ସାରା ରାଜ୍ୟରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା। ଏହାର କାୟା ବିସ୍ତାର ହେଉଥିବା ବେଳେ ଏବେ ଏକ ମାତ୍ର ସାହାରା ହେଉଛି କୋଭିଡ୍ ଭ୍ୟାକ୍ସିନ୍ ବା କୋଭିଡ୍ ଟିକା। ଆସନ୍ତା ମେ’ ମାସରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ କରୋନା ଟିକା ନେଇପାରିବେ ବୋଲି ଘୋଷଣା କରାଯାଇଛି। ରାଜ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଟିକା ଦିଆଯାଉଛି। ଜାଣନ୍ତୁ ଭୁବନେଶ୍ୱରରେ କେଉଁ କେଉଁ ସ୍ଥାନରେ ରହିଛି ଟିକାକରଣ କେନ୍ଦ୍ର।
ସରକାରୀ ଟିକାକରଣ କେନ୍ଦ୍ର
- ଏମ୍ସ୍
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୟୁନିଟ୍-୪
- ବି.ଏମ୍.ସି. ହସ୍ପିଟାଲ
- କ୍ୟାପିଟାଲ ହସ୍ପିଟାଲ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୋଖରିପୁଟ୍
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପଟିଆ
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡୁମ୍ଡୁମା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବରମୁଣ୍ଡା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୟୁନିଟ୍-୮
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୟୁନିଟ୍-୯
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଇ. ଆର୍. ସି. ଭିଲେଜ୍
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନାହାରକଣ୍ଟା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ରହ୍ମେଶ୍ୱରପାଟଣା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଘାଟିକିଆ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଝାରପଡ଼ା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସହିଦ ନଗର
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗାଡକଣା
- ସେଣ୍ଟ୍ରାଲ୍ ହପ୍ପିଟାଲ, ପୂର୍ବତଟ ରେଳପଥ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଚନ୍ଦ୍ରଶେଖରପୁର
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନିଳାଦ୍ରୀ ବିହାର
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଳ୍ପନା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୟୁନିଟ୍-୩
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କପିଳା ପ୍ରସାଦ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜି.ଜି.ପି ରସୁଲଗଡ଼
- ଇ.ଏସ୍.ଆଇ ହସ୍ପିଟାଲ୍
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସାମନ୍ତପୁରି
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଶିଖରଚ଼ଣ୍ଡି
- ଉପୋରକ୍ତ ଟିକାକରଣ କେନ୍ଦ୍ରଠାରେ ମାଗଣାରେ ଟିକା ନେଇପାରିବେ।
ଅଧିକ ପଢ଼ନ୍ତୁ: ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ?
ବେସରକାରୀ ଟିକାକରଣ କେନ୍ଦ୍ର
- କିମ୍ସ୍ ହସ୍ପିଟାଲ
- କଳିଙ୍ଗ ହସ୍ପିଟାଲ
- ଉତ୍କଳ ହସ୍ପିଟାଲ
- କେୟାର୍ ହସ୍ପିଟାଲ
- ଏଲ.ଭି. ପ୍ରସାଦ ହସ୍ପିଟାଲ
- ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ
- ଆପୋଲ ହସ୍ପିଟାଲ
- ବ୍ଲ ହ୍ୱିଲ୍ ହସ୍ପିଟାଲ
- ହେମଲତା ହସ୍ପିଟାଲ
- ହାଇ-ଟେକ୍ ହସ୍ପିଟାଲ
- ସମ୍ ହସ୍ପିଟାଲ
- ଆମ୍ରି ହସ୍ପିଟାଲ
- ସମ୍ ଅଲ୍ଟିମେଟ୍ ହସ୍ପିଟାଲ
- କିଡ୍ସ୍ ହସ୍ପିଟାଲ
- ବିବେକାନନ୍ଦ ହସ୍ପିଟାଲ
- ମଡନ୍ନ ହେଲ୍ଥ କେୟାର
- ବୈଦ୍ୟନାଥ ହସ୍ପିଟାଲ
- ଉସ୍ତି ହସ୍ପିଟାଲ
- ସିମ୍ପ୍ଲି କେୟାର ପୋଲି କ୍ଲିନିକ୍
- ହେଲ୍ଥ ଭିଲେଜ୍
- ଆସ୍ପାୟାର ହସ୍ପିଟାଲ
- ନୀଳାଚଳ ହସ୍ପିଟାଲ
- କର କ୍ଲିନିକ୍
- ସ୍ପର୍ଶ ହସ୍ପିଟାଲ
- ସଞ୍ଜୀବନୀ ହସ୍ପିଟାଲ
- ଜଗନ୍ନାଥ ହସ୍ପିଟାଲ
- ସନ୍ ସାଇନ୍ ହସ୍ପିଟାଲ
- ଶ୍ରୀ ହସ୍ପିଟାଲସ୍
- ସନଫ୍ଲୟାର ନର୍ସିଙ୍ଗ ହୋମ୍
- ଟ୍ରିନିଟି ନ୍ୟୁରୋ ହସ୍ପିଟାଲ
- ଅନନ୍ୟା ହସ୍ପିଟାଲ
- ଶ୍ରୀ ଉଷା ଡାଇଗ୍ନୋଷ୍ଟିକ୍ସ୍