Corona Update

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା

 କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। (Corona Virus Symptoms and Treatment in odia) କୋରୋନା ଭାଇରସର ଲକ୍ଷଣ କ’ଣ? (Coronavirus symptoms in Odia) କରୋନା ଭାଇରସ...

କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଲୋକେ ଭୟଭୀତ, କ’ଣ କଲେ ସେମାନଙ୍କର ମନ ଶାନ୍ତ ରହିବ?

  ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ମନରେ ଭୟ ହେବାଟା ସ୍ଵାଭାବିକ। ତେବେ ଯେଉଁମାନେ ବୁଦ୍ଧିମାନ, ଧୈର୍ଯ୍ୟବାନ ଓ ସ୍ଵଚ୍ଛଳ ସେମାନେ ସ୍ଵାସ୍ଥ୍ୟ ବିଭାଗ ବା ସରକାରଙ୍କର ନିର୍ଦ୍ଦେଶ ମାନି କାମ କଲେ...

ଲକ୍‌ଡାଉନ୍‌ ଖୋଲିବା ପରେ କରୋନା ଭାଇରସ୍‌ ସଂକ୍ରମଣରୁ କେମିତି ରହିବେ ସୁରକ୍ଷିତ?

ଜଣାଶୁଣା ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ କେମିତି ନିଜକୁ ସୁରକ୍ଷିତ ରଖିବା? (How to keep away from COVID-19 infection after lockdown, in...

ସେଲଫ୍ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର...

ଲକଡାଉନ ପାଇଁ ଘରେ ଅବସାଦରେ ଅଛନ୍ତି କି? କରନ୍ତୁ ଏହି କାମ

ଲକଡାଉନ୍‌ ଟେନସନରୁ ବର୍ତ୍ତିବା ପାଇଁ ଆପଣ ଘରେ କିଛି କାମ କରିପାରିବେ ଜାଣନ୍ତୁ ସେହି କାମ କ’ଣ? କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ଏହି ସମୟ ମଧ୍ୟରେ ଲୋକଙ୍କୁ...

ଜାଣନ୍ତୁ କରୋନାର ଲକ୍ଷଣ ଦେଖାଗଲେ କ’ଣ କରିବେ?

ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ କାଶ ଓ ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରେ ବାରଣ କରନ୍ତୁ। କାଶିବା ବା ଛିଙ୍କିଲା...

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?

ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତା ଓ ପରିଚ୍ଛନ୍ନତା ଆପଣଙ୍କ ସୋସାଇଟିରେ ବା...

ଜରୁରୀକଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ। କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ ସେବା ଭାବେ ବର୍ତ୍ତମାନ...

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘୋଷଣା ବଡ଼ମାନଙ୍କ...

ମନର ‘ଡର’ ଅସଲ କରୋନା ରୋଗଠାରୁ ଅଧିକ ମାରାତ୍ମକ

ପ୍ରଣତୀ ପରିଡ଼ା କରୋନା ଭୂତାଣୁଠାରୁ ଅଧିକ ମହାମାରୀ ବା ବିପଦଜନକ ହେଉଛି ଆମ ମନର ଭୟ। ଏହି ଭୟ ମଣିଷକୁ ଦୁର୍ବଳ କରିଦିଏ। ମନ ଭିତରେ ମୃତ୍ୟୁର ଭୟ ବସା ବାନ୍ଧେ। ଭୂତାଣୁର ପ୍ରକୋପ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି...

ଲକଡାଉନ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?

ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) ଲକ୍ ଡାଉନ୍ ପରିସ୍ଥିତି ଫଳରେ ଲୋକମାନେ ଘରୁ ବାହାରକୁ ନ ଗଲାରୁ ଗୃହବନ୍ଦୀ ହେଲା ପରି ରହି ବିରକ୍ତ ହେଉଛନ୍ତି। ଅନିଶ୍ଚିତ ଭବିଷ୍ୟତ ବିଷୟରେ ଭାବି ଥଳକୂଳ ପାଉନାହାନ୍ତି। ଏଇ ଅବସ୍ଥାରେ ସେମାନେ...

କରୋନା ସମୟରେ କିପରି ନେବେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ?

 ଜଣାଶୁଣା ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କଠାରୁ ଆସନ୍ତୁ ଜାଣିବା କରୋନା ଭଳି ମହାମାରୀ ସମୟରେ କିଭଳି ଗର୍ଭବତୀ ମା’ ଓ ନବଜାତ ଶିଶୁମାନଙ୍କୁ ସୁରକ୍ଷିତ ରଖିବା? (Impact...

ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ

କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କରୋନା ଭୂତାଣୁଜନିତ...

ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଛନ୍ତି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ଲକଡାଉନ୍ ସରିବା ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା...

ଲକ୍‌ଡାଉନ୍‌ ସମୟରେ ମାନସିକ ଚାପରୁ କିଭଳି ପାଇବେ ମୁକ୍ତି?

ଲକ୍‌ଡାଉନ୍‌ ଯୋଗୁଁ ଲୋକମାନଙ୍କ ଦିନଚର୍ଯ୍ୟା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏହା ସହିତ କରୋନା ଦ୍ୱାରା ସଂକ୍ରମିତ ହେବା ଡର ସହିତ ଏକ ଅନିଶ୍ଚିତ ଭବିଷ୍ୟତର ଭାବନା ସମସ୍ତଙ୍କ ମନରେ ଆତଙ୍କ...

ଲକ୍‌ଡାଉନ୍‌ ଖୋଲିଲା ପରେ କିପରି କରୋନାଠୁ ଦୂରରେ ରହିବେ, କ’ଣ କହୁଛନ୍ତି ଡାକ୍ତର ନିରୋଜ ମିଶ୍ର?

ଲକ୍‌ଡାଉନ୍‌ ଖୋଲିଲା ପରେ କରୋନା ଭାଇରସ୍‌ (କୋଭିଡ୍‌-୧୯)ରୁ ସୁରକ୍ଷିତ ରହିବା ପାଇଁ ସାଧାରଣ ଜୀବନ କିଭଳି ରହିବା ଜରୁରୀ? ଜାଣନ୍ତୁ, ଏନେଇ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି। ‘‘ଲକ୍‌ଡାଉନ୍‌ ଖୋଲିବ, କିନ୍ତୁ...

କରୋନା ଭାଇରସ୍‌ର ପ୍ରଭାବ ଗର୍ଭବତୀ ମହିଳାଙ୍କ ପ୍ରସବ ଉପରେ ପଡ଼ିଥାଏ କି?

ପ୍ରସବ ସମୟରେ କରୋନା ଭାଇରସ୍‌ର କିଛି ପ୍ରଭାବ ପଡ଼ିଥାଏ କି? ଜାଣନ୍ତୁ, ଏନେଇ କ’ଣ କହୁଛନ୍ତି ଡାକ୍ତର ସୁଜାତା କର। କରୋନା ଭାଇରସ (କୋଭିଡ୍‌-୧୯)କୁ ନେଇ ଏବେ ସମସ୍ତେ ଭୟଭୀତ। ଏହି ସମୟରେ ଲୋକଙ୍କ...

ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ – କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା

https://www.youtube.com/watch?v=B7D4irh2e20 କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ...

ଜାଣନ୍ତୁ ସେଲଫ୍ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର...

କରୋନା ଭାଇରସ୍‌ର ଲକ୍ଷଣ କ’ଣ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

କରୋନା ଭାଇରସ୍‌ର ଲକ୍ଷଣ ସମ୍ପର୍କରେ ସ୍ୱାସ୍ଥ୍ୟ ପ୍ଲସକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର। ଚୀନରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର...

ମା’କୁ କରୋନା ହୋଇଥିଲେ ନବଜାତ ଶିଶୁ ଉପରେ ପ୍ରଭାବ ପଡ଼ିବ କି?

ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେବେ,...

କରୋନା ପାଇଁ ଗ୍ଲୋଭ୍‌ସ – ଜାଣନ୍ତୁ ପିନ୍ଧିବା ଓ କାଢ଼ିବାର ସଠିକ୍‌ ପ୍ରଣାଳୀ

କରୋନା ଭାଇରସ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ଏବେ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍‌ସ ପିନ୍ଧୁଛନ୍ତି। ସେଥିପାଇଁ ଗ୍ଲୋଭ୍‌ସ ପିନ୍ଧିବା ଓ କାଢ଼ିବାର ସଠିକ ପ୍ରଣାଳୀ ଜାଣିବା ଉଚିତ। କରୋନା...

କରୋନା ସମୟରେ ଗର୍ଭବତୀ ମହିଳା କେମିତି ରହିବେ ସୁରକ୍ଷିତ? – ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସୁଜାତା କର

ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସତର୍କତା। ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ ଜାଣିବା। ‘‘କରୋନା ଭାଇରସ୍‌ (କୋଭିଡ୍‌-୧୯) ବିଭିନ୍ନ ବୟସର...