ସୁସ୍ଥ ଲିଭର, ଫ୍ୟାଟି ଲିଭର ଓ ଲିଭର ସିରୋସିସ୍‌ ଉପରେ ଓଡ଼ିଶାର ବିଶିଷ୍ଟ ଡାକ୍ତରଙ୍କ ସହିତ ସ୍ୱତନ୍ତ୍ର ଅଧ୍ୟାୟ

0
ସ୍ୱାସ୍ଥ୍ୟ ପ୍ଲସ୍‌ ଫେସ୍‌ବୁକ୍‌ ପେଜ୍‌ରେ ସ୍ୱତନ୍ତ୍ର ଅଧ୍ୟାୟସନ୍ଧ୍ୟା ୬ଟାରେ ହେବ ଲାଇଭ୍‌ଓଡ଼ିଶାର ଜଣାଶୁଣା ଡାକ୍ତର ଦେବେ ପରାମର୍ଶଏହି ଅଧ୍ୟାୟରେ ଯୋଡ଼ି ହେବା ପାଇଁ ଏହି ଲିଙ୍କରେ କ୍ଲିକ୍‌ କରନ୍ତୁ: https://fb.me/e/QMZrbLa8 ଏପ୍ରିଲ, ୧୯ ହେଉଛି ବିଶ୍ଵ ଲିଭର ଦିବସ। ଲିଭର ରୋଗ ଓ ଏହାର ନିରାକରଣ ବିଷୟରେ ଲୋକଙ୍କୁ...

ସୁସ୍ଥ ଲିଭର, ସୁସ୍ଥ ଜୀବନ

0
https://www.youtube.com/watch?v=oBIoPgwkCio ଏପ୍ରିଲ ୧୯- ବିଶ୍ୱ ଲିଭର ଦିବସ। ଲିଭର ବା ଯକୃତରେ ହେଉଥିବା ବିଭିନ୍ନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଲିଭର ବା ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଲିଭରରେ ବିଭିନ୍ନ ପ୍ରକ୍ରିୟାରେ (ମେଟାବଲିଜମ୍, ପ୍ୟୁରିଫିକେସନ, ଡିଟକ୍ସିଫିକେସନ)...