COVID-19

ଗାଇଡଲାଇନ୍ ଆସିଲେ ପିଲାଙ୍କୁ ଦିଆଯିବ କୋଭିଡ୍‌ ଟିକା – ଡାକ୍ତର ସିବିକେ ମହାନ୍ତି

ରାଜ୍ୟରେ ଏବେ ୧୮ ବର୍ଷରୁ କମ୍‌ ପିଲାଙ୍କଠାରେ କୋଭିଡ୍‌ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ପିଲାଙ୍କୁ ଟିକା ଦେବାକୁ ସଜବାଜ ଆରମ୍ଭ ହେଲାଣି। ଏବେ କେବଳ କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ଅପେକ୍ଷା...

‘କେତେ ନୂଆ ବାଟ’ ସିଜିନ୍ ୨ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’ ଜୀବନ, ଜୀବିକା, ମହାମାରୀ –...

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜ୍‌ର ଷଷ୍ଠ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ ଶିକ୍ଷା’

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ଶିକ୍ଷା’ଆସନ୍ତାକାଲି ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ...

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆଜି ଶୁଣନ୍ତୁ ଅଡିଓ ସିରିଜ୍‌ର ପଞ୍ଚମ ଅଧ୍ୟାୟ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/vC7UUsm0JBg ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ...

କୋଭିଡ୍‌ ସମୟରେ ଜିମ୍‌ ଯାଉଥିଲେ, ଜାଣିରଖନ୍ତୁ

ଓଡ଼ିଶା ସରକାର ଜୁଲାଇ ୧୬ରୁ ଜିମ୍ ଖୋଲିବା ଲାଗି ମଞ୍ଜୁରି ଦେଇଛନ୍ତି। ତେବେ ଜିମ୍ ଯାଉଥିଲେ କେତେକ ସତର୍କତା ପାଳନ କରନ୍ତୁ, ଯେପରି ଆପଣ କୋଭିଡ୍‌ରୁ ସୁରକ୍ଷିତ ରହିପାରିବେ। -ଜିମ୍ ଯିବା ସମୟରେ ସାମାଜିକ...

କୋଭିଡ୍ ସମୟରେ ଗରିବଙ୍କୁ ସହାୟ ହେଉଛି ଖାଦ୍ୟ ସୁରକ୍ଷା ଆଇନ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/rFJ1B7cy3Yk “କରୋନା ମହାମାରୀରେ କେବଳ ଜୀବନ ବିପନ୍ନ ହୋଇଛି ତାହା ନୁହେଁ, ଜୀବିକା ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଏହି ସଙ୍କଟ ସମୟରେ ଖାଦ୍ୟ ଅଧିକାରକୁ ସୁନିଶ୍ଚିତ କରିଛି ଖାଦ୍ୟ...

‘କେତେ ନୂଆ ବାଟ’ ସିଜିନ୍‌ ୨ – ଆଜି ଶୁଣନ୍ତୁ ଅଡିଓ ସିରିଜ୍‌ର ଚତୁର୍ଥ ଅଧ୍ୟାୟ

ସ୍ଵାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/NvyIJzJ7cAg ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ଯୁବବର୍ଗର ମାନସିକ ସ୍ୱାସ୍ଥ୍ୟ ଓ ଭବିଷ୍ୟତ’ସକାଳ ୧୦ଟାରେ...

କୋଭିଡ୍ ତୃତୀୟ ଲହରୀର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ – ସ୍ୱାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/QcKQEiq0U-s ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା ଲାଗି...

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଦେଖନ୍ତୁ ଭିଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’ଆଜି ଦିନ...

ପିଲାଙ୍କଠାରେ କୋଭିଡ୍‌ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା

https://youtu.be/i_6RTaYjWJg କୋଭିଡ୍‌ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍‌ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ...

ଏକ୍‌ମୋ ମେସିନ୍‌ କ’ଣ? କୋଭିଡ୍‌ ଚିକିତ୍ସାରେ ଏହା କିପରି ସାହାଯ୍ୟ କରେ?

https://youtu.be/2F1-pmwnv6Y ଏକ୍‌ମୋ ଚିକିତ୍ସା କ’ଣ? କେଉଁ କେଉଁ ରୋଗରେ ଏହି ମେସିନ୍‌ର ଆବଶ୍ୟକତା ପଡ଼ିଥାଏ? ଏକ୍‌ମୋ କ’ଣ? ଏହା ହେଉଛି ଏକ ମେସିନ୍। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ମେସିନ୍‌ର ଆବଶ୍ୟକ ପଡ଼ିଥାଏ। ବର୍ତ୍ତମାନ କୋଭିଡ୍ ପରିସ୍ଥିତି...

‘କେତେ ନୂଆ ବାଟ ସିଜିନ୍ ୨’ – ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/BV5R0LiDU8o ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ’ରବିବାର ସକାଳ ୧୦ଟାରେ...

କୋଭିଡ୍‌ ସଂକ୍ରମିତ ଗର୍ଭବତୀ ମହିଳା ହୋମ୍‌ ଆଇସୋଲେସନ୍‌ରେ କିପରି ରହିବେ? ଜାଣନ୍ତୁ

ଡାକ୍ତର ଇନ୍ଦିରା ପାଳ ଯଦି କୌଣସି ଗର୍ଭବତୀ ମହିଳାଙ୍କର ଲକ୍ଷଣ ନ ଥାଇ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରେ କିମ୍ବା ଯେଉଁମାନଙ୍କଠାରେ କୋଭିଡ୍‌ର ସ୍ୱଳ୍ପ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଘରେ ପୃଥକ ବାସରେ...

ଗର୍ଭବତୀ ମହିଳା କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କୁହାଯାଉଛି ଯେ, ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏଥିରେ ସବୁ ବୟସର ଲୋକ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ...

‘କେତେ ନୂଆ ବାଟ ସିଜିନ୍ ୨’- ଭିଡିଓ ସିରିଜର ଦ୍ୱିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/sOIbRGeijVk ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ ଗୋଟିଏ ବର୍ଷରୁ ଅଧିକ...

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’

ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ଯତ୍ନ’ଶନିବାର ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ କୋଭିଡ୍-୧୯...

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା

https://youtu.be/iC52sB9yAko ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସାକୋଭିଡ୍‌ରୁ...

କୋଭିଡ୍‌ ସମୟରେ ମାନସିକ ଚାପ – କେମିତି ମୁକୁଳିବେ?

https://youtu.be/RJRgyTfti3s କୋଭିଡ୍‌ ଯୋଗୁଁ ଅନେକ ଲୋକଙ୍କର ମାନସିକ ଚାପ ବଢ଼ୁଛି? ଏହି ଚାପରୁ କିପରି ବାହାରିବେ? ଏଭଳି ପରିସ୍ଥିତିର କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ...

ତ୍ଵଚାକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍‌ଓ୍ଵାସ୍‌

ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି...

ସୁସ୍ଥ ହେଲେ ବ୍ଲାକ ଫଙ୍ଗସ୍‌ ରୋଗୀ

କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ପରେ ବର୍ତ୍ତମାନ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ସମସ୍ତେ ଭୟଭୀତ। ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର। ସମ୍‌...

କାହାକୁ ହୋଇପାରେ ହ୍ୱାଇଟ୍‌ ଫଙ୍ଗସ୍‌?

https://youtu.be/jI9fsM6HOu0 ହ୍ୱାଇଟ୍‌ ଫଙ୍ଗସ୍‌ କ’ଣ? ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଜାଣନ୍ତୁ। ହ୍ୱାଇଟ୍ ଫଙ୍ଗସ୍ କ’ଣ? (What is White Fungus in...

ଡାଏବେଟିସ୍‌ ରୋଗୀଙ୍କୁ ବ୍ଲାକ୍‌ ଫଙ୍ଗସ୍‌ର ଆଶଙ୍କା ଅଧିକ

https://youtu.be/87XWnyjyhxE ଡାଏବେଟିସ୍ ରୋଗୀମାନଙ୍କୁ ବ୍ଲାକ୍ ଫଙ୍ଗସ୍ ହେବାର ଆଶଙ୍କା ଅଧିକ। ଏନେଇ ବିଶିଷ୍ଟ କର୍ଣ୍ଣ, ନାଶା ଓ ଗଳା (ଇଏନ୍‌ଟି)ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ଅଧିକ ଜାଣନ୍ତୁ। ବ୍ଲାକ୍ ଫଙ୍ଗସ୍ ହେବାର କାରଣଡାଏବେଟିସ୍ ରୋଗୀଙ୍କୁ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା...

ଗର୍ଭବତୀ ମହିଳା କୋଭିଡ୍‌ ପଜିଟିଭ୍‌ ହେଲେ କ’ଣ କରିବେ?

https://youtu.be/vGQ75r0qcsE ଜଣେ ଗର୍ଭବତୀ ମହିଳାଙ୍କୁ କୋଭିଡ୍-୧୯ ସଂକ୍ରମଣ ହେଲେ ତା’ର ଭୟାବହତା କେତେ? ଗର୍ଭବତୀ ମହିଳା କୋଭିଡ୍ ଆକ୍ରାନ୍ତ ହେଲେ କ’ଣ କରିବା ଆବଶ୍ୟକ? ଏନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ସ୍ତ୍ରୀ...