Diabetes

କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ?

https://youtu.be/3bYXDGZEr0I ଆସନ୍ତୁ ଜାଣିବା କୋଭିଡ୍‌ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ। କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।...

କୋଭିଡ୍‌ ସମୟରେ ମଧୁମେହ ରୋଗୀ କ’ଣ ଖାଇବେ?

କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଆସ୍ଥମା...

କରୋନା ବେଳେ ମଧୁମେହ ରୋଗୀ କିଭଳି ରହିବେ ସତର୍କ?

କରୋନା ମହାମାରୀର ବଢ଼ୁଥିବା ପ୍ରଭାବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି। ମଧୁମେହ ବା ଡାଏବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଯତ୍ନ ନେବା ଦରକାର...

କରୋନା ବେଳେ ଡାଏବେଟିସ୍‌ ରୋଗୀ କିଭଳି ରହିବେ ସତର୍କ?

ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ବର୍ତ୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ହୁ ହୁ ହୋଇ ବଢ଼ିଚାଲିଛି। ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ...

କେଉଁ ଲୋକଙ୍କୁ ପ୍ରିଡାଇବେଟିସ୍ ହେବାର ଆଶଙ୍କା ଅଧିକ?

ଡାଇବେଟିସ୍‌ ବିଷୟରେ ଆମେ ସମସ୍ତେ ଜାଣିଥିବା, ହେଲେ ପ୍ରିଡାଇବେଟିସ୍‌ ବିଷୟରେ ଅଳ୍ପ କେହି ଜାଣିଥିବେ। ତେବେ ପ୍ରିଡାଇବେଟିସ୍‌ କ’ଣ? ଆସନ୍ତୁ ଜାଣିବା ଏ ସମ୍ପର୍କରେ। ଆଜିକାଲି ଅଧିକାଂଶ ଯୁବଗୋଷ୍ଠୀ ବା ପ୍ରାକ୍ ମଧୁମେହ ଦ୍ୱାରା...

ଡାଏବେଟିସ୍ ରୋଗୀ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ?

https://www.youtube.com/embed/C-5gPAWuaVw ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ...

ମଧୁମେହ ରୋଗୀଙ୍କ ତ୍ୱଚାର ଯତ୍ନ

ଯେକୌଣସି ପ୍ରକାର ମଧୁମେହ ହେଲେ ରୋଗୀର ତ୍ୱଚାକୁ ଏହା ପ୍ରଭାବିତ କରିଥାଏ। ତେଣୁ ମଧୁମେହ ରୋଗୀମାନେ ସ୍ୱତନ୍ତ୍ର ଭାବେ ତ୍ୱଚାର ଯତ୍ନ ନେବା ଜରୁରୀ। ମଧୁମେହ ଦ୍ୱାରା ପ୍ରଭାବିତ ହେଲେ କିଛି ରୋଗୀଙ୍କର ତ୍ୱଚା...

ଡାଏବେଟିସ୍‌ର ୮ଟି ଲକ୍ଷଣ, ଜାଣନ୍ତୁ କେମିତି ରହିବେ ସତର୍କ?

ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଏବେଟିସ୍‌ ହୋଇଛି ନା ନାହିଁ। (EARLY SIGNS AND SYMPTOMS OF DIABETES IN ODIA) ଡାଏବେଟିସ୍ ବା ମଧୁମେହ ରୋଗ ବର୍ତ୍ତମାନ ସାଇଲେଣ୍ଟ କିଲର୍ ପାଲଟିଛି। ତେବେ ରାତାରାତି...

ମଧୁମେହ ରୋଗୀ ରୋଷେଇ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ବହୁତ ଲୋକ ଔଷଧ, ଇନ୍‌ସୁଲିନ୍‌ ନେଉଛନ୍ତି, ହେଲେ ନିଜର ଖାଦ୍ୟଶୈଳୀ ଉପରେ ଧ୍ୟାନ ଦେଉନାହାନ୍ତି। କିନ୍ତୁ, ଡାଏଟ୍ ଉପରେ ଧ୍ୟାନ ଦେଲେ ଅଧିକ ସୁଫଳ ମିଳିଥାଏ। -ରୋଷେଇରେ ଘିଅ...

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା

https://www.youtube.com/embed/rhrnfKvbPro ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଆସନ୍ତୁ ଜାଣିବା ୪ଟି ଟିପ୍ସ। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ। ରକ୍ତରେ ଶର୍କରା ପରିମାଣ ଆବଶ୍ୟକତାଠାରୁ ଅଧିକା ହେଲେ, ତାକୁ ଡାଏବେଟିସ୍‌ ବା ମଧୁମେହ ବୋଲି କହିଥାଉ। ଆମ ଶରୀରରେ ଅଗ୍ନାଶୟ ଗ୍ରନ୍ଥି ରହିଛି। ସେହି ଗ୍ରନ୍ଥିରେ ବିଟା-ଜୀବକୋଷ ରହିଛି ଏଥିରୁ ଇନ୍‌ସୁଲିନ୍‌ ନାମକ ହରମୋନ୍‌ ବା ଜୀବରସ ଝରିଥାଏ। କୌଣସି କାରଣରୁ ଇନ୍‌ସୁଲିନ୍‌ କମ୍‌ କ୍ଷରଣ ହେଲେ ବା କୌଣସି କାରଣରୁ ଇନ୍‌ସୁଲିନ୍‌ ଠିକ୍‌ ଭାବରେ କାମ କରୁନଥିଲେ,ତେବେ ଡାଏବେଟିସ୍‌ ବା ମଧୁମେହ ରୋଗ ହୋଇଥାଏ। କେବଳ ଚିନି ଖାଇବା ଦ୍ୱାରା ଡାଏବେଟିସ୍‌ ହୋଇନଥାଏ ସାଧାରଣ ଲୋକଙ୍କ ମନରେ ଭ୍ରମ ଥାଏ ଯେ ଚିନି ବା ମିଠା ଖାଇଲେ ଡାଏବେଟିସ୍‌ ହୋଇଥାଏ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଯଦି...

ଡାଏବେଟିସ୍‌ ହେଲେ ତ୍ଵଚା ଉପରେ କ’ଣ ପ୍ରଭାବ ପଡ଼େ?

ମଧୁମେହ ହେଲେ ସମଗ୍ର ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାର ପ୍ରଭାବ ରୋଗୀଙ୍କ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ତେଣୁ ମଧୁମେହ ରୋଗୀମାନେ ସ୍ୱତନ୍ତ୍ର ଭାବେ ତ୍ୱଚାର ଯତ୍ନ ନେବା ଜରୁରୀ। ମଧୁମେହ...

ସକାଳ ଜଳଖିଆରେ କ’ଣ ଖାଇବେ ଡାଏବେଟିସ୍‌ ରୋଗୀ?

ଡାଏବେଟିସ୍‌ ରୋଗୀଙ୍କ ଜଳଖିଆ କେଉଁ ଭଳି ହେବା ଦରକାର ଓ କେଉଁ ସମୟରେ ଖାଇବା ଦରକାର। ରାତିରେ ୮ରୁ ୧୦ ଘଣ୍ଟାର ନିଦ ପରେ ଆମ ଶରୀରରେ ଶର୍କରା ପରିମାଣ କମିଯାଇଥାଏ। ତେଣୁ ସକାଳେ...

ଡାଏବେଟିସ୍ ରୋଗୀଙ୍କ ପାଇଁ ଟିପ୍ସ: କୋଭିଡ୍‌-୧୯ରୁ କିପରି ରହିବେ ସୁରକ୍ଷିତ?

https://www.youtube.com/embed/SigZhzf0fLg ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ କରୋନା ବେଳେ ଡାଏବେଟିସ ରୋଗୀଙ୍କ ଯତ୍ନ ବିଷୟରେ ଜାଣିବା। କରୋନା ଭୂତାଣୁ ବା କୋଭିଡ୍-୧୯ ଡାଏବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ। ଡାଏବେଟିସ୍ ରୋଗୀ କରୋନା...

ଇନ୍‌ସୁଲିନ୍‌ ନେବା କେତେ ଜରୁରୀ?

ସବୁ ଡାଏବେଟିସ୍ ରୋଗୀ ଇନସୁଲିନ୍ ନେବା ଜରୁରୀ କି? ଇନସୁଲିନ୍ ହରମୋନ କିଭଳି କାମ କରେ? ଏନେଇ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଅଧିକ ଜାଣିବା। ଇନ୍‌ସୁଲିନ୍ ହେଉଛି ଆମ ଶରୀରର...