Corona Update

ଜରୁରୀକଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ। କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ ସେବା ଭାବେ ବର୍ତ୍ତମାନ...

ଆକାଶବାଣୀରେ ପ୍ରସାରିତ ହେଲା କୋଭିଡ୍-୧୯ ମୁକାବିଲା ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ତୃତୀୟ ସଂସ୍କରଣ

ୟୁନିସେଫ୍‌ ସହଯୋଗରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାର ପ୍ରଥମ କରୋନା ରୋଗୀ, ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ଅଂଗେନିଭା କଥା କୋଭିଡ୍‌ ଯୋଦ୍ଧା ସରପଞ୍ଚ ଓ ସଫେଇ କର୍ମଚାରୀଙ୍କ ଅନୁଭୂତି ସାମାଜିକ ବାସନ୍ଦ ଓ ଭେଦଭାବ ରୋକିବାକୁ ସରକାର ଓ ୟୁନିସେଫ୍‌ର କାର୍ଯ୍ୟକ୍ରମ କୋଭିଡ୍‌-୧୯ ମହାମାରୀ ବେଳେ ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ନେଇ ରାଜ୍ୟରେ ଚିନ୍ତା...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ କୋଭିଡ୍-୧୯ ମୁକାବିଲା ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ତୃତୀୟ ସଂସ୍କରଣ

ୟୁନିସେଫ୍‌ ସହଯୋଗରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାର ପ୍ରଥମ କରୋନା...

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି?

କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା ଘରେ ଘରେ...

ପିଲାଙ୍କ ପାଇଁ କେତେ ବିପଦ କରୋନା – କ’ଣ କହୁଛନ୍ତି ଡାକ୍ତର ନିର୍ମଳ ମହାକୁଡ?

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ପିଲାଙ୍କଠାରେ କେଉଁ ସବୁ ଲକ୍ଷଣ ଦେଖାଯାଏ, ସଂକ୍ରମଣଠାରୁ କିଭଳି ପିଲାମାନଙ୍କୁ ସୁରକ୍ଷିତ ରଖାଯାଇ ପାରିବ? ଏନେଇ ଭୁବନେଶ୍ୱରର କିମ୍‌ସ ହସ୍ପିଟାଲ୍‌ ପେଡିଆଟ୍ରିକ୍ସ ବିଭାଗର ଆସୋସିଏଟ୍‌ ପ୍ରଫେସର୍‌ ଡାକ୍ତର...

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଅନ୍ୟପଟେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି...

କରୋନା ସମୟରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?

କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ...

ଜାଣନ୍ତୁ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ କ’ଣ କରିବେ?

ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ନିଜ ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ...

କିଭଳି ବ୍ୟବହାର କରିବେ କପଡ଼ା ମାସ୍କ – ଆପଣାନ୍ତୁ WHO ଟିପ୍ସ

ଅଧିକାଂଶ ଲୋକେ ଅଣ ମେଡିକାଲ ମାସ୍କ ବା କପଡ଼ା ମାସ୍କ ବ୍ୟବହାର କରୁଛନ୍ତି। ହେଲେ କପଡ଼ା ମାସ୍କ ପିନ୍ଧିବା ପୂର୍ବରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ହେବ। (how to wear a...

କେମିତି ଘରେ ତିଆରି କରିବେ ମାସ୍କ?

କୋଭିଡ୍‌-୧୯ ବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଘରୁ ବହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ...

‘ଓ୍ୱାର୍କ ଫ୍ରମ ହୋମ’ ଆଣିପାରେ ମୋଟାପଣ – ଜାଣନ୍ତୁ କେମିତି ରହିବେ ସତର୍କ?

କରୋନା ଭାଇରସ ପାଇଁ ସମସ୍ତ ସ୍କୁଲ, କଲେଜ, ଜିମ୍, ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗସାଥୀଙ୍କ ସହ ମିଳାମିଶା ବନ୍ଦ ରହିଛି। ସେହିପରି ଅଧିକାଂଶ ଲୋକ...

କରୋନା ମୁକାବିଲା – ଜାଣନ୍ତୁ ହାତ ଧୋଇବାର ସଠିକ ପ୍ରଣାଳୀ

ଏବେ କରୋନା ଭାଇରସ ସଂକ୍ରମଣ ହେଉଥିବାରୁ ନିଜ ହାତକୁ ସଫା ରଖିବା ଆହୁରି ଜରୁରୀ ହୋଇପଡ଼ିଛି। ବିଶ୍ୱବ୍ୟାପୀ ମହାମାରୀ ସମୟରେ ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସବୁଠାରୁ ସହଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

କରୋନା ଟିପ୍ସ – ଜାଣନ୍ତୁ କିଭଳି ଘରେ କ୍ୱାରେଣ୍ଟାଇନରେ ରହିବେ?

କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। ଏ ଦିଗରେ କିଛି ପଦକ୍ଷେପ ମଧ୍ୟ ଆପଣେଇବାକୁ ପଡ଼ିବ। ଜଣେ ବ୍ୟକ୍ତି ଯଦି ଭାଇରସ ସଂକ୍ରମିତ ହୋଇଥିବେ ବା...

ଲକଡାଉନ୍ ପରେ ଆମ କର୍ତ୍ତବ୍ୟ କ’ଣ?

ଲକଡାଉନ୍ ହଟିବା ପରେ ଆମ୍ଭମାନଙ୍କର କର୍ତ୍ତବ୍ୟ କ'ଣ ରହିବ? ବିନା ଲକଡାଉନରେ କିଭଳି କରିବା କରୋନାର ମୁକାବିଲା? ଏନେଇ ଡାକ୍ତର ଅଶୋକ କୁମାର ମହାପାତ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। କରୋନା ଭୂତାଣୁର ଭୟାଭୟତାକୁ...

ଛୋଟପିଲାଙ୍କୁ କରୋନା ବିଷୟରେ କେମିତି କହିବେ?

ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି ବା ସଚେତନ...

ମୁହଁକୁ ଛୁଇଁବା ବନ୍ଦ କରନ୍ତୁ – କରୋନାରୁ ରକ୍ଷା ପାଆନ୍ତୁ

ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ଯେଉଁ କେତେଗୁଡ଼ିଏ ଉପାୟ ଅଛି ସେଥିମଧ୍ୟରୁ ମୁହଁକୁ ନ ଛୁଇଁବା ଅନ୍ୟତମ। ତେବେ ଅଭ୍ୟାସବଶତଃ ଲୋକମାନେ ମୁହଁକୁ ବାରମ୍ବାର ଛୁଇଁଥା’ନ୍ତି।...

ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର...

କରୋନାର ଲକ୍ଷଣ ଦେଖାଗଲେ କ’ଣ କରିବେ? ଜାଣନ୍ତୁ

ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ, ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ। କାଶିବା ବା...

ଜାଣନ୍ତୁ ଲକ୍ଷଣରୁ କରୋନା ଭାଇରସ୍‌ ସମ୍ପର୍କରେ

କରୋନା ଭାଇରସ୍‌ (କୋଭିଡ୍‌-୧୯)ର ଲକ୍ଷଣ ବିଷୟରେ ଜାଣନ୍ତୁ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ମୁହଁରୁ। ଚୀନରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଛି। ବର୍ତ୍ତମାନ...

ପିଲାଙ୍କୁ ଲକ୍‌ଡାଉନରେ ଶିଖାନ୍ତୁ ନୂଆ କଥା

କରୋନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ତେବେ ଏହା ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ପାଇଁ ସୃଷ୍ଟି କରିଛି ଅଧିକ ସମସ୍ୟା। ଘରେ ରହି ସେମାନେ ବୋର୍ ହେଉଥିବାବେଳେ...

ବାରମ୍ବାର ହାତ ଧୋଇବା ଫଳରେ ହାତ ଶୁଷ୍କ ହେଉଛି କି? ଆପଣାନ୍ତୁ ଏହି ଘରୋଇ ଟିପ୍ସ

କରୋନା ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ଏହା ଯୋଗୁଁ ଆପଣଙ୍କ ହାତ ଶୁଷ୍କ ହୋଇଯାଉଛି କି? ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ...

କୋରୋନା ସତର୍କତା ଟିପ୍ସ: କେମିତି ବାନ୍ଧିବେ ମାସ୍କ?

କୋରୋନା ସଂକ୍ରମିତରୁ ରକ୍ଷା ପାଇବା ପାଇଁ କେତେବେଳେ ଓ ସଠିକ୍‌ ଭାବେ କେମିତି ବାନ୍ଧିବେ ମାସ୍କ? କୋରେନା ଭାଇରସ୍‌(Covid-19)କୁ ନେଇ ଭୟଭୀତ ହେବାଠୁ ଅଧିକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ନିଜ ଦୈନନ୍ଦିନ...

ଲକ୍‌ଡାଉନ୍‌ ସମୟରେ ମାନସିକ ଚାପରୁ କିଭଳି ମୁକ୍ତି ପାଇବେ?

ଲକ୍‌ଡାଉନ୍‌ ଯୋଗୁଁ ଲୋକମାନଙ୍କ ଦିନଚର୍ଯ୍ୟା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଏହା ସହିତ କରୋନା ଦ୍ୱାରା ସଂକ୍ରମିତ ହେବା ଡର ସହିତ ଏକ ଅନିଶ୍ଚିତ ଭବିଷ୍ୟତର ଭାବନା ସମସ୍ତଙ୍କ ମନରେ ଆତଙ୍କ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଏବଂ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ 

କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି...