Corona Update

କୋଭିଡ୍‌ ଟିକା ବିଷୟରେ ଯାହା ଆପଣଙ୍କର ଜାଣିବା କଥା

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ। ଏଥିପାଇଁ ସାରା ଦେଶରେ ଡ୍ରାଏ ରନ୍‌ ଚାଲିଛି। ତେବେ କରୋନା ଟିକାକୁ ନେଇ କିଛି ତଥ୍ୟ ଜାଣନ୍ତୁ। କୋଭିସିଲ୍ଡ...

ଆଜି ରାଜ୍ୟରେ କରୋନା ମୃତ୍ୟ ସଂଖ୍ୟା ‘ଜିରୋ’

ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶୂନ। ଗତ ୬ ମାସ ଭିତରେ ପ୍ରଥମଥର ପାଇଁ କୋଭିଡ୍‌-୧୯ ଯୋଗୁଁ କାହାରି ମୃତ୍ୟୁ ଘଟିନାହିଁ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌...

କରୋନାର ନୂଆ ରୂପ – ଲକ୍ଷଣ ବିଷୟରେ ଜାଣନ୍ତୁ

ଗତବର୍ଷ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ମହାମାରୀ ସାରା ବିଶ୍ଵକୁ ଅସହାୟ କରିଦେଇଛି। ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ସାଧାରଣ ଜୀବନଶୈଳୀ ସମ୍ଭବ ହୋଇପାରିନାହିଁ। ଏଭଳି ସ୍ଥିତିରେ ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା କରୋନାର...

କୋଭିଡ୍ ଟିକା ନେବା ବାଧ୍ୟତାମୂଳକ କି?

କୋଭିଡ୍‌ ଟିକାକରଣ ପାଇଁ ପଞ୍ଚାୟତସ୍ତରରେ ପ୍ରସ୍ତୁତ ହୋଇସାରିଛି ଟିମ୍। ଟିକା ଦେବା ଲୋକ ପ୍ରସ୍ତୁତ ଆଉ ଟିକା ନେବା ଲୋକଙ୍କ ତାଲିକା ବି ପ୍ରସ୍ତୁତ ହୋଇସାରିଛି। କୌଣସି ମୂହୁର୍ତ୍ତରେ ବି ସାମୂହିକ ଟିକାକରଣ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କରନ୍ତୁ ଏହି ପ୍ରାଣାୟାମ

କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି, ବିଶେଷକରି ଯେଉଁମାନେ ଭେଣ୍ଟିଲେଟରରେ ରହୁଥିଲେ, ସେମାନଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ କରିବା ଦରକାର। ସେମାନେ ନିଜର ଦୈନନ୍ଦିନ ଜୀବନରେ ପ୍ରାଣାୟାମ କରିପାରିବେ। ଅମ୍ଳଯାନ ଆମର ଜୀବନ ଧାରଣ...

କୋଭିଡ୍‌ରୁ ସୁସ୍ଥ ହେବା ପରର କିଛି ସାବଧାନତା

କୋଭିଡ୍‌ରୁ ସୁସ୍ଥ ହେବା ପରେ ଭାବନ୍ତୁ ନାହିଁ ଯେ, ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ। ପୁଣି ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି। କୋଭିଡ୍‌-୧୯ରୁ ସୁସ୍ଥ ହେବା ପରେ ବ୍ୟକ୍ତି ଶାରୀରିକ ଓ ମାନସିକ ଭାବେ...

କୋଭିଡ୍‌-୧୯ରୁ ସୁସ୍ଥ ହେବା ପରେ କେଉଁ ଭଳି ଖାଦ୍ୟ ଖାଇବେ?

କୋଭିଡ୍‌-୧୯ରୁ ସଦ୍ୟ ସୁସ୍ଥ ହେବା ପରେ ଆପଣଙ୍କର ଖାଦ୍ୟପାନୀୟ କେମିତି ହେବା ଆବଶ୍ୟକ, ଜାଣିରଖନ୍ତୁ। କୋଭିଡ୍‌-୧୯ରୁ ସଦ୍ୟ ସୁସ୍ଥ ହୋଇଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥା’ନ୍ତି। ଏହାସହ ସେମାନଙ୍କର ସ୍ୱାଦ...

କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ

କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ଅନେକ ପରିମାଣରେ ବଢ଼ାଇ ଦେଇଛି। ଏସବୁ କାରଣରୁ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଆଦି ମାନସିକ ଅସୁସ୍ଥତା ଦେଖାଦେଉଛି। ତେବେ କୋଭିଡ୍‌ରୁ ସୁସ୍ଥ ହେବା ପରେ...

ଡାଏବେଟିସ୍ ରୋଗୀଙ୍କ ପାଇଁ ଟିପ୍ସ: କୋଭିଡ୍‌-୧୯ରୁ କିପରି ରହିବେ ସୁରକ୍ଷିତ?

https://www.youtube.com/embed/SigZhzf0fLg ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ କରୋନା ବେଳେ ଡାଏବେଟିସ ରୋଗୀଙ୍କ ଯତ୍ନ ବିଷୟରେ ଜାଣିବା। କରୋନା ଭୂତାଣୁ ବା କୋଭିଡ୍-୧୯ ଡାଏବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ। ଡାଏବେଟିସ୍ ରୋଗୀ କରୋନା...

କୋଭିଡ୍‌ରୁ ସୁସ୍ଥ ହେବା ପରର ସତର୍କତା

ବର୍ତ୍ତମାନ ବି ଲୋକ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ଆଉ କିଛି ନୂଆ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେବେ କୋଭିଡ୍‌ ପରିବର୍ତ୍ତୀ ସମୟରେ ସୁସ୍ଥ ହୋଇଥିବା ବ୍ୟକ୍ତି କ’ଣ କ’ଣ...

କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ଵାସ୍ଥ୍ୟର ଯତ୍ନ

କୋଭିଡ୍‌ରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ବି ବିଭିନ୍ନ ସମସ୍ୟା ଲାଗିରହୁଛି। ତେଣୁ, କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ। କୋଭିଡ୍‌ରୁ ସୁସ୍ଥ ହେବା ପରେ...

କରୋନାରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

କରୋନା ଭଳି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ଆପଣ ଯଦି ସୁସ୍ଥ ହୋଇଛନ୍ତି, ତେବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଓ ସ୍ଫୁର୍ତ୍ତି ବୃଦ୍ଧି କରିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏସବୁ ପାଇଁ ଡାଏଟ୍‌...

ଖାଲି ଟିଭି, ମୋବାଇଲରେ ସମୟ କାଟୁଛନ୍ତି କି?

କରୋନା ଭାଇରସ ପାଇଁ ଏବେ ବିଭିନ୍ନ ସ୍ଥାନରେ ସଟ୍‌ଡାଉନ୍‌ ବା ବହୁ ଲୋକେ ଘରେ ରହି କାର୍ଯ୍ୟ କରୁଛନ୍ତି। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। କେହି କେହି...

କୋଭିଡ୍‌ରୁ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ? – ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

https://www.youtube.com/embed/vjbHAzy_Wds କୋଭିଡ୍-୧୯ରୁ ସୁସ୍ଥ ହେବା ପରେ କେମିତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ? କେମିତି ଓ କେତେ ଦିନ ଆଇସୋଲେସନରେ ରହିବେ? ଏସମସ୍ତ ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର...

କରୋନା ରୋଗୀ ଖାଇପାରିବେ କି ଫାଭିପିରାଭିର ଔଷଧ?

କରୋନାରେ ସଂକ୍ରମିତ ହୋଇ ଘରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ହିଁ ଫାଭିପିରାଭିର ଔଷଧ ଖାଇପାରିବେ। ସଂକ୍ରମଣ ହେବାର ପ୍ରାଥମିକ ଅବସ୍ଥାରେ ରୋଗୀକୁ ଏହି ଔଷଧ ଦେଲେ ତା’ର ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥାଏ। ଫାଭିପିରାଭିର...

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ଶେଷ ଅଧ୍ୟାୟ – ‘ଆପଣଙ୍କ ମତାମତ’

ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ କରୋନା ସଚେତନତା ଓ କୋଭିଡ୍ ଯୋଦ୍ଧାଙ୍କ କାହାଣୀକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏଥରର ଅଧ୍ୟାୟରେ ଆପଣମାନେ...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ‘କେତେ ନୂଆ ବାଟ’ର ୧୨ତମ ଅଧ୍ୟାୟ

ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ: ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି ସମାଜର ଆଗଧାଡ଼ିର ବ୍ୟକ୍ତିତ୍ୱ ଏଥର କାର୍ଯ୍ୟକ୍ରମରେ ସାମିଲ କୋଭିଡ୍-୧୯...

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’: ଏଥରର ପ୍ରସଙ୍ଗ ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି’’

ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ଏଥରର ପ୍ରସଙ୍ଗ: ‘କୋଭିଡ୍‌-୧୯: ଆଗାମୀକାଲି ପାଇଁ ପ୍ରସ୍ତୁତି ସମାଜର ଆଗଧାଡ଼ିର ବ୍ୟକ୍ତିତ୍ୱ ଏଥର କାର୍ଯ୍ୟକ୍ରମରେ ସାମିଲ କୋଭିଡ୍-୧୯...

ମିଡିଆ କର୍ମୀଙ୍କ ପାଇଁ କରୋନା ସତର୍କତା

ମହାମାରୀ କରୋନା ସମୟରେ ମିଡିଆ କର୍ମୀମାନେ ନିଜକୁ କୋଭିଡ୍‌-୧୯ରୁ କିପରି ସୁରକ୍ଷିତ ରଖିବେ। କୋଭିଡ୍‌-୧୯ ସଙ୍କଟ ବେଳେ ଗଣମାଧ୍ୟମ ପତିନିଧିଙ୍କର ପ୍ରମୁଖ ଭୂମିକା ରହିଛି। କରୋନା ମହାମାରୀ ସମୟରେ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି କରୋନା...

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ଏଥର ପ୍ରସଙ୍ଗ – ‘‘କୋଭିଡ୍‌-୧୯ ସମୟରେ ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନର ରାସ୍ତା’’

 ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ  ‘କେତେ ନୂଆ ବାଟ’ କରୋନା କାଳରେ ଭିନ୍ନକ୍ଷମମାନଙ୍କ ସମସ୍ୟା ବଲାଙ୍ଗୀରର ଭିନ୍ନକ୍ଷମ ମମତାରାଣୀ ସାଜିଲେ କରୋନା ଯୋଦ୍ଧା କୋଭିଡ୍‌-୧୯ ମହାମାରୀ ଯୋଗୁଁ...

ମୋବାଇଲ ଯୋଗେ ଆପଣଙ୍କ ଘରକୁ ଆସିପାରେ କରୋନା

କରୋନା ଭୂତାଣୁରୁ ସୁରକ୍ଷିତ ରହିବା ପାଇଁ କେବଳ ହାତ ନୁହେଁ ମୋବାଇଲକୁ ବି ସଫା ରଖନ୍ତୁ। ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ ୨ହଜାର ୬ଶହ ଥର ମୋବାଇଲ ଛୁଇଁଥାଏ। ସେହିଭଳି ୭୬ଥର ମୋବାଇଲ...

ଲକ୍‌ଡାଉନ୍‌ ପରେ କରୋନା ଭାଇରସ୍‌ରୁ କିପରି ରହିବେ ସୁରକ୍ଷିତ?

କରୋନା ମହାମାରୀ ସମୟରେ ଲକ୍‌ଡାଉନ ଆମକୁ ସୁରକ୍ଷା ଦେଇଛି। କିନ୍ତୁ ଏହି କଟକଣା ବର୍ତ୍ତମାନ କୋହଳ କରାଯାଉଛି। ଏପରି ସ୍ଥିତିରେ ଆମେ ନିଜକୁ କିପରି ସୁରକ୍ଷିତ ରଖିପାରିବା? ଏ ନେଇ ଡାକ୍ତର ଜୟନ୍ତ...

ଆଜି ସକାଳ ସାଢ଼େ ୧୦ଟାରେ ଆକାଶବାଣୀରେ ଶୁଣନ୍ତୁ ରେଡିଓ ଧାରାବାହିକ ‘କେତେ ନୂଆବାଟ’ର ଚତୁର୍ଥ ସଂସ୍କରଣ

ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ରେ ଏକ ସମୟରେ ପ୍ରସାରଣ କରୋନା ଯୋଦ୍ଧା ଡାକ୍ତର,...

ଜାଣିଛନ୍ତି କି?: ସ୍ୱାଦ ଓ ଗନ୍ଧ ବାରିନପାରିବା ମଧ୍ୟ କରୋନାର ଲକ୍ଷଣ ହୋଇପାରେ

ଯଦି ଆପଣ ଖାଦ୍ୟର ସ୍ୱାଦ ଜାଣିପାରୁ ନାହାନ୍ତି ଓ ଗନ୍ଧ ବାରି ପାରୁ ନାହାନ୍ତି, ତେବେ ଆପଣ କରୋନା ପରୀକ୍ଷା କରାଇନେବା ଜରୁରୀ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ-୧୯ ବା କରୋନା...