Odia

ସାର୍କୋମା କ’ଣ? – କାରଣ ଓ ଚିକିତ୍ସା | Dr Sunil Jaiswal on Sarcoma Cancer in Odia | Symptoms & Treatment

#SarcomaCancer #OdiaHealthTips #DoctorAdvice ସାର୍କୋମା ହେଉଛି ଏକ ପ୍ରକାର ବିରଳ କ୍ୟାନ୍‌ସର। ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସୁନୀଲ ଜେସ୍‌ଓ୍ୱାଲ, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ସାର୍କୋମା କ’ଣ? (0:00) ସାର୍କୋମା କାହିଁକି ହୋଇଥାଏ? (0:31) ଏହାର ଲକ୍ଷଣ କ’ଣ? (1:54) ଏହାର ଚିକିତ୍ସା କେମିତି ହୁଏ? (3:33) ସାର୍କୋମାର ନିରାକରଣ (4:57) କାହିଁକି ବଢ଼ୁଛି କର୍କଟ ରୋଗୀଙ୍କ ସଂଖ୍ୟା? (5:25) ଡାକ୍ତରଙ୍କ ପରାମର୍ଶ (6:12) A sarcoma is a rare kind of cancer. Let's know more about the causes, symptoms, and treatment of Sarcoma Cancer from Dr Sunil Jaiswal, a Surgical Oncologist. In this Video, What is Sarcoma Cancer? (0:00) Causes of Sarcoma Cancer (0:31) Symptoms of Sarcoma Cancer (1:54) Treatment of Sarcoma Cancer (3:33) Prevention of Sarcoma Cancer (4:57) Why is the number of cancer patients increasing? (5:25) Doctor's Advice (6:12) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର କ’ଣ? – ଲକ୍ଷଣ ଓ ଚିକିତ୍ସା | Dr Sunil Jaiswal on Pancreatic Cancer in Odia

#PancreaticCancer #OdiaHealthTips #DoctorAdvice ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର ବା ପାନ୍‌କ୍ରିଆଜ୍‌ ବା ଅଗ୍ନାଶୟରେ କ୍ୟାନ୍‌ସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ବିଷୟରେ ବିଶିଷ୍ଟ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସୁନୀଲ ଜେସ୍‌ଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର ବା ଅଗ୍ନାଶୟ କର୍କଟ କ’ଣ? (0:00) ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସରର ଲକ୍ଷଣ କ’ଣ ହୋଇପାରେ? (1:42) ଏହାକୁ ଚିହ୍ନିବା କେମିତି? (3:13) ଚିକିତ୍ସା କେମିତି ହୁଏ? (4:54) ଏହାକୁ ରୋକିବେ କିପରି? (8:08) Pancreatic cancer arises when cells in the pancreas, a glandular organ behind the stomach, begin to multiply out of control and form a mass. Let's know more about Pancreatic Cancer from Dr Sunil Jaiswal, a Surgical Oncologist. In this Video, What is Pancreatic Cancer (0:00) Symptoms of Pancreatic Cancer (1:42) How to recognize it? (3:13) Treatment of Pancreatic Cancer (4:54) Prevention of Pancreatic Cancer (8:08) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ମଳକଣ୍ଟକ – କ’ଣ ଏହାର ଚିକିତ୍ସା? | Dr Biswajit Mohapatra on Anal fissure in Odia | Causes & Symptoms

#AnalFissure #OdiaHealthTips #DoctorAdvice ବର୍ତ୍ତମାନର ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ହେଉଛି ଅର୍ଶ ଓ ମଳକଣ୍ଟକ ଭଳି ମଳଦ୍ୱାର ଜନିତ ରୋଗର ମୂଳ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର ମଳକଣ୍ଟକ ଭଳି ସମସ୍ୟା ଦେଖାଦେଉଛି। ତେବେ ମଳକଣ୍ଟକ କାହିଁକି ହୁଏ ଓ ଏହି ସମସ୍ୟାର ଚିକିତ୍ସା କେମିତି ହୁଏ? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା। Today's lifestyle and unhealthy eating habits are the root causes of Hemorrhoids and Anal fissures. Nowadays, most people have problems with fissures. So why do you have an anal fissure and how to treat this disease? Let's find out more from Dr Biswajit Mohapatra, a Laparoscopic Surgeon. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଲାପାରୋସ୍କୋପି ସର୍ଜରିର ଫାଇଦା | Dr Debasish Patnaik on Laparoscopic Surgery in Odia

#Laparoscopy #OdiaHealthTips #DoctorAdvice ପୂର୍ବରୁ ଯେକୌଣସି ସର୍ଜରି ପାଇଁ ଓପନ୍‌ ସର୍ଜରି କରିବାକୁ ପଡ଼ୁଥିଲା ଓ ରୋଗୀଙ୍କୁ ଅଧିକ ଦିନ ଧରି ହସ୍ପିଟାଲରେ ମଧ୍ୟ ରହିବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନ ଲାପାରୋସ୍କୋପି ସର୍ଜରିର ଚାହିଦା ବଢ଼ିବାକୁ ଲାଗିଲାଣି। ମାତ୍ର ୩ଟି ବା ୪ଟି କଣା ଦ୍ୱାରା ସମ୍ପୂର୍ଣ୍ଣ ସର୍ଜରି କରାଯାଇପାରୁଛି ଏବଂ ରୋଗୀଙ୍କୁ ବେଶୀ ଦିନ ହସ୍ପିଟାଲରେ ମଧ୍ୟ ରହିବାକୁ ପଡ଼ୁନି। ଆସନ୍ତୁ ସର୍ଜରି ସ୍ପେଶାଲିଷ୍ଟ ଡାକ୍ତର ଦେବାଶିଷ ପଟ୍ଟନାୟକଙ୍କଠାରୁ ଲାପାରୋସ୍କୋପିକ୍‌ ସର୍ଜରିର ଫାଇଦା ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଲାପାରୋସ୍କୋପି ସର୍ଜରିର ଫାଇଦା (0:00) କେଉଁ କ୍ଷେତ୍ରରେ ଲାପାରୋସ୍କୋପି ସର୍ଜରି କରାଯାଏ? (1:17) What is Laparoscopy Surgery? In what cases the surgery needed? Let's find out more from Dr Debasish Patnaik, a Minimal Invasive Surgeon. In this Video, Benefits of Laparoscopic Surgery (0:00) In what cases is Laparoscopic Surgery performed? (1:17) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଭଗନ୍ଦର କାହିଁକି ହୁଏ? | Dr Biswajit Mohapatra on Anal Fistula in Odia | Causes & Symptoms /(Bhagandar)

#AnalFistula #OdiaHealthTips #DoctorAdvice ଭଗନ୍ଦର ହେଉଛି ମଳାଶୟ ଓ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳଦ୍ଵାର ପାର୍ଶ୍ୱରେ ଏକ ଛିଦ୍ର ହେବା ସହ ସେଥିରୁ ମଳ ତଥା ରକ୍ତ ପଡ଼ିଥାଏ। ଏହାକୁ ଭଗନ୍ଦର ବୋଲି କୁହାଯାଏ? ତେବେ ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବିଶିଷ୍ଟ ଲାପାରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଭଗନ୍ଦର କାହିଁକି ହୋଇଥାଏ? (0:00) ଭଗନ୍ଦରର ଲକ୍ଷଣ କ’ଣ? (1:04) ଭଗନ୍ଦରର ଚିକିତ୍ସା କେମିତି ହୁଏ? (1:59) ଭଗନ୍ଦରର ସର୍ଜରି କରିବା ଜରୁରୀ କି? (4:52) An anal fistula is defined as a small tunnel with an internal opening in the anal canal and an external opening in the skin near the anus. So what are the causes of Fistula? How to treat this disease? Let's find out more from Dr Biswajit Mohapatra, a Laparoscopic Surgeon. In this Video, Causes of Anal Fistula? (0:00) Symptoms of Anal Fistula (1:04) Treatment of Anal Fistula (1:59) Is Anal Fistula surgery necessary? (4:52) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି? | White Discharge – Causes & Prevention |Dr Alakta Das

#WhiteDischarge #WomenHealth #OdiaHealthTips ମହିଳାଙ୍କର ହ୍ୱାଇଟ୍‌ ଡିସ୍‌ଚାର୍ଜ ହେବା ଏକ ସାଧାରଣ କଥା। କିନ୍ତୁ, କୌଣସି କାରଣ ଯୋଗୁଁ ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ହେଲେ ଏହା ସମସ୍ୟା ହୋଇପାରେ। ତେବେ ଦୁର୍ଗନ୍ଧଯୁକ୍ତ ଧଳାସ୍ରାବରୁ କେମିତି ପାଇବେ ମୁକ୍ତି? ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲ୍‌କତା ଦାସଙ୍କଠାରୁ ଅଧିକ ଜାଣିବା। Leukorrhea (White Discharge) is a common problem in women in which white water comes from the vagina. However, there is no need to panic, but if this discharge smells, then the treatment should not be delayed. So how to prevent smelly white discharge? Find out more from Dr Alakta Das, a Gynaecologist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଅର୍ଶ – କେମିତି ଭଲ ହେବ? | Treatment of Piles in Odia (Haemorrhoids) | Dr Biswajit Mohapatra

#Piles #OdiaHealthTips #DoctorAdvice ଅର୍ଶ ହେଉଛି ମଳାଶୟ ଓ ମଳଦ୍ୱାରଜନିତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ବା ପରେ ମଳଦ୍ୱାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ଏହାକୁ ଅର୍ଶ କୁହାଯାଇଥାଏ। ତେବେ ଅର୍ଶ କାହିଁକି ହୋଇଥାଏ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍‌ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଅର୍ଶ କ’ଣ ଓ ଏହା କାହିଁକି ହୋଇଥାଏ? (0:00) ଅର୍ଶର ଲକ୍ଷଣ କ’ଣ? (2:38) ଅର୍ଶର ଚିକିତ୍ସା କେମିତି ହୁଏ? (4:09) ବିନା କୌଣସି ସର୍ଜରିରେ ଅର୍ଶ ଭଲ ହୋଇପାରିବ କି? (8:00) ଅର୍ଶ ସର୍ଜରି ପରେ ଖାଦ୍ୟପେୟ (8:48) ଅର୍ଶକୁ ରୋକିବେ କିପରି? (9:56) Haemorrhoids or Piles are a common problem. These swollen veins inside the rectum or outside the anus can cause pain, anal itching, and rectal bleeding. Let's findout the causes, symptoms, and prevention of Piles from Dr Biswajit Mohapatra, a Laparoscopic Surgeon. In this Video, What is Piles (Haemorrhoids) & causes of Piles (0:00) Symptoms of Piles (2:38) How is haemorrhoids treated? (4:09) Can haemorrhoids be cured without surgery? (8:00) Food and drink after piles surgery (8:48) Prevention of haemorrhoids (9:56) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଗର୍ଭାବସ୍ଥାରେ କ’ଣ ଖାଇବେ ନାହିଁ? | Food to Avoid During Pregnancy in Odia | Dr Sunita Sahoo

#PregnancyDiet #OdiaHealthTips #DoctorAdvice ଗର୍ଭାବସ୍ଥାରେ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଏହି ସମୟରେ କ’ଣ ଖାଇବେ ନାହିଁ, ଆସନ୍ତୁ ଡାଏଟିସିଆନ୍‌ ସୁନିତା ସାହୁଙ୍କଠାରୁ ଅଧିକ ଜାଣିବା। There are some foods you should not eat when you're pregnant because they might make you ill or harm your baby. Let's find out which food to avoid during pregnancy from Dr Sunita Sahoo, a Clinical Dietician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

କୋଭିଡ୍‌ ବୁଷ୍ଟର ଡୋଜ୍‌ କାହିଁକି ଜରୁରୀ? | Necessity of COVID Booster Dose in Odia | Dr Bhagyashree Singh

#COVIDBoosterDose #OdiaHealthTips କୋଭିଡ୍‌ ବୁଷ୍ଟର ଡୋଜ୍‌ ନେବା ଜରୁରୀ କି? ଏହା ଭାରତକୁ କେବେ ଆସିବ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ମସ୍କୁଲୋସ୍କେଲିଟାଲ ସ୍ପେଶାଲିଷ୍ଟ ଡାକ୍ତର ଭାଗ୍ୟଶ୍ରୀ ସିଂ, ଆସନ୍ତୁ ଜାଣିବା। Is it necessary to take a dose of COVID booster? When will it come to India? So let's find more from Dr Bhagyashree Singh, a Musculoskeletal Specialist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ରାଗକୁ କେମିତି କରିବେ କଣ୍ଟ୍ରୋଲ? | Tips for Anger Management in Odia | Dr Satyakam Mohapatra

#AngerManagement #OdiaHealthTips #DoctorAdvice ରାଗ ବା କ୍ରୋଧ ଯୋଗୁଁ ସାମାଜିକ ତଥା ପାରିବାରିକ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ରାଗ ଯୋଗୁଁ ପାରିବାରିକ ସମ୍ପର୍କ, ବୈବାହିକ ଜୀବନରେ ସମସ୍ୟା ତଥା ବୃତ୍ତିଗତ ଜୀବନରେ ନାନାଦି ସମସ୍ୟା ଉପୁଜିଥାଏ। ତେଣୁ ରାଗକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ରାଗକୁ କେମିତି କରିବେ ନିୟନ୍ତ୍ରଣ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ। Anger is a completely normal, usually healthy, human emotion. Anger has a detrimental effect on social and family life. Anger can lead to family problems, marital problems, and professional problems. So it is important to control anger. So let's find out how to control your anger from Dr Satyakam Mohapatra, a Neuropsychiatrist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଡେଙ୍ଗୁ ହେଲେ ପ୍ଲେଟଲେଟ୍ କାହିଁକି କମିଯାଏ? | How Does Dengue Affect Platelet Count? | Dr Maysa Soren

#Dengue #OdiaHealthTips #DoctorAdvice ଡେଙ୍ଗୁ ଜ୍ଵର ଏକ ଭୂତାଣୁ ଜନିତ ରୋଗ। ଏଡିସ୍ ମଶା କାମୁଡ଼ିବା ଦ୍ଵାରା ଡେଙ୍ଗୁ ଜ୍ଵର ହୋଇଥାଏ। ତେବେ ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍ କାହିଁକି କମିଯାଏ? ଏହାର ଚିକିତ୍ସାରେ ରୋଗୀଙ୍କୁ କେମିତି ଦିଆଯାଏ ପ୍ଲେଟଲେଟ୍? ଏବିଷୟରେ ସବିଶେଷ ତଥ୍ୟ ଦେଉଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ବ୍ଲଡ୍ ବ୍ୟାଙ୍କ୍ ଅଫିସର ଡାକ୍ତର ମାଏସା ସୋରେନ୍। ଏହି ଭିଡିଓରେ ରହିଛି, ଡେଙ୍ଗୁ ରୋଗୀର କାରଣ ଓ ଲକ୍ଷଣ (0:00) ଡେଙ୍ଗୁ ରୋଗୀଙ୍କୁ କେମିତି ଦିଆଯାଏ ପ୍ଲେଟଲେଟ୍? (1:51) କେତେ ଥର ଦିଆଯାଏ ପ୍ଲେଟଲେଟ୍? (5:08) Dengue is a viral disease that is caused by the bite of the Aedes mosquito. So why do platelets decrease in dengue fever? How are platelets given to patients in its treatment? Let's know more from Dr Maysa Soren, Blood Bank Officer, Rourkela Govt Hospital. In this Video, Causes and symptoms of dengue (0:00) How are platelets given to dengue patients? (1:51) How many plates are given? (5:08) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଜ୍ୱର ବେଳେ କେଉଁ ଭଳି ଖାଦ୍ୟ ଖାଇବେ? | Food to Eat When You Are Sick in Odia | Anmayee Nanda

#FoodandNutrition #OdiaHealthTips #DoctorAdvice ସାଧାରଣତଃ ଜ୍ୱର ହେଲେ କିଛି ଖାଇବା ପାଇଁ ଇଛା ହୁଏ ନାହିଁ। ପାଟିକୁ ଅରୁଚି ଲାଗେ। କେତେକ ଲୋକଙ୍କୁ ଜ୍ୱର ହୋଇଥିବା ସମୟରେ ବାନ୍ତି ଲାଗିବା, କୋଷ୍ଠକାଠିନ୍ୟ ସମସ୍ୟା, ପେଟ ଫାମ୍ପିଲା ଭଳି ଅନୁଭୂତ ହୋଇଥାଏ। ଏଭଳି ସମୟରେ କେଉଁ ଭଳି ଖାଦ୍ୟ ଖାଇଲେ ସହଜରେ ହଜମ ହୋଇପାରିବ ଓ ପାଟିକୁ ମଧ୍ୟ ଭଲ ଲାଗିବ। ଏନେଇ ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Fever usually does not make you want to eat anything. The mouth feels uneasy. Some people experience vomiting, constipation, and stomach cramps when they have a fever. What to eat at such a time can be easily digested and the mouth will also like it? Let's find out more from Dietician Anmayee Nanda. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ବେକ ବିନ୍ଧା ହେଲେ କ’ଣ କରିବେ? | Dr Bhagyashree Singh on Neck Pain in Odia | Causes and Treatment

#NeckPain #OdiaHealthTips #DoctorAdvice ବର୍ତ୍ତମାନ ବେକ ବିନ୍ଧା ଏକ ସାଧାରଣ ସମସ୍ୟା। ଘଣ୍ଟା ଘଣ୍ଟା ଭୁଲ ଶୈଳୀରେ ବସିବା ଯୋଗୁଁ ବା ଅଧିକ ସମୟ ମୋବାଇଲ ବ୍ୟବହାର ଯୋଗୁଁ ବେକ ବିନ୍ଧା ହୋଇଥାଏ, ଯାହାକୁ ସର୍ଭାଇକାଲ ପେନ୍‌ ମଧ୍ୟ କୁହାଯାଏ। ତେବେ ବେକ ବିନ୍ଧାର କାରଣ, ଜଟିଳତା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ମସ୍କୁଲୋସ୍କେଲିଟାଲ ସ୍ପେଶାଲିଷ୍ଟ ଡାକ୍ତର ଭାଗ୍ୟଶ୍ରୀ ସିଂ, ଆସନ୍ତୁ ଜାଣିବା। ଏହି ଭିଡିଓରେ ଭିଡିଓ, ବର୍ତ୍ତମାନ ବେକ ବିନ୍ଧାର କାରଣ କ’ଣ? (0:00) ବେକ ବିନ୍ଧା ସହ ଅନ୍ୟ ଲକ୍ଷଣ କ’ଣ ଦେଖାଦିଏ? (1:24) ବେକ ବିନ୍ଧାର ପରୀକ୍ଷା (2:18) ବେକ ବିନ୍ଧାର ଚିକିତ୍ସା (4:13) ବେକ ବିନ୍ଧାର ନିରାକରଣ (7:09) Neck pain is a common complaint. Sitting in a wrong posture for hours or using mobile phones for a long time, also causes cervical pain. So let's find out the symptoms, treatment, and precautions of Neck Pain from Dr Bhagyashree Singh, a Musculoskeletal Specialist. In this Video, What is the cause of neck pain nowadays? (0:00) What are the other symptoms of neck pain? (1:24) Test of neck pain (2:18) Treatment of neck pain (4:13) Prevention of neck pain (7:09) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ପିଲାର ମୋଟାପଣ କମାଇବା ପାଇଁ ଡାଏଟ୍‌ | Child’s Weight Loss Diet in Odia | Dr Pradeep Kumar Dey

#ChildhoodObesity #OdiaHealthTips #DoctorAdvice ପିଲାର ଉଚ୍ଚତା ଏବଂ ବୟସ ଅନୁଯାୟୀ ତାଙ୍କର ଓଜନ ଅଧିକ ଥିଲେ ତାକୁ ମୋଟାପଣ ବା ମେଦବହୁଳତା ବୋଲି କୁହାଯାଏ। ପିଲାର ଶରୀରରେ ଜମା ହୋଇଥିବା ଚର୍ବି ଯୋଗୁଁ ତା’ର ବିକାଶ ଠିକ୍‌ ଭାବରେ ହୋଇନଥାଏ। ଫଳରେ ଭବିଷ୍ୟତରେ ପିଲା ବିଭିନ୍ନ ଗୁରୁତର ରୋଗରେ ପୀଡ଼ିତ ହେବାର ଆଶଙ୍କା ବଢ଼ିଯାଏ। ତେବେ ପିଲାଙ୍କର ମୋଟାପଣ କମାଇବା ପାଇଁ ସେମାନଙ୍କର ଡାଏଟ୍‌ କେମିତି ହେବା ଆବଶ୍ୟକ। ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ’ କ’ଣ କହୁଛନ୍ତି, ଜାଣନ୍ତୁ। If a child is overweight according to height and age, he or she is called obesity child. As a result, the child's risk of developing a serious illness in the future increases. So what should be the diet for your child to lose weight? Let's find out from Dr Pradeep Kumar Dey, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ସୁସ୍ଥ ତ୍ୱଚା ଓ କେଶ ପାଇଁ କ’ଣ ଖାଇବେ? | Diet for Long and Healthy Hair | Dietician Anmayee Nanda

#FoodforHealthyHair #OdiaHealthTips #ExpertAdvice ସୁସ୍ଥ, ସୁନ୍ଦର, ଘନ, କଳା ଓ ଲମ୍ବା କେଶ କାହାକୁ ବା ନ ପସନ୍ଦ। ଏଥିପାଇଁ ଉଭୟ ମହିଳା ଓ ପୁରୁଷ ଘଣ୍ଟା ଘଣ୍ଟା ଧରି ପାର୍ଲରରେ ସମୟ ବିତାଇଥାଆନ୍ତି। ହେଲେ ସୁସ୍ଥ ତ୍ୱଚା ଓ କେଶ ପାଇଁ ଖାଦ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ତେବେ ଖାଦ୍ୟରେ କେଉଁ ଭଳି ଖାଦ୍ୟ ଖାଇବେ? ସିନିୟର ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Everyone wants healthy, beautiful, thick, black, and long hair. For this reason, both men and women spend hours in the parlor. However, the role of food is very crucial for healthy skin and hair. So what kind of food to eat? Let's find out more from Dietician Anmayee Nanda. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ପିଲାର ଉଚ୍ଚତା ବଢ଼ୁନି କି? | Causes of Short Stature in Children in Odia | Dr Sambit Das

#ShortStature #OdiaHealthTips #DoctorAdvice ବାଙ୍ଗରାପଣ ବା ଗେଡ଼ାପଣ ହେଉଛି ଏକ ଅବସ୍ଥା। ଯଦି ଜଣେ ଶିଶୁର ବୟସ ଅନୁପାତରେ ଉଚ୍ଚତା ଠିକ୍ ନଥାଏ ବା ବଢ଼ୁ ନଥାଏ, ତେବେ ଏହାକୁ ବାଙ୍ଗରାପଣ କହିଥାଉ। ତେବେ ଏହା ହେବାର କାରଣ କ’ଣ? ଏହାକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବା? ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଗେଡ଼ାପଣ ବା ଉଚ୍ଚତା ନ ବଢ଼ିବା (0:00) ଗେଡ଼ାପଣର କାରଣ (0:21) ବୟସ ଅନୁସାରେ ଉଚ୍ଚତା ବଢ଼ୁଛି କି ନାହିଁ ଜାଣିବେ କିପରି? (1:40) ଗେଡ଼ାପଣକୁ ଚିହ୍ନିବା ପାଇଁ ପରୀକ୍ଷା (2:58) ଏହାର ଚିକିତ୍ସା ସମ୍ଭବ କି? (3:53) ଗୋଟେ ବୟସ ପରେ ଉଚ୍ଚତା ବଢ଼ିନଥାଏ (6:00) Despite having the right diet and good health, many parents are worried about the height of their children. Is your child have the right height or is he short according to his age? Let's know from Dr Sambit Das, an Endocrinologist. In this Video, No height or height increase (0:00) Causes of Short Stature (0:21) How do you know if your height is increasing with age? (1:40) Test to identify Short Stature (2:58) Is it possible to treat it? (3:53) Height does not increase with a certain age (6:00) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ପିଲାଙ୍କୁ ଡାଇପର ପିନ୍ଧାଇବା ଯୋଗୁଁ ରାସେସ୍‌ ହେଲେ କ’ଣ କରିବେ? | Diaper Rash in Babies | Dr Kanhu Panda

#BabyDiaperRash #OdiaHealthTips #DoctorAdvice ଅଧିକ ସମୟ ଡାଇପର ପିନ୍ଧିବା ଦ୍ୱାରା ଶିଶୁଙ୍କ ମୂତ୍ରାଶୟ ଓ ପିଚାରେ ଛୋଟ ଛୋଟ ନାଲି ନାଲି ହୋଇ ଫଳିଯାଏ। ଏହାକୁ ଚର୍ମରୋଗ ବା ରାସେସ୍‌ ବୋଲି କୁହାଯାଏ। ଏହି ରାସେସ୍‌ରେ ପିଲାଙ୍କର ଝାଳ ବା ପରିସ୍ରା ବାଜିଲେ କୁଣ୍ଡାଇ ହୁଏ ବା ପୋଡ଼େ। ଫଳରେ ପିଲାମାନେ କାନ୍ଦିଥାଆନ୍ତି। ତେବେ ଛୋଟ ପିଲାଙ୍କର ଡାଇପର ପିନ୍ଧିବା ଯୋଗୁଁ ରାସେସ୍‌ ହେଲେ କ’ଣ କରିବେ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Diaper rash is a common form of inflamed skin that appears as a patchwork of bright red skin on your baby's bottom. These rashes are irritating or swollen the skin, and some are itchy, red, painful, and irritated. So what to do if you have rashes due to wearing diapers for a baby? Let's know more from Dr Kanhu Panda, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

କୋଭିଡ୍‌ରୁ ସୁସ୍ଥ ହେବା ପରେ ଫୁସ୍‌ଫୁସ୍‌ର ଯତ୍ନ | Dr Pragnyasri Priyadarshini on Pulmonary Rehabilitation

#PulmonaryRehabilitation #OdiaHealthTips #DoctorAdvice କୋଭିଡ୍‌ରୁ ସୁସ୍ଥ ହେବା ପରେ କେତେକଙ୍କଠାରେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଦେଉଛି। ଏଭଳି କ୍ଷେତ୍ରରେ ଫୁସ୍‌ଫୁସ୍‌ ପୁନର୍ବାସ ଚିକିତ୍ସା ଦିଆଯାଇଥାଏ। ତେବେ କୋଭିଡ୍‌ରୁ ସୁସ୍ଥ ହେବା ପରେ ଫୁସ୍‌ଫୁସ୍‌ର ଯତ୍ନ କିପରି ନେବେ। ଆସନ୍ତୁ ବିଶିଷ୍ଟ ଶ୍ୱାସରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଚିକିତ୍ସା (0:00) କେଉଁ ରୋଗୀଙ୍କୁ ଦରକାର ହୋଇଥାଏ? (1:50) କୋଭିଡ୍‌ରୁ ସୁସ୍ଥ ହେବା ପରେ ଜୀବନଶୈଳୀ (3:47) Some people have lung problems after recovering from COVID. In such cases, lung resuscitation is given. So how do you take care of your lungs after recovering from COVID? Let's find out more from Dr Prajnashree Priyadarshini, a Pulmonologist. In this Video, Treatment for people recovering from COVID (0:00) Which patients need it? (1:50) Lifestyle after recovering from COVID (3:47) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଛଅମାସ ପରେ ଶିଶୁଙ୍କୁ କ’ଣ ଖୁଆଇବେ? | Dr Kanhu Panda on Diet for Children in Odia

#ChildCare #OdiaHealthTips #DoctorAdvice ନବଜାତ ଶିଶୁର ପ୍ରଥମ ଆହାର ହେଉଛି ମା’କ୍ଷୀର। ଛଅମାସ ଯାଏଁ ଶିଶୁକୁ କେବଳ ମା’କ୍ଷୀର ଦେବା ଆବଶ୍ୟକ। ଛଅରୁ ୭ମାସ ମଧ୍ୟରେ ପିଲାର ଦାନ୍ତ ଉଠିବା ଆରମ୍ଭ ହୋଇଥାଏ। ଏହି ସମୟରେ ପିଲାଙ୍କୁ ପରିପକ୍ୱ ଖାଦ୍ୟ ଦେବା ଆବଶ୍ୟକ। ତେବେ ଛଅମାସ ପରେ ପିଲାକୁ କେଉଁଭଳି ଖାଦ୍ୟ ଦେବେ? ଏନେଇ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Breast milk is the first food of a newborn. For up to six months, the baby should only be breastfed. In six to seven months, the baby's teeth begin to grow. At this point, the child needs to be given healthy food. So how do you feed a baby after six months? Let's know more from Dr Kanhu Panda, a Paediatrician. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଡାଏବେଟିସ୍‌ ରୋଗୀଙ୍କ ଖାଦ୍ୟ ତାଲିକା | Healthy Diet Plan for Diabetes in Odia | Dr Anmayee Nanda

#WorldDiabetesDay #OdiaHealthTips #DoctorAdvice ବିଶ୍ୱ ମଧୁମେହ ଦିବସ (ୱାର୍ଲ୍ଡ ଡାଏବେଟିସ୍‌ ଡେ')। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ବିଭିନ୍ନ ଦୂରାରୋଗ୍ୟରୁ ରକ୍ଷା ମିଳିପାରିବ। ତେଣୁ ଡାଏବେଟିସ୍‌ ରୋଗୀ ନିଜ ଖାଦ୍ୟପେୟରେ ସଞ୍ଜମତା ଆଣିବା ଦରକାର। ତେବେ ଡାଏବେଟିସ୍‌ ରୋଗୀ କେଉଁ ଭଳି ଖାଦ୍ୟ ଖାଇବେ? ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ରାତିରେ କ’ଣ ଖାଇବା ଆବଶ୍ୟକ। ସେନେଇ ଡାଏଟିସିଆନ୍‌ ଅନ୍ମୟୀ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Every year, November 14 is celebrated as ‘World Diabetes Day’. The main goal of the day is to raise awareness about the disease. Diabetes is a global problem. It is almost impossible to recover from this disease. However, keeping it under control can help prevent many types of chronic illnesses. So diabetics need to bring balance to their diet. So what kind of food should diabetics eat? What to eat for breakfast, lunch, and dinner. Let’s find out from Anmayee Nanda, a Senior Dietician & Diabetic Educator. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଡାଏବେଟିସ୍‌ ନିୟନ୍ତ୍ରଣ ପାଇଁ ୩ଟି ଫମୂର୍ଲା | 3 Formulas to Control Diabetes in Odia | Dr Sambit Das

#WorldDiabetesDay #OdiaHealthTips #DoctorAdvice ବିଶ୍ୱ ମଧୁମେହ ଦିବସ (ୱାର୍ଲ୍ଡ ଡାଏବେଟିସ୍‌ ଡେ')। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ଵ ମଧୁମେହ ଦିବସ ଭାବେ ପାଳନ କରାଯାଏ। ଏହି ରୋଗ ବାବଦରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ନାନା ରୋଗର ମୂଳ କାରଣ ହେଉଛି ମଧୁମେହ। ତେଣୁ ମଧୁମେହକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ତେବେ ଡାଏବେଟିସ୍‌କୁ ନିୟନ୍ତ୍ରଣ କରିବା ପାଇଁ ୩ଟି ଫର୍ମୂଲା ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Every year, November 14 is celebrated as ‘World Diabetes Day'. The main goal of the day is to raise awareness about the disease. Diabetes is one of the most serious problems in the world. It is almost impossible to fully recover from diabetes. However, if we control it, we can avoid various chronic diseases such as heart attacks, high blood pressure. What are the 3 formulas for controlling diabetes? Let's know from Dr Sambit Das, an Endocrinologist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଅଷ୍ଟିଓପୋରୋସିସ୍‌ – ବୟସ ବଢ଼ିଲେ ହାଡ଼ ଦୁର୍ବଳତା | Causes of Osteoporosis in Odia | Dr Sambit Das

#Osteoporosis #OdiaHealthTips #DoctorAdvice ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହେବା ଯୋଗୁଁ ଏହା ଫମ୍ପା ହୋଇଯାଏ। ଫଳରେ ହାଡ଼ଗୁଡ଼ିକରେ ଆଉ ପୂର୍ବ ଭଳି ଶକ୍ତି ରହେ ନାହିଁ। ଛୋଟ ଆଘାତ ଲାଗିଲେ କିମ୍ବା ପଡ଼ିଗଲେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍‌ ସମସ୍ୟା ଅଧିକ ଦେଖାଦିଏ। କାହିଁକି ହୋଇଥାଏ ଅଷ୍ଟିଓପୋରୋସିସ୍? ଏହାର ଚିକିତ୍ସା କ’ଣ ରହିଛି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ୍‌ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଅଷ୍ଟିଓପୋରୋସିସ୍‌ କ’ଣ ଓ ଏହା କାହାକୁ ହୋଇପାରେ? (0:00) ଏହାର ଲକ୍ଷଣ କ’ଣ? (2:37) ଅଷ୍ଟିଓପୋରୋସିସ୍‌କୁ ଚିହ୍ନିବା ପାଇଁ ପରୀକ୍ଷା (3:26) ଅଷ୍ଟିଓପୋରୋସିସ୍‌ର ଚିକିତ୍ସା (4:55) ହାଡ଼କୁ ମଜଭୁତ କରିବେ କିପରି? (7:31) As we age, it becomes swollen due to small pores in the bones of our body. As a result, the bones no longer have the same strength as before. There is a risk of bone fractures if minor injuries or falls occur. Osteoporosis is more common in women than in men. So what are the causes of osteoporosis? What is the treatment? Let's know more from Dr Sambit Das, an Endocrinologist. In this Video, What is osteoporosis & Who is most affected by this? (0:00) Symptoms of Osteoporosis (2:37) Tests to diagnose Osteoporosis (3:26) Treatment of Osteoporosis (4:55) How to strong bones? (7:31) ଏହି ଭିଡିଓରେ ଦେଖନ୍ତୁ, osteoporosis kana? kahinki huye osteoporosis? osteoporosis hele kemiti janibe? doctor nka paramarsa osteoporosis kana rahichi chikista hada ku kemiti majbhut rakhibe hada strong kemiti heba? hada ku strong karantu osteoporosis ku kemiti chinhibe? Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ଶୀତଦିନେ ତ୍ୱଚାର ଯତ୍ନ କିପରି ନେବେ? | Winter Skin Care Tips for Dry Skin in Odia | Dr T Sundar Sahoo

#SkinCare #OdiaHealthTips #DoctorAdvice ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା ଶୁଖିଲା ପଡ଼ି ଧଳା ପଡ଼ିଯାଏ ବା ଶୀତଫୁଲା ଭଳି ସମସ୍ୟା ହୋଇଥାଏ। ଖାସ୍‌ କରି ଶୀତଦିନେ ନିଜ ତ୍ୱଚାର ଯତ୍ନ କିପରି ନେବେ, ଆସନ୍ତୁ ଜାଣିବା ଚର୍ମ ରୋଗ ବିଶେଷଜ୍ଞ ଟି ସୁନ୍ଦର ସାହୁଙ୍କଠାରୁ। The skin becomes dry and rough due to the cold in winter. As a result, various skin problems appear. Dry skin, This can leave your skin looking a lot less radiant than normal. Let's find out how to take care of your skin in the winter season from Dr T Sundar Sahoo, a Dermatologist. Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ତ୍ୱଚାରେ ଆଲର୍ଜି କାହିଁକି ହୋଇଥାଏ? | Dr T Sundar Sahoo on Skin Allergy in Odia | Symptoms & Treatment

#SkinAllergy #OdiaHealthTips #DoctorAdvice ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କେବେ ନା କେବେ ଆଲର୍ଜିର ଶିକାର ହୋଇଥିବେ, କୌଣସି ଖାଦ୍ୟ ଯୋଗୁଁ ହେଉଥାଉ ବା ଧୂଳି, ମେଡିସିନ୍‌ ତଥା ଏମିତି କୌଣସି ବସ୍ତୁ ଯୋଗୁଁ ତ୍ୱଚାରେ ଆଲର୍ଜି ହୋଇଥାଏ। ତେବେ ଏହାର କାରଣ, ଲକ୍ଷଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଟି ସୁନ୍ଦର ସାହୁ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଆଲର୍ଜି କାହିଁକି ହୋଇଥାଏ? (0:00) ତ୍ୱଚାରେ ଆଲର୍ଜି ହେଲେ କ’ଣ ଲକ୍ଷଣ ଦେଖାଦିଏ? (2:42) ଆଲର୍ଜିକୁ ଚିହ୍ନିବେ କିପରି? (4:17) ମନାଇଛା ମେଡିସିନ୍ ଖାଆନ୍ତୁ ନାହିଁ (8:45) ଆଲର୍ଜିର ଚିକିତ୍ସା (9:39) Everyone in their lives has been allergic to it, whether it be due to food or dust, medicine, or anything else. Skin rashes can have causes that aren't due to underlying diseases. How to treat it? Let's know more from Dr T Sundar Sahoo, a Dermatologist. In this Video, Causes of Allergy (0:00) Symptoms of Skin Allergy (2:42) How to identify allergies? (4:17) Don't eat medicine without consulting doctor (8:45) Treatment of Allergy (9:39) ଏହି ଭିଡିଓରେ ଦେଖନ୍ତୁ, charma kemiti rahiba sustha skin re allergy kahinki huye? skin kemiti rakhibe healthy? healthy skin payeen tips skin kemiti rahiba sustha? skin allergy kamiba kemiti? skin ra jatna kemiti nebe? skin glow kemiti kariba? Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!