morning breakfast

ସକାଳ ଜଳଖିଆରେ କ’ଣ ଖାଇବେ ଡାଏବେଟିସ୍‌ ରୋଗୀ?

0
ଡାଏବେଟିସ୍‌ ରୋଗୀଙ୍କ ଜଳଖିଆ କେଉଁ ଭଳି ହେବା ଦରକାର ଓ କେଉଁ ସମୟରେ ଖାଇବା ଦରକାର। ରାତିରେ ୮ରୁ ୧୦ ଘଣ୍ଟାର ନିଦ ପରେ ଆମ ଶରୀରରେ ଶର୍କରା ପରିମାଣ କମିଯାଇଥାଏ। ତେଣୁ ସକାଳେ ଉଠିବାର ଘଣ୍ଟେ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ସକାଳ ଭୋଜନ କରିବା ଆବଶ୍ୟକ।...

ଡାଏବେଟିସ୍‌ ହେଲେ ତ୍ଵଚା ଉପରେ କ’ଣ ପ୍ରଭାବ ପଡ଼େ?

0
ମଧୁମେହ ହେଲେ ସମଗ୍ର ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାର ପ୍ରଭାବ ରୋଗୀଙ୍କ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ। ତେଣୁ ମଧୁମେହ ରୋଗୀମାନେ ସ୍ୱତନ୍ତ୍ର ଭାବେ ତ୍ୱଚାର ଯତ୍ନ ନେବା ଜରୁରୀ। ମଧୁମେହ ଦ୍ୱାରା ପ୍ରଭାବିତ ହେଲେ କିଛି ରୋଗୀଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହାର କାରଣ...

ଡାଏବେଟିସ୍ ନିୟନ୍ତ୍ରଣ ପାଇଁ ୪ ଫର୍ମୁଲା

0
https://www.youtube.com/embed/rhrnfKvbPro ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଆସନ୍ତୁ ଜାଣିବା ୪ଟି ଟିପ୍ସ। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ। ରକ୍ତରେ ଶର୍କରା ପରିମାଣ ଆବଶ୍ୟକତାଠାରୁ ଅଧିକା ହେଲେ, ତାକୁ ଡାଏବେଟିସ୍‌ ବା ମଧୁମେହ ବୋଲି କହିଥାଉ। ଆମ ଶରୀରରେ ଅଗ୍ନାଶୟ ଗ୍ରନ୍ଥି ରହିଛି। ସେହି ଗ୍ରନ୍ଥିରେ ବିଟା-ଜୀବକୋଷ ରହିଛି ଏଥିରୁ ଇନ୍‌ସୁଲିନ୍‌ ନାମକ ହରମୋନ୍‌ ବା ଜୀବରସ ଝରିଥାଏ। କୌଣସି କାରଣରୁ ଇନ୍‌ସୁଲିନ୍‌ କମ୍‌ କ୍ଷରଣ ହେଲେ ବା କୌଣସି କାରଣରୁ ଇନ୍‌ସୁଲିନ୍‌ ଠିକ୍‌ ଭାବରେ କାମ କରୁନଥିଲେ,ତେବେ ଡାଏବେଟିସ୍‌ ବା ମଧୁମେହ ରୋଗ ହୋଇଥାଏ। କେବଳ ଚିନି ଖାଇବା ଦ୍ୱାରା ଡାଏବେଟିସ୍‌ ହୋଇନଥାଏ ସାଧାରଣ ଲୋକଙ୍କ ମନରେ ଭ୍ରମ ଥାଏ ଯେ ଚିନି ବା ମିଠା ଖାଇଲେ ଡାଏବେଟିସ୍‌ ହୋଇଥାଏ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଯଦି ବେଶୀ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ଏହା ଶରୀରରେ ସ୍ନେହସାର ରୂପେ ଜମା...
vegetable cooking

ମଧୁମେହ ରୋଗୀ ରୋଷେଇ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

0
ମଧୁମେହକୁ ନିୟନ୍ତ୍ରିତ କରିବା ଲାଗି ବହୁତ ଲୋକ ଔଷଧ, ଇନ୍‌ସୁଲିନ୍‌ ନେଉଛନ୍ତି, ହେଲେ ନିଜର ଖାଦ୍ୟଶୈଳୀ ଉପରେ ଧ୍ୟାନ ଦେଉନାହାନ୍ତି। କିନ୍ତୁ, ଡାଏଟ୍ ଉପରେ ଧ୍ୟାନ ଦେଲେ ଅଧିକ ସୁଫଳ ମିଳିଥାଏ। -ରୋଷେଇରେ ଘିଅ ଏବଂ ତେଲକୁ ଅଧିକ ବ୍ୟବହାର କରନ୍ତୁ ନାହିଁ। ଡାଏଟିସିଆନ୍‌ମାନଙ୍କ ଅନୁସାରେ ସାରା ଦିନରେ...
diabetes health care

ଡାଏବେଟିସ୍‌ର ୮ଟି ଲକ୍ଷଣ, ଜାଣନ୍ତୁ କେମିତି ରହିବେ ସତର୍କ?

0
ଲକ୍ଷଣରୁ ଜାଣନ୍ତୁ ଆପଣଙ୍କୁ ଡାଏବେଟିସ୍‌ ହୋଇଛି ନା ନାହିଁ। (EARLY SIGNS AND SYMPTOMS OF DIABETES IN ODIA) ଡାଏବେଟିସ୍ ବା ମଧୁମେହ ରୋଗ ବର୍ତ୍ତମାନ ସାଇଲେଣ୍ଟ କିଲର୍ ପାଲଟିଛି। ତେବେ ରାତାରାତି ଏହି ରୋଗ ଗୁରୁତର ପର୍ଯାୟରେ ପହଞ୍ଚିନଥାଏ। ଠିକ୍ ସମୟରେ ଏହାକୁ ଚିହ୍ନଟ କରିପାରି...
skin care for diabetic

ମଧୁମେହ ରୋଗୀଙ୍କ ତ୍ୱଚାର ଯତ୍ନ

0
ଯେକୌଣସି ପ୍ରକାର ମଧୁମେହ ହେଲେ ରୋଗୀର ତ୍ୱଚାକୁ ଏହା ପ୍ରଭାବିତ କରିଥାଏ। ତେଣୁ ମଧୁମେହ ରୋଗୀମାନେ ସ୍ୱତନ୍ତ୍ର ଭାବେ ତ୍ୱଚାର ଯତ୍ନ ନେବା ଜରୁରୀ। ମଧୁମେହ ଦ୍ୱାରା ପ୍ରଭାବିତ ହେଲେ କିଛି ରୋଗୀଙ୍କର ତ୍ୱଚା ଶୁଷ୍କ ହୋଇଯାଇଥାଏ। ଏହାର କାରଣ ହେଲା ଶର୍କରାର ପରିମାଣ ବଢ଼ିବା ଯୋଗୁ ଶରୀରର...

ଡାଏବେଟିସ୍ ରୋଗୀ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ?

0
https://www.youtube.com/embed/C-5gPAWuaVw ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ...
prediabetes

କେଉଁ ଲୋକଙ୍କୁ ପ୍ରିଡାଇବେଟିସ୍ ହେବାର ଆଶଙ୍କା ଅଧିକ?

0
ଡାଇବେଟିସ୍‌ ବିଷୟରେ ଆମେ ସମସ୍ତେ ଜାଣିଥିବା, ହେଲେ ପ୍ରିଡାଇବେଟିସ୍‌ ବିଷୟରେ ଅଳ୍ପ କେହି ଜାଣିଥିବେ। ତେବେ ପ୍ରିଡାଇବେଟିସ୍‌ କ’ଣ? ଆସନ୍ତୁ ଜାଣିବା ଏ ସମ୍ପର୍କରେ। ଆଜିକାଲି ଅଧିକାଂଶ ଯୁବଗୋଷ୍ଠୀ ବା ପ୍ରାକ୍ ମଧୁମେହ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହା ହେଉଛି ଏକ ଏଭଳି ସ୍ଥିତି ଯେତେବେଳେ ଶରୀରରେ ଶର୍କରାର...

କରୋନା ବେଳେ ଡାଏବେଟିସ୍‌ ରୋଗୀ କିଭଳି ରହିବେ ସତର୍କ?

0
ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ବର୍ତ୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ହୁ ହୁ ହୋଇ ବଢ଼ିଚାଲିଛି। ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ କରୋନା ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ଯେଉଁ...

କରୋନା ବେଳେ ମଧୁମେହ ରୋଗୀ କିଭଳି ରହିବେ ସତର୍କ?

0
କରୋନା ମହାମାରୀର ବଢ଼ୁଥିବା ପ୍ରଭାବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି। ମଧୁମେହ ବା ଡାଏବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଯତ୍ନ ନେବା ଦରକାର ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। କରୋନା ସମୟରେ ଡାଏବେଟିସ୍‌ ରୋଗୀ କିପରି ନେବେ...