଲିନା ବେଶ ସହାୟକ ହୋଇଥାଏ। ଡାଏବେଟିସ୍, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ଭୂମିକା ରହିଛି। ଏହା ଡାକ୍ତରଙ୍କ ଦ୍ୱାରା ପ୍ରମାଣିତ। ଆପଣ ଏହି ସ୍ପିରୁଲିନା ପାଉଡରକୁ ଦୈନିକ ଖାଦ୍ୟ ପ୍ରଣାଳୀରେ ସାମିଲ କରିପାରିବେ। ଏହାର ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରାଇବାରେ ସହାୟକ ହୋଇପାରିବ। ୨୦୦ଗ୍ରାମ ବିଶିଷ୍ଟ ଏହି ପ୍ୟାକେଟର ମୂଲ୍ୟ ମାତ୍ର ୪୯୯ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

ପଲ୍‌ସ ଅକ୍ସିମିଟର

ପଲ୍‌ସ ଅକ୍ସିମିଟର ହେଉଛି ଏକ ପ୍ରକାରର ଡିଭାଇସ୍, ଯେଉଁଥିରେ ଆପଣଙ୍କ ଶରୀରର ରକ୍ତରେ ଥିବା ଅମ୍ଳଜାନର ମାତ୍ରା ମପାଯାଇପାରେ। ଏହା ସହିତ ଆପଣଙ୍କ ହୃଦସ୍ପନ୍ଦନ ମାପିବାରେ ମଧ୍ୟ ସହାୟକ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏହି ଡିଭାଇସକୁ ନିଜ ପାଖରେ ରଖିପାରିବେ।

ଯଦି ଅଜାଣତରେ ଆପଣଙ୍କୁ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥାଏ ଏବଂ ଶରୀରକୁ ସଠିକ ପରିମାଣରେ ଅମ୍ଳଜାନ ମିଳୁନଥାଏ ତେବେ ପଲ୍‌ସ ଅକ୍ସିମିଟର ଆପଣଙ୍କୁ ସତର୍କ କରାଇବ। ସେହି ଅନୁସାରେ ଡାକ୍ତରଙ୍କ ପରାମର୍ଶ କରିପାରିବେ। ପଲ୍‌ସ ଅକ୍ସିମିଟରର ମୂଲ୍ୟ ହେଉଛି ୯୯୯ ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ। ସମୟ ଅନୁସାରେ ପ୍ରଡକ୍ଟର ମୂଲ୍ୟ ବଦଳିପାରେ।