COVID-19

ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍?

https://youtu.be/FbgDY3ihh-I ଫୁସ୍‌ଫୁସ୍‌କୁ କାହିଁକି ସଂକ୍ରମଣ କରୁଛି କୋଭିଡ୍‌-୧୯? ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କେତେ ଉପଯୋଗୀ? ଏନେଇ ବିଶିଷ୍ଟ ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବୀରକିଶୋର ପଟେଲ କ’ଣ...

କାହାକୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ?

https://youtu.be/TaSdCXok57M ବ୍ଲାକ୍ ଫଙ୍ଗସ୍‌ କ’ଣ, ଓଡ଼ିଶାରେ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସ ରୋଗୀମାନଙ୍କ ଲକ୍ଷଣ କ’ଣ ରହିଛି, କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ କହିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର...

ପତଳା ଝାଡ଼ା, ପେଟ ଯନ୍ତ୍ରଣା ବି ହୋଇପାରେ କୋଭିଡ୍‌ର ଲକ୍ଷଣ

https://youtu.be/iCrQzslzsWo କୋଭିଡ୍‌ର ନୂଆ ଲକ୍ଷଣ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗିରିଶ କୁମାର ପତି କ’ଣ କହୁଛନ୍ତି, ଜାଣନ୍ତୁ। କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ...

ହ୍ୱାଇଟ୍ ଫଙ୍ଗସ୍ କ’ଣ? କେଉଁମାନେ ରହିବେ ସତର୍କ, ଜାଣନ୍ତୁ

ବ୍ଲାକ୍‌ ଫଙ୍ଗସ୍‌ ପରେ ହ୍ୱାଇଟ୍ ଫଙ୍ଗସ୍, ଜାଣନ୍ତୁ ଏଥିରୁ କିପରି ରହିବେ ସତର୍କ। ସମଗ୍ର ଦେଶରେ କରୋନା ସଙ୍କଟ ମଧ୍ୟରେ ଦେଖା ଦେଇଛି ବ୍ଲାକ୍ ଫଙ୍ଗସ୍। ଏହାକୁ ନେଇ ଲୋକ ଭୟଭୀତ ଥିବାବେଳେ, ଏବେ...

ଏଣିକି ଘରେ କରିପାରିବେ କୋଭିଡ୍‌ ଟେଷ୍ଟ

‘କୋଭିସେଲ୍‌ଫ କିଟ୍‌’ ସାହାଯ୍ୟରେ ଲୋକେମାନେ ଘରେ ବସି ନିଜର କୋଭିଡ୍‌ ପରୀକ୍ଷା ପାଇଁ ନମୁନା ନେଇପାରିବେ ଏବଂ ନମୁନାକୁ କିଟ୍‌ରେ ଦେଇ ନିଜର କୋଭିଡ୍ ପରୀକ୍ଷା କରିପାରିବେ। ଏଣିକି ଘରେ ଥାଇ ଆପଣ କରିପାରିବେ...

ହୋମ୍ ଆଇସୋଲେସନ୍‌ରେ ଥିଲେ କ’ଣ କରିବେ? ଜାଣିରଖନ୍ତୁ

ସଙ୍ଗରୋଧରେ ଥିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ। କୋଭିଡ୍‌ରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ...

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କୋଭିଡ୍‌ ଟିକା

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକାକରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକାଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନରକ୍ତଦାନ ପୂର୍ବରୁ ଆର୍‌ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଆବଶ୍ୟକ କୋଭିଡ୍‌ରେ ସଂକ୍ରମିତ...

କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ?

https://youtu.be/3bYXDGZEr0I ଆସନ୍ତୁ ଜାଣିବା କୋଭିଡ୍‌ ବେଳେ ମଧୁମେହ ରୋଗୀଙ୍କ ଖାଦ୍ୟପେୟ କେମିତି ହେବା ଆବଶ୍ୟକ। ଏନେଇ ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କ ପରାମର୍ଶ। କୋଭିଡ୍‌ର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।...

କୋଭିଡ୍‌ ଚିକିତ୍ସାରୁ ବାଦ୍‌ ପଡ଼ିଲା ପ୍ଲାଜ୍‌ମା ଥେରାପି

କୋଭିଡ୍‌ ଚିକିତ୍ସାରୁ ପ୍ଲାଜ୍‌ମା ଥେରାପିକୁ ବାଦ୍‌ କରିଦିଆଯାଇଛି। ଆଇସିଏମ୍‌ଆର୍‌ ପକ୍ଷରୁ ଏଭଳି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କୋଭିଡ୍‌-୧୯ ଉପରେ ନ୍ୟାସନାଲ ଟାସ୍କ ଫୋର୍ସ ବୈଠକରେ ସମସ୍ତ ସଦସ୍ୟ...

ଜୁନ୍ ୧ ଯାଏଁ ଓଡ଼ିଶାରେ ବଢ଼ିଲା ଲକଡାଉନ୍

ରାଜ୍ୟରେ ଆଉ ୨ ସପ୍ତାହ ବଢ଼ିଲା ଲକଡାଉନ୍‌ ଅବଧି। ଜୁନ୍‌ ୧, ସକାଳ ୫ଟା ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହାସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାକିଣି ପାଇଁ ସରକାର ପୂର୍ବରୁ...

ମେ’ ୨୪ରୁ ଘରକୁ ଘର ବୁଲି କୋଭିଡ୍‌ ସର୍ଭେ କରିବେ ଆଶାକର୍ମୀ

ମେ’ ୨୪ରୁ ଘରକୁ ଘର ବୁଲି କରୋନା ସର୍ଭେ କରିବେ ଆଶାକର୍ମୀ। ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍‌ଏମ୍‌ମାନେ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଓ ଜଟିଳ...

ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ ଘରେ କୋଭିଡ୍ ପରୀକ୍ଷା ସୁବିଧା ଯୋଗାଇବ ବିଏମ୍‌ସି

ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ମୋବାଇଲ୍ ଟିମ୍...

କୋଭିଡ୍‌ରୁ ସୁସ୍ଥ ରହିବାକୁ ହେଲେ ମାସ୍କ ହିଁ ଏକମାତ୍ର ଅସ୍ତ୍ର

https://youtu.be/NdEzyWx5OwU କୋଭିଡ୍‌କୁ ହରାଇବା ପାଇଁ ମାସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାସ୍କ ହିଁ ହେଉଛି ଏକମାତ୍ର ଅସ୍ତ୍ର, ଯିଏ କୋଭିଡ୍‌ରୁ ସୁରକ୍ଷା ଦେଇପାରିବ। ମାସ୍କ ସମସ୍ତେ ସଠିକ୍ ଭାବରେ ଓ...

କେଉଁମାନଙ୍କୁ ହୋଇପାରେ ବ୍ଲାକ୍‌ ଫଙ୍ଗସ୍‌?

https://youtu.be/bWofagwqFHQ ବ୍ଳାକ୍‌ ଫଙ୍ଗସ୍‌ କ’ଣ? କେଉଁ ବୟସରେ ବା କାହାକୁ ଅଧିକ ଆକ୍ରାନ୍ତ କରୁଛି? ଏଥିରୁ ବର୍ତ୍ତିବା କିପରି? ଏ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ କହିଛନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ...

କୋଭିଡ୍‌ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ସତର୍କ ରହିବା ନିହାତି ଜରୁରୀ। କାରଣ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ନିଜ ସ୍ୱାସ୍ଥ୍ୟର...

କୋଭିଡ୍‌ ଚିହ୍ନାଇବ ଆର୍‌ଟିପିସିଆର୍‌ ଟେଷ୍ଟ

https://youtu.be/_-SJ8TXmygQ ଆର୍‌ଟିପିସିଆର୍‌ ଟେଷ୍ଟ କ’ଣ? କେତେବେଳେ ଜଣେ କୋଭିଡ୍‌ ପରୀକ୍ଷା କରିବେ? ଏସମସ୍ତ ବିଷୟକୁ ବିସ୍ତୃତ ଭାବେ କହିଛନ୍ତି ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ। କେତେବେଳେ...

ମାନସିକ ରୋଗୀ କୋଭିଡ୍ ଟିକା ନେଇପାରିବେ କି?

ଅଧିକ ପଢ଼ନ୍ତୁ: ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି କୋଭିଡ୍ ସମୟରେ ଲୋକମାନଙ୍କ ମନରେ ବିଭିନ୍ନ ଦିଗକୁ ନେଇ ଭୟ ସୃଷ୍ଟି ହେଉଛି। ଏହାର ଶିକାର ହୋଇ ଲୋକମାନେ...

କୋଭିଡ୍ ରୋଗୀଙ୍କର ଅକ୍ସିଜେନ୍ ସ୍ତର କମୁଛି କାହିଁକି?

https://youtu.be/hIoVRwvW7eA କେଉଁ ପରିସ୍ଥିତିରେ ଶରୀରରୁ ଅମ୍ଳଜାନ ସ୍ତର କମିଯାଏ? କୋଭିଡ୍‌ ଆକ୍ରାନ୍ତଙ୍କଠାରେ ଅକ୍ସିଜେନ୍‌ ସ୍ତର କମୁଛି କାହିଁକି? ଏନେଇ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ...

ରାଉରକେଲାରେ ପ୍ରଥମ ଦିନରେ ୩,୮୦୦ ଜଣ ନେଲେ କୋଭିଡ୍ ଟିକା

୧୮ରୁ ୪୪ ବର୍ଗ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା୪୫ ପ୍ଲସଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର, କେବଳ ଦ୍ୱିତୀୟ ଡୋଜ୍ ଟିକାଟିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବପିଢ଼ି ରାଉରକେଲା...

ଭାରତରେ ୧୮ବର୍ଷରୁ କମ୍ ପିଲାଙ୍କ ଉପରେ କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲକୁ ଅନୁମତି

ଏଣିକି ଦେଶରେ ଛୋଟପିଲାଙ୍କୁ ଦିଆଯିବ କରୋନା ଟିକା। ୧୮ ବର୍ଷରୁ କମ୍ ପିଲାଙ୍କ ଉପରେ କରୋନା ଟିକା ଟ୍ରାଏଲକୁ ଅନୁମତି ମିଳିଛି। କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଛୋଟପିଲା ଓ ଯୁବପିଢ଼ି ଅଧିକ...

କୋଭିସିଲ୍ଡ ଟିକା – ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌

ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଏଣିକି କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍‌ ନେବାର ୬ ସପ୍ତାହ ବା ୪୨ ପରେ ହିଁ ଦ୍ୱିତୀୟ ଡୋଜ୍‌ ଦିଆଯିବ। ଏହାପୂର୍ବରୁ ଟିକା ଦିଆଯାଇପାରିବ...

ପେଟରେ ଯନ୍ତ୍ରଣା ହେବା କୋଭିଡ୍‌ର ନୂଆ ଲକ୍ଷଣ

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଏହି ଭୂତାଣୁ ମଣିଷର ଫୁସ୍‌ଫୁସ୍ ଓ କିଡ୍‌ନିକୁ ଅଧିକ...

ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ

ଉଭୟ କଟକ ଓ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଟି ହେଲା ୮୦୯୩୦୨୮୧୦୦। ଏହି ନମ୍ବର ଜରିଆରେ ଲକ୍‌ଡାଉନ...

ଡାକ୍ତରଙ୍କ ପରାମର୍ଶ – ସୋସିଆଲ ମିଡିଆ ବ୍ୟବହାରକୁ କମ୍‌ କରନ୍ତୁ କୋଭିଡ୍‌ ରୋଗୀ

ସୋସିଆଲ ମିଡିଆ ଯଥା ଫେସବୁକ, ୱାଟସ୍‌ଆପ୍, ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ଆଦିରେ ବେଶୀ ସମୟ ନରହିବା ପାଇଁ କରୋନା ଆକ୍ରାନ୍ତଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କୋଭିଡ୍ ମୃତ୍ୟୁ ଓ କରୋନାର ନୂଆ ରୂପ...