ଆଜି ସନ୍ଧ୍ୟା ୭ଟାରେ ସ୍ୱାସ୍ଥ୍ୟ ପ୍ଲସ୍ ଫେସବୁକ ପେଜରେ ଦେଖନ୍ତୁ #AskDoctor ଲାଇଭ ସିରିଜ୍। ଆଜିର ବିଷୟ ହେଉଛି କରୋନା ବିରୋଧରେ କିପରି ଲଢ଼ିବା ଏବଂ ରୋଗପ୍ରତିରୋଧକ ଶକ୍ତି କିପରି ମଜଭୁତ କରିବା।
ସ୍ୱାସ୍ଥ୍ୟ ପ୍ଲସ୍ #AskDoctor କାର୍ଯ୍ୟକ୍ରମର ଏହି ଅଧ୍ୟାୟରେ ଆମ ସହିତ ଆଜି ରହିବେ ବିଶିଷ୍ଟ ରୁମାଟୋଲଜିଷ୍ଟ ତଥା ଇମ୍ୟୁନୋଲଜିଷ୍ଟ ପ୍ରଫେସର୍ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।
କୋଭିଡ ଦ୍ଵିତୀୟ ଲହରୀ ସଂକ୍ରମଣ ଏବଂ ଏହି ସମୟରେ କିଭଳି ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ ରଖିପାରିବା, ସେ ବିଷୟରେ ଡାକ୍ତର ପରିଡ଼ା ଆଲୋଚନା କରିବେ ଏବଂ ଦର୍ଶକମାନଙ୍କ ପ୍ରଶ୍ନର ଉତ୍ତର ଦେବେ।
କରୋନା ସଂକ୍ରମଣ, ଏଥିରୁ କିପରି ରହିବେ ସୁରକ୍ଷିତ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଯାହା ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ସ୍ୱାସ୍ଥ୍ୟପ୍ଲସ୍ ଫେସବୁକ ଲାଇଭ କମେଣ୍ଟ ବକ୍ସରେ ଆପଣ ପଚାରିପାରିବେ। ଡାକ୍ତର ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ।