ଓଜନ ନିୟନ୍ତ୍ରଣ କରିବା ପାଇଁ କପିଭାର ଏହି ୩ଟି ପ୍ରଡକ୍ଟ ଆପଣାନ୍ତୁ।
ବର୍ତ୍ତମାନ ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମ ଅଭାବ ଯୋଗୁଁ ଲୋକେ ମୋଟାପଣର ଶୀକାର ହେଉଛନ୍ତି। ଏଭଳି କ୍ଷେତ୍ରରେ କପିଭା ଗେଟ୍ ସ୍ଲିମ୍ ଜୁସ୍ ଓଜନ ନିୟନ୍ତ୍ରଣର କରିବାରେ ସାହାଯ୍ୟ କରିପାରିବ। ଏହାଛଡ଼ା ଏହି ଜୁସ୍ ଶରୀରକୁ ଶକ୍ତି ଯୋଗାଇଥାଏ।
ଫ୍ଲାକ୍ସ ସିଡ୍ ଏବଂ ଜଡ଼ା ଭଳି ଏକ ପ୍ରାକୃତିକ ମିଶ୍ରଣରେ ପ୍ରସ୍ତୁତ ହୋଇଛି କପିଭା ଗେଟ୍ ସ୍ଲିମ୍ ଜୁସ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
କପିଭା ଗେଟ୍ ସ୍ଲିମ୍ କମ୍ବୋ ପ୍ୟାକ୍ରେ ଆପଣଙ୍କୁ ଗୋଟେ ଜୁସ୍ ସହ ଗୋଟେ ଗ୍ରୀନ୍ ଟି ମିଳିବ। ଏହି କମ୍ବୋ ପ୍ୟାକ୍ର ମୂଲ୍ୟ ମାତ୍ର 800 ଟଙ୍କା।
କପିଭା ଗେଟ୍ ସ୍ଲିମ୍ କମ୍ବୋ କିଣିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/3bbRBFR
କପିଭା ମିଲ୍ ରିପ୍ଲେସ୍ମେଣ୍ଟ ସ୍ଲିମ୍ ସେକ୍
ବର୍ତ୍ତମାନ ସମୟରେ କାର୍ଯ୍ୟବ୍ୟସ୍ତତା, ସମୟର ଅଭାବ ଯୋଗୁଁ ଲୋକେମାନେ ଠିକ୍ ସମୟରେ ଖାଇପାରୁନାହାନ୍ତି। ଅନେକ ଜଳଖିଆ ନଖାଇ ସିଧା ମଧ୍ୟାହ୍ନ ଭୋଜନ ଖାଆନ୍ତି। ହଷ୍ଟେଲରେ ରହୁଥିବା ପିଲାମାନେ ହୁଅନ୍ତୁ କି ସାଧାରଣ କର୍ପୋରେଟ୍ର କର୍ମଚାରୀ ସକାଳୁ ଉଠିବା ଅନେକଙ୍କ ପାଇଁ ଅତି ଅସମ୍ଭବ ମନେହୁଏ। କିନ୍ତୁ, ଖାଦ୍ୟ ନ ଖାଇବା ଯୋଗୁଁ ଓଜନ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଦିଏ। ଏଥିପାଇଁ ବଜାରରେ ବହୁଳ ଭାବରେ ବିକ୍ରି ହେଉଛି କପିଭା ମିଲ୍ ରିପ୍ଲେସ୍ମେଣ୍ଟ ସ୍ଲିମ୍ ସେକ୍। ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କପିଭା ମିଲ୍ ରିପ୍ଲେସ୍ମେଣ୍ଟ ସ୍ଲିମ୍ ସେକ୍ ହେଉଛି ଭଲ ବିକଳ୍ପ।
କପିଭା ମିଲ୍ ରିପ୍ଲେସ୍ମେଣ୍ଟ ସ୍ଲିମ୍ ସେକ୍ ହେଉଛି କମ୍ କ୍ୟାଲୋରି, ହାଇ-ଫାଇବର ଏବଂ ପ୍ରୋଟିନ୍ ଯୁକ୍ତ। ଗାର୍ସିନିଆ, ଗ୍ରୀନ୍ ଟି, ଗ୍ରୀନ୍ କଫି ବିନ୍ ପାଉଡର, ଆପଲ୍ ସାଇଡର୍ ଭିନେଗାର, ଚିନାବାଦାମ ଏବଂ ବୋସୱେଲିଆ ଭଳି ୬ଟି ଆୟୁର୍ବେଦିକ ହର୍ବରେ ଏହା ତିଆରି ହୋଇଛି। ଉଚ୍ଚ ଫାଇବର ଏବଂ କମ୍ କ୍ୟାଲୋରି ଯୁକ୍ତ ହୋଇଥିବାରୁ ଏହା ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
କପିଭା ମିଲ୍ ରିପ୍ଲେସ୍ମେଣ୍ଟ ସ୍ଲିମ୍ ସେକ୍ କିଣିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/2XesJp1
କପିଭା ଅର୍ଗାନିକ ଆପେଲ ସାଇଡର ଭିନେଗାର
କପିଭା ଅର୍ଗାନିକ ଆପେଲ ସାଇଡର ଭିନେଗାର ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟିଫଙ୍ଗାଲ ଏବଂ ଆଣ୍ଟି ଇନ୍ଫ୍ଲାମେଟୋରିରେ ଭରପୂର। ଏହା ପିଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ ଏବଂ ମେଟାବଲିଜିମ୍ ବୃଦ୍ଧି କରିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଏହା ବଦ୍ହଜମି ଦୂର କରିବା ସହ କୋଷ୍ଠକାଠିନ୍ୟ ଦୂର କରେ।
୨ଟି କପିଭା ଅର୍ଗାନିକ ଆପେଲ ସାଇଡର ଭିନେଗାରର ମୂଲ୍ୟ ମାତ୍ର 900 ଟଙ୍କା।
କପିଭା ଅର୍ଗାନିକ ଆପେଲ ସାଇଡର ଭିନେଗାର କିଣିବା ପାଇଁ କ୍ଲିକ୍ କରନ୍ତୁ: https://bit.ly/38jo8rZ