ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

କରୋନା ଭାଇରସ ଜଣେ ସଂକ୍ରମିତ ବ୍ୟକ୍ତିର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ କରିଥାଏ। ଏହି ପ୍ରବେଶ ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିର କାଶ ଓ ଛିଙ୍କ ବା ଛେପ ସଂସ୍ପର୍ଶରେ ଆସୁଥିବା ଜଣେ ସୁସ୍ଥ ବ୍ୟକ୍ତି ଏହି ଭୂତାଣୁର ଶିକାର ହୋଇପାରନ୍ତି।

ଆସନ୍ତୁ ଜାଣିବା କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ରହିପାରେ:

  • ତମ୍ବା ପୃଷ୍ଠରେ ସାଢ଼େ ୩ ଘଣ୍ଟା
  • କାଠ ବା ପ୍ଲାଇ ପୃଷ୍ଠରେ ୯ ଘଣ୍ଟା
  • ଲୁହା ପୃଷ୍ଠରେ ୧୩ ଘଣ୍ଟା
  • ପ୍ଲାଷ୍ଟିକରେ ୧୬ ଘଣ୍ଟା

corona update