COVID-19

ରାଜ୍ୟରେ ଦିନକରେ ୯ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ...

ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?

https://youtu.be/_QFwcmlHx6s କେମିତି ବଢ଼ାଇବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?କ’ଣ ଖାଇବେ ନାହିଁ?କୋଭିଡ୍...

ଜାଣନ୍ତୁ, କୋଭିଡ୍‌ର ନୂଆ ଲକ୍ଷଣ କ’ଣ? କେତେବେଳେ କରିବେ ଟେଷ୍ଟ

https://youtu.be/mV0oA43naYs ସାରା ବିଶ୍ୱରେ କରୋନା ଭୂତାଣୁର ମ୍ୟୁଟେସନ୍‌କୁ ନେଇ ଚିନ୍ତା ଦେଖାଦେଇଛି। କରୋନାର ନୂଆ ଲକ୍ଷଣ କ’ଣ? କେତେବେଳେ ପରୀକ୍ଷା କରିବେ? ଏଭଳି ଅନେକ କିଛି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ତେବେ...

କୋଭିଡ୍‌ ସମୟରେ ମଧୁମେହ ରୋଗୀ କ’ଣ ଖାଇବେ?

କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଥିବା ବେଳେ ଅନ୍ୟ ସବୁ ସମସ୍ୟା ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଆସ୍ଥମା...

ଜାଣନ୍ତୁ, କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଘରକୁ ଆସିବା ପରେ କ’ଣ ଖାଇବେ, ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡାଏଟ୍‌ ପ୍ଲାନ ଜାରି ହୋଇଛି। ଏହି ତାଲିକା କରୋନାରୁ ଆରୋଗ୍ୟ ବ୍ୟକ୍ତିଙ୍କ ରୋଗ...

କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?

https://youtu.be/RDc9THX6dhU କ’ଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ରୋଗ ପ୍ରତିରୋଧକ ଶକ୍ତି କ’ଣ?ରୋଗ ପ୍ରତିରୋଧକ ଶକ୍ତିର ପ୍ରକାରକେମିତି ବଢ଼ିବ...

କୋଭିଡ୍‌ ମୁକାବିଲାରେ ପ୍ଲାଜ୍‌ମା ଥେରାପି

https://youtu.be/Fs7OaFNkFRk କୋଭିଡ୍‌ ଚିକିତ୍ସାରେ ଆଶାର କିରଣ ଦେଖାଇଛି ପ୍ଲାଜ୍‌ମା ଥେରାପି। କୋଭିଡ୍‌ ଚିକିତ୍ସାରେ ପ୍ଲାଜ୍‌ମା ଥେରାପି କିପରି ସାହାଯ୍ୟ କରୁଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି...

ଶରୀରରୁ ଅମ୍ଲଜାନ କମିଲେ କେମିତି ଜାଣିବେ?

କୋଭିଡ୍‌ ଆକ୍ରାନ୍ତଙ୍କର ଅମ୍ଳଜାନ ସ୍ତର କମିଗଲେ କେମିତି ଜାଣିବେ? ଜାଣନ୍ତୁ ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହାରି ମଧ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଶରୀରରେ...

ଟିକା ନେବା ପରେ ବି ମାସ୍କ ପିନ୍ଧନ୍ତୁ – ଡାକ୍ତର ଜୟନ୍ତ ପଣ୍ଡା

https://youtu.be/TCqkUWsD2rA କୋଭିଡ୍‌ ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତଧାରଣା ରହିଛି। କିଏ ଟିକା ନେବେ ବା କିଏ ନେବେନି, ଗୋଟେ ଡୋଜ୍‌ ଟିକା ନେବାର କେତେ ଦିନ ପରେ ଆଉ ଗୋଟେ ଡୋଜ୍‌...

ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ – ଡାକ୍ତର ଜୟନ୍ତ ପଣ୍ଡା

https://youtu.be/3_Wv_sF7GT8 କୋଭିଡ୍‌କୁ ନେଇ ଭୟଭୀତ ଅଛନ୍ତି ରାଜ୍ୟବାସୀ। ସେଥିପାଇଁ ଏବେ ସାମାନ୍ୟ ଥଣ୍ଡା, ଜ୍ୱର ଆଦି ହେଲେ ଲୋକ ପୁଳା ପୁଳା ମେଡିସିନ୍‌ ଖାଉଛନ୍ତି। ଏମିତିକି ଡାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ କିଛି ଲୋକ...

କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

https://youtu.be/n3uiPiLwtns କେମିତି କରିବେ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌? ଆସନ୍ତୁ ଜାଣିବା ଫିଜିଓଥେରାପିଷ୍ଟ ଡାକ୍ତର ସୁନୀଲ ସାହୁଙ୍କଠାରୁ। ସାଧାରଣତଃ କୋଭିଡ୍‌ ଭୂତାଣୁ ଫୁସ୍‌ଫୁସ୍‌କୁ ଅଧିକ ପ୍ରଭାବିତ କରିଥାଏ। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା, ଧଇଁସଇଁ ଲାଗିବା ଭଳି...

ଭାରତରେ ତୃତୀୟ ଲହର କରୋନା ସଂକ୍ରମଣ ଆଶଙ୍କା

ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ହଲଚଲ ସୃଷ୍ଟି କରିଛି। ଦ୍ୱିତୀୟ ଲହରର ଭୟାବହତାରେ ସାରାଦେଶ ଆତଙ୍କିତ ହୋଇଥିଲା ବେଳେ ଏବେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି। ଏହି ଆଶଙ୍କା କରିଛନ୍ତି...

ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଦିଆଯିବ ପ୍ରାଥମିକତା

“ରାଜ୍ୟରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ଘରୋଇ ହସ୍ପିଟାଲରେ ପଇସା ଦେଇ ନେଇଥିଲେ, ସେମାନେ ବିନା ଦେୟରେ ଦ୍ୱିତୀୟ ଡୋଜ୍ ଟିକା...

ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କରୋନା ଟିକା ମନା

କୋଭିଡ୍‌ ମୁକାବିଲା ପାଇଁ ସାରାଦେଶରେ ଏବେ ଟିକାକରଣ ଚାଲିଛି। ଏଯାବତ୍‌ ବିଭନ୍ନ ବର୍ଗର ଲୋକ ଟିକା ନେଇ ସାରିଲେଣି। ଏ ସମୟରେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ, ଜଣେ ସ୍ତନ୍ୟପାନ...

ସଙ୍ଗରୋଧ ସମୟରେ ଶରୀରରୁ ଅକ୍ସିଜେନ୍‌ ସ୍ତର କମିଗଲେ କ’ଣ କରିବେ?

ଅଧିକ ପଢ଼ନ୍ତୁ: ଅମ୍ଳଜାନ ସ୍ତର ମାପିବ ପଲ୍ସ ଅକ୍ସିମିଟର – ଜାଣନ୍ତୁ କେମିତି ବ୍ୟବହାର କରିବେ? ରାଜ୍ୟରେ ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏବେ ସତର୍କ ଓ...

ଶିଶୁ କୋଭିଡ୍ ପଜିଟିଭ୍ ହେଲେ କ’ଣ କରିବେ?

https://youtu.be/9fQGf7aY8tc ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହରୀରେ ପ୍ରଭାବିତ। ପୂର୍ବ ଅପେକ୍ଷା ଏଥର ଭୂତାଣୁ ଅଧିକ ସଂକ୍ରାମକ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖିବା? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର...

ଭ୍ୟାକ୍ସିନ୍ ନେବା ପୂର୍ବରୁ ଓ ପରେ କ’ଣ କରିବେ? ଜାଣନ୍ତୁ, ୟୁନିସେଫର ଟିପ୍ସ୍

କରୋନା ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା। ଟିକା କେତେ ସୁରକ୍ଷିତ? କିଏ ନେବେ କି ନାହିଁ?...

କରୋନା ଦ୍ୱିତୀୟ ଲହରରେ ମାନସିକ ଅବସ୍ଥା

ଡାକ୍ତର ସତ୍ୟକାମ ମହାପାତ୍ର ଆମ ସମସ୍ତଙ୍କ ପାଇଁ ପୁଣି ଥରେ ଏକ କଠିନ ଲଢ଼େଇର ସମୟ ଆସିଛି। ଏହି ଲଢ଼େଇ ଆମେ ଗତ ଏକ ବର୍ଷ ହେଲା ଲଢ଼ି ଆସୁଥିଲୁ। ନିଜର ପୂର୍ବ ଅଭିଜ୍ଞତାକୁ...

“କୋଭିଡ୍‌ ସାମାନ୍ୟ ଲକ୍ଷଣ ଥିଲେ କରନ୍ତୁ ନାହିଁ ସିଟି ସ୍କାନ’’

ଆର୍‌ଟି-ପିସିଆର ରିପୋର୍ଟ ନେଗେଟିଭ୍‌ ଥାଇ ବି ଜଣେ ବ୍ୟକ୍ତି କରୋନା ପଜିଟିଭ୍‌। ବିଭିନ୍ନ ସ୍ଥାନରୁ ଏଭଳି ମାମଲା ଆସିବା ପରେ ଏବେ କରୋନା ପରୀକ୍ଷା ପାଇଁ ସିଟି ସ୍କାନ କରାଯାଉଛି। କିନ୍ତୁ ସିଟି...

ରାଜ୍ୟରେ ଦିନକୁ ସଂକ୍ରମଣ ୮ହଜାରରୁ ଅଧିକ

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ...

କରୋନା ସଂକ୍ରମିତଙ୍କର କେଉଁ ପରୀକ୍ଷା କରାଯାଏ?

କରୋନାରେ ସଂକ୍ରମିତ ହୋଇଥିବା ପ୍ରାୟ ୮୦ ପ୍ରତିଶତ ରୋଗୀଙ୍କଠାରେ ସ୍ବଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ। କେତେକ କ୍ଷେତ୍ରରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। ଜଣେ କରୋନା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି, ଜାଣିବା ପାଇଁ...

ପ୍ଲାଜମା ଥେରାପି କ’ଣ ? କିଏ ଦେଇପାରିବେ ପ୍ଲାଜ୍‌ମା

https://youtu.be/SAvdCZF2bGw ପ୍ଲାଜମା ଥେରାପି କ’ଣ ? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜ୍‌ମା ଥେରାପିର ଷ୍ଟେଟ୍‌ ନୋଡାଲ ଅଫିସର ଡାକ୍ତର ସ୍ମିତା ମହାପାତ୍ର। ସାରାଦେଶରେ ଏବେ କରୋନା ସଂକ୍ରମଣ ବଢ଼ି ବଢ଼ି...

ଟିକା ନେବା ପରେ ବି ସଂକ୍ରମଣର ଆଶଙ୍କା ରହିଛି କି?

କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତଧାରଣା ରହିଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ କରୋନା ଟିକାକୁ ନେଇ ଗୁଜବ ସୃଷ୍ଟି ହେଉଛି। ଟିକା ନେବା ପରେ ବି କରୋନାରେ ସଂକ୍ରମିତ ହେଉଥିବା...

ବୟସ୍କ ବ୍ୟକ୍ତି କରୋନା ସଂକ୍ରମିତ ହେଲେ କିଭଳି ନେବେ ଯତ୍ନ?

ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁଅକ୍ସିମିଟରରେ ଅକ୍ସିଜେନ୍ ସ୍ତର ମାପନ୍ତୁଦିନକୁ ୨ରୁ ୩ ଥର ଶରୀରର ତାପମାତ୍ରା ମାପନ୍ତୁଜଳୀୟଅଂଶ ନ କମିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ବୟସ୍କ ବ୍ୟକ୍ତିଙ୍କଠାରେ ଜ୍ବର, କାଶ, ଥଣ୍ଡା,...