Corona Update

ମା’କୁ କରୋନା ହୋଇଥିଲେ ନବଜାତ ଶିଶୁ ଉପରେ ପ୍ରଭାବ ପଡ଼ିବ କି?

ବିଭିନ୍ନ ବୟସ ବା ବର୍ଗର ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। କିନ୍ତୁ, କରୋନା ସଂକ୍ରମିତ ମା’ଠାରୁ ନବଜାତ ଶିଶୁକୁ କରୋନା ସଂକ୍ରମିତ ହୁଏ କି ନାହିଁ ସେଭଳି କୌଣସି ପ୍ରମାଣ ମିଳିନାହିଁ। ତେବେ,...

ଓ୍ୱାର୍କ ଫ୍ରମ୍ ହୋମ୍ କରୁଥିବା କର୍ମଚାରୀଙ୍କ ପାଇଁ କରୋନା ସତର୍କତା ଟିପ୍ସ

କର୍ମକ୍ଷେତ୍ରଠୁ ଆରମ୍ଭ କରି ବ୍ୟାପାର ବାଣିଜ୍ୟ ପର୍ଯ୍ୟନ୍ତ ସବୁଠି ପଡ଼ିଛି କରୋନା ଭାଇରସ (କୋଭିଡ୍-୧୯) ର ପ୍ରଭାବ। ଏହି ମହାମାରୀକୁ ରୋକିବା ପାଇଁ ପୁରା ଦେଶରେ ବନ୍ଦ ଡାକରା ଦିଆଯାଇଛି। ଶିକ୍ଷାନୁଷ୍ଠାନଠୁ ଆରମ୍ଭ...

କରୋନାରୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ?

ଥଣ୍ଡା, କାଶ, ଛିଙ୍କ ହେଉଥିଲେ ଏହା ଯେ କେରୋନା ତାହା କହିବା ମଧ୍ୟ ଠିକ ନୁହେଁ। ଏହା ସାଧାରଣ ଥଣ୍ଡା ହୋଇପାରେ। ତଥାପି ପିଲାଙ୍କୁ ଏହି ଭାଇରସରୁ କେମିତି ଦୂରେଇ ରଖିବେ ତାହା...

କରୋନା ଭୂତାଣୁ ସଂକ୍ରମଣରୁ କେମିତି ରହିବେ ସୁରକ୍ଷିତ?

ମୁଖ୍ୟତଃ ଆମ ପାଟି ଓ ନାକ ଦେଇ କରୋନା ଭୂତାଣୁ ସଂକ୍ରମଣ କରିବାର ଆଶଙ୍କା ବେଶ୍ ଅଧିକ ଥାଏ। ତେବେ କରୋନା ଭୂତାଣୁଠାରୁ କିଭଳି ସୁରକ୍ଷିତ ରହିବା। ଏନେଇ କର୍ଣ୍ଣ, ନାଶା ଓ...

ଗର୍ଭବତୀ ମହିଳାଙ୍କ ପ୍ରସବ ଉପରେ କରୋନା ଭାଇରସ୍‌ର ପ୍ରଭାବ ପଡ଼ିଥାଏ କି?

ପ୍ରସବ ସମୟରେ କରୋନା ଭାଇରସ୍‌ର କିଛି ପ୍ରଭାବ ପଡ଼ିଥାଏ କି? ଜାଣନ୍ତୁ,ଏନେଇ କ’ଣ କହୁଛନ୍ତି ଡାକ୍ତର ସୁଜାତା କର। କରୋନା ଭାଇରସ (କୋଭିଡ୍‌-୧୯)କୁ ନେଇ ଏବେ ସମସ୍ତେ ଭୟଭୀତ। ଏହି ସମୟରେ ଲୋକଙ୍କ ମନରେ...

ଡାଏବେଟିସ୍‌ ରୋଗୀ କରୋନା ଭାଇରସ ସଂକ୍ରମଣରୁ କିପରି ରହିବେ ସୁରକ୍ଷିତ?

ଡାଏବେଟିସ୍ ରୋଗୀଙ୍କ ପାଇଁ କରୋନା ସଂକ୍ରମଣ କେତେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ଓ ସେମାନେ ଏହାର ମୁକାବିଲା କିପରି କରିବେ? ଚାଲନ୍ତୁ ଏନେଇ ଜାଣିବା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟାଙ୍କ...

କୋରୋନା ଭାଇରସ୍‌ର ଲକ୍ଷଣ କ’ଣ, କେମିତି ଏହାକୁ ବ୍ୟାପିବାରୁ ରୋକିବେ?

ଆସନ୍ତୁ ଜାଣିବା ଏହି କୋରାନା ଭାଇରସ ଆକ୍ରାନ୍ତ ଲୋକଙ୍କ ନିକଟରେ କେଉଁ ପ୍ରକାର ଲକ୍ଷଣ ଦେଖାଯାଏ? କୋରୋନା ଭାଇରସ୍‌ର ଲକ୍ଷଣ କୋରୋନା ଭାଇରସ୍‌ ଯୋଗୁଁ ଶ୍ଵସନ ତନ୍ତ୍ରରେ ସଂକ୍ରମଣ ହୋଇଥାଏ। ଏହାପରେ ସାଧାରଣ ଭାବେ ଥଣ୍ଡା...

ଲକ୍ଷଣ ଦେଖାଯାଉନଥିଲେ ବି କରୋନା ଭାଇରସ ଅନ୍ୟକୁ ଡେଇଁଥାଏ କି?

କରୋନା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ। ତେବେ ପ୍ରଶ୍ନ ଉଠେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବର ଦେଖାଯାଉନଥିଲେ ମଧ୍ୟ ତାଙ୍କଠାରୁ...

କରୋନା ସମୟରେ ଗର୍ଭବତୀ ମହିଳା କେମିତି ରହିବେ ସୁରକ୍ଷିତ? – କ’ଣ କହୁଛନ୍ତି ଡାକ୍ତର ସୁଜାତା କର

ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସତର୍କତା। ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ ଜାଣିବା। ‘‘କରୋନା ଭାଇରସ୍‌ (କୋଭିଡ୍‌-୧୯) ବିଭିନ୍ନ ବୟସର...

ଲକଡାଉନ୍ ସମୟରେ ଘରେ କେମିତି ରହିବେ ଫିଜିକାଲ୍ ଫିଟ୍ – ଆପଣାନ୍ତୁ WHOର ଟିପ୍ସ

କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ଲୋକମାନଙ୍କୁ ଏବେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଦିନରେ ସମସ୍ତ...

କରୋନା ଟେନ୍‌ସନ୍‌ – ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?

କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ...

କରୋନା ଭାଇରସର ମୁକାବିଲା: କ’ଣ କରିବେ, କ’ଣ କରିବେ ନାହିଁ?

କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। ଏଥିପାଇଁ ଜାଣିରଖନ୍ତୁ, କରୋନାର...

ଗର୍ଭବତୀଙ୍କ ଉପରେ କରୋନା ଭାଇରସ୍‌ର ପ୍ରଭାବ – କ’ଣ କହୁଛନ୍ତି ଡାକ୍ତର ସୁଜାତା କର?

ମହାମାରୀ କରୋନା ସମୟରେ ଗର୍ଭବତୀ ମହିଳାମାନେ, ସ୍ତନ୍ୟପାନ କରାଉଥିବା ମା’ମାନେ ଓ ନବଜାତ ଶିଶୁମାନେ କିପରି ରହିବେ ସୁରକ୍ଷିତ? ଏନେଇ ଜଣାଶୁଣା ଡାକ୍ତର ସୁଜାତା କର କ’ଣ କହୁଛନ୍ତି? ଆସନ୍ତୁ ଜାଣିବା। ‘‘କରୋନା ଭାଇରସ୍‌...

ସେଲଫ୍ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର...

ଲକ୍‌ଡାଉନ୍‌ ଖୋଲିବା ପରେ କରୋନା ଭାଇରସ୍‌ ସଂକ୍ରମଣରୁ କେମିତି ରହିବେ ସୁରକ୍ଷିତ?

ଜଣାଶୁଣା ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ କେମିତି ନିଜକୁ ସୁରକ୍ଷିତ ରଖିବା? (HOW TO KEEP AWAY FROM COVID-19 INFECTION AFTER LOCKDOWN, IN ODIA?) ...

ଲକଡାଉନ୍‌: ପିଲାଙ୍କ ପ୍ରତି ବଡ଼ମାନଙ୍କ ବ୍ୟବହାର କିଭଳି ହେବା ଦରକାର – ଜାଣନ୍ତୁ କ’ଣ କହୁଛନ୍ତି ମନୋବିଜ୍ଞାନୀ ସ୍ମରଣିକା ପଣ୍ଡା

ଲକ୍‌ଡାଉନ୍‌ ସମୟରେ ନିଜ ନିଜ ଘରେ ଏକ ପ୍ରକାରର ଗୃହବନ୍ଦୀ ଜୀବନଯାପନ କରୁଛେ। ପିଲାମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ଏ ସମୟରେ ପିଲାଙ୍କ ଗତିବିଧି ଉପରେ ଆବଶ୍ୟକତା ଠାରୁ ଅଧିକ କଟକଣା...

ସାମାଜିକ ଦୂରତା ହିଁ କରୋନା ପ୍ରଭାବକୁ କମାଇପାରିବ

ସାମାଜିକ ଦୂରତା କରୋନା ଭାଇରସ୍‌ର ବ୍ୟାପକ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିପାରିବ। ଆଜି ଏକଥା ସମସ୍ତେ ବୁଝିସାରିଛନ୍ତି। ତେବେ ବାସ୍ତବ କ୍ଷେତ୍ରରେ ଆମେ ସାମାଜିକ ଦୂରତା ଅବଲମ୍ବନ କରିବାରେ କେତେ ସଫଳ ହେଉଛନ୍ତି ତା’...

କରୋନା ସମୟରେ କିଭଳି ନେବେ ନବଜାତ ଶିଶୁର ଯତ୍ନ?

କରୋନା ସମୟରେ ନବଜାତ ଶିଶୁଙ୍କ ଯତ୍ନକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ଶିଶୁର ଯତ୍ନ କିଭଳି ନେଲେ କରୋନା ସଂକ୍ରମଣରୁ ଦୂରେଇ ରଖାଯାଇପାରିବ? ମା'ମାନେ ସ୍ତନ୍ୟପାନ କରାଇ ପାରିବେ କି ନାହିଁ?...

କରୋନାକୁ ନେଇ ଗୁଜବ – ଜାଣନ୍ତୁ ସଠିକ ତଥ୍ୟ

ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରୁ ଏହି...

କରୋନା ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ?

ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତା ଓ ପରିଚ୍ଛନ୍ନତା ଆପଣଙ୍କ ସୋସାଇଟିରେ ବା...

କୋରୋନା ଭାଇରସ୍‌ ସମ୍ପର୍କିତ ସାଧାରଣ ପ୍ରଶ୍ନ ଓ ଉତ୍ତର

ପ୍ରଣତି ପରିଡ଼ା କୋରୋନା ଭାଇରସକୁ ନେଇ ଆପଣଙ୍କ ମନକୁ ଆସୁଥିବା ସାଧାରଣ ପ୍ରଶ୍ନର ଉତ୍ତର। କୋରୋନା ଭାଇରସ୍‌ କ’ଣ? କୋରୋନା ଭାଇରସ୍‌ (ସିଓଭି) ହେଉଛି ଭୂତାଣୁମାନଙ୍କର ଏକ ବିଶାଳ ଫ୍ୟାମିଲି ଯାହାକି ସାଧାରଣ ଥଣ୍ଡାଠାରୁ ଆରମ୍ଭ କରି ଅତି...

ଜାଣନ୍ତୁ ସେଲଫ୍ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର...

କୋରୋନା ଭାଇରସର ଚିକିତ୍ସା କରିବା କିପରି?

କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। ବରିଷ୍ଠ କ୍ରିଟିକାଲ୍‌ କେୟାର ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ସାଧାରଣତଃ ରୋଗୀଙ୍କ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ। ରୋଗୀଙ୍କଠାରେ କାଶ, ସର୍ଦ୍ଦିଓ ସ୍ଥଳବିଶେଷରେ ନିମୋନିଆ ଭଳି ଲକ୍ଷଣ ଦେଖାଯାଏ। କରୋନାପ୍ରଭାବିତ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଅକ୍ସିଜେନ୍‌ ଦେବାକୁ ପଡ଼ିପାରେ। ସେହିପରି ଜଟିଳ ଅବସ୍ଥା ସୃଷ୍ଟି ହେଲେ ରୋଗୀଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖିବାକୁ ପଡ଼ିଥାଏ। ...

ଲକ୍‌ଡାଉନ ସମୟରେ ପିଲାଙ୍କୁ କେମିତି ଖୁସିରେ ରଖିବେ?

ଲକଡାଉନ ସମୟରେ ଆପଣଙ୍କ ପିଲା ଘରେ ଥିବ। ଘରେ ଅଧିକ ସମୟ ରହିଥିବାରୁ ପିଲାମାନେ ଚିଡ଼୍‌ଚିଡ଼ା ସ୍ୱଭାବର ହେଉଥିବେ। ତେବେ ଜାଣନ୍ତୁ କେମିତି ତାଙ୍କୁ ଖୁସିରେ ରଖିବେ। ପିଲାଙ୍କ ଉପରେ ସବୁବେଳେ ରାଗିବା, ଗାଳି...