ସାଂଘାତିକ ହେବାରେ ଲାଗିଛି କରୋନା ମହାମାରୀ। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ପଜିଟିଭ୍ ସଂଖ୍ୟା। ସାଧାରଣ ଜ୍ୱର, ଥଣ୍ଡା, କାଶ କିମ୍ବା କୋଭିଡ୍ର ଅନ୍ୟ କୌଣସି ଲକ୍ଷଣ ଜଣାପଡ଼ିଲେ କୋଭିଡ୍ ପରୀକ୍ଷା କରାଇନିଅନ୍ତୁ। ଆପଣଙ୍କ ଶରୀରରେ କରୋନା ଭୂତାଣୁ ଅଛି କି ନାହିଁ ଜାଣିବା ପାଇଁ ହେଲେ RT-PCR ଏବଂ ଆଣ୍ଟିଜେନ୍ ପରୀକ୍ଷା କରିବା ଜରୁରୀ। ତେବେ ଜାଣନ୍ତୁ ଭୁବନେଶ୍ୱରରେ କେଉଁଠି କରିପାରିବେ କୋଭିଡ୍ ଟେଷ୍ଟ।
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କପିଳ ପ୍ରସାଦ ପ୍ରଭୁଦତ୍ତ ମହାପାତ୍ର
- ବି.ଏମ୍.ସି. ହସ୍ପିଟାଲ ୯୪୩୯୯୯୯୦୫୬
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ରହ୍ମେଶ୍ୱରପାଟଣା ନରେନ୍ଦ୍ର କୁମାର ପାଳ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୟୁନିଟ୍-୩ ୯୪୩୯୯୯୯୦୫୩
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡୁମଡୁମା ରାଜଲକ୍ଷ୍ମୀ ଜେନା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଘାଟିକିଆ ୯୪୩୯୯୯୯୦୫୪
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନିଳାଦ୍ରୀ ବିହାର ହେମନ୍ତ କୁମାର ମହାପାତ୍ର
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଚନ୍ଦ୍ରଶେଖରପୁର ୯୪୩୯୯୯୯୦୫୭
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପଟିଆ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୟୁନିଟ୍-୯ ସିର୍ସେନ୍ଦୁ ରାକଶିତ୍
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୟୁନିଟ୍-୪ ୯୪୩୯୯୯୯୦୫୦
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୋଖରିପୁଟ୍
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୟୁନିଟ୍-୮ ସତ୍ୟପ୍ରିୟା ଦାସ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବରମୁଣ୍ଡା ୯୪୩୯୯୯୯୦୫୧
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସହିଦ ନଗର ପୂର୍ଣ୍ଣିମା ସାହୁ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସତ୍ୟ ନଗର ୯୪୩୯୯୯୯୦୪୯
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗାଡକଣା ଅଶୋକ ମାଝୀ
- ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଶିଖରଚ଼ଣ୍ଡି ୯୪୩୯୯୯୯୦୫୫
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରସୁଲଗଡ଼ ନିସିଥ୍ ରଞ୍ଜନ ସାହୁ
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନାହାରକଣ୍ଟା ୯୪୩୯୯୯୯୦୫୨
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଳ୍ପନା କ୍ଷୀରୋଦ କୁମାର ପଣ୍ଡା
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଝାରପଡ଼ା ୯୪୩୯୯୯୯୦୫୯
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସାମନ୍ତପୁରି ରଶ୍ମିତା ପତି
- ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଇ. ଆର୍. ସି. ଭିଲେଜ୍ ୯୪୩୯୯୯୯୦୫୮
ବେସରକାରୀ କୋଭିଡ୍ ପରୀକ୍ଷା କେନ୍ଦ୍ର
ଆଇ.ଏମ୍.ଏସ୍. ଆଣ୍ଡ ସମ୍ – ଆର୍.ଟି.ପି.ସି.ଆର୍ /ଆଣ୍ଟିଜେନ୍ – କୁଣ୍ଡନ୍ ସାହୁ ( ୯୪୩୭୩୮୩୦୨୫)
ଜେନଏକ୍ସ – ଆର୍.ଟି.ପି.ସି.ଆର୍ /ଆଣ୍ଟିଜେନ୍ – ଅଜୟ କୁମାର ମହାପାତ୍ର(୮୨୦୮୯୧୩୬୧୦ )
ଆମ୍ରି – ଟ୍ରିଉନାଣ୍ଟ – ଡ. ବିଭୁଦତ୍ତ (୯୪୩୭୦୮୮୨୨୯)
ଶ୍ରୀ ହସ୍ପିଟାଲ – ଆଣ୍ଟିଜେନ୍ – ସନ୍ତୋଷ କୁମାର ବେହେରା( ୯୮୬୨୪୪୬୬୫୪)
କେୟାର ହସ୍ପିଟାଲ – ଆଣ୍ଟିଜେନ୍ – ଶୁଭଶ୍ରୀ(୯୪୩୮୪୮୫୮୦୬)
ହାଇଟେକ୍ – ଆର୍.ଟି.ପି.ସି.ଆର୍ /ଆଣ୍ଟିଜେନ୍ – ଜ୍ୟେତିର୍ମୟ ପଣ୍ଡା (୯୦୯୦୯୫୨୪୦୧)
କିମ୍ସ୍ – ଆର୍.ଟି.ପି.ସି.ଆର୍ /ଆଣ୍ଟିଜେନ୍ – ଡ. ଦୀପ୍ତି ( ୯୪୩୮୨୩୭୨୯୨)
ଆପୋଲ – ଆର୍.ଟି.ପି.ସି.ଆର୍ – ପଦ୍ମନାଭ ଦଳବେହେରା (୮୦୯୩୦୬୦୨୬୪)
ରେଡ କ୍ଲାଇଫ୍ ଲାଇଫ ସାଇନସେସ୍ – ଆର୍.ଟି.ପି.ସି.ଆର୍ – ୯୫୫୬୯୧୯୫୮୩
ଜୁଏସନଜୋବ୍ ଡାଇଗ୍ନୋଷ୍ଟିକ୍ – ଆର୍.ଟି.ପି.ସି.ଆର୍ /ଆଣ୍ଟିଜେନ୍ – ଶୁଭ୍ରାନ୍ସୁ ଶେଖର ବିଶ୍ୱାଳ ( ୮୧୧୪୯୧୮୮୦୭ )