Corona Update

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ଥିଲେ କୌଣସି ଭୂତାଣୁ ସହଜରେ ମଣିଷ ଶରୀରରେ ପ୍ରବେଶ କରିପାରେ ନାହିଁ। କରୋନାର ଦ୍ୱିତୀୟ ଲହରୀ ଏବେ ଦାଉସାଧୁଥିବା ବେଳେ ବିଶେଷଜ୍ଞମାନେ ନିଜର ରୋଗ ପ୍ରତିରୋଧକାରୀ ଶକ୍ତିକୁ...

ଦେଶରେ ୨ଲକ୍ଷ ପାର୍‌ କରୋନା ସଂକ୍ରମଣ, ୧୦୩୮ ମୃତ

ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ, ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ଚଳିତ ବର୍ଷ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଉଛି।...

କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

କରୋନା ସମୟରେ ସମସ୍ତେ ଚାପଗ୍ରସ୍ତ କାହିଁକି ନା ମହାମାରୀର ରୂପ ଭୟଙ୍କର ହେଉଛି। ତେଣୁ କେବେବି ଏଭଳି ପରିସ୍ଥିତି ସାମ୍ନା କରିନଥିବା ଯୁବପିଢ଼ି ଚାପଗ୍ରସ୍ତ ହେବା ସ୍ୱାଭାବିକ କଥା।  ସ୍କୁଲରେ ସାଙ୍ଗସାଥୀଙ୍କ ସହ ପାଠପଢ଼ିବା...

ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। କରୋନା ଲେଉଟାଣି ପରେ ପ୍ରଥମ ଥର ପାଇଁ ଆଜି ରାଜ୍ୟରୁ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।...

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

https://www.youtube.com/watch?v=ewwnMaNA2BE ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ସ୍ଥିତି ଓ ଏହାର ନିରାକରଣ ସମ୍ପର୍କରେ ସ୍ୱାସ୍ଥ୍ୟପ୍ଲସ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର...

କରୋନାର ଦ୍ୱିତୀୟ ଲହରୀ: ଅଫିସ୍‌ରେ କିପରି ରହିବେ ସୁରକ୍ଷିତ?

ଥମିବାର ନାଁ ନେଉନି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏହିଭଳି ସ୍ଥିତିରେ ଅନେକ ଲୋକଙ୍କୁ ଅଫିସ୍ ଯିବାକୁ ପଡ଼ୁଥିବ। ତେବେ ଅଫିସ୍‌ରେ କିପରି ନିଜକୁ ସୁରକ୍ଷିତ ରଖିବେ ଜାଣନ୍ତୁ।   ସାବଧାନତା...

କରୋନା ଦ୍ୱିତୀୟ ଲହରୀରେ ଅଧିକ ଆକ୍ରାନ୍ତ ଶିଶୁ – ଜାଣନ୍ତୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ?

କରୋନାର ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରଥମ ଲହରୀଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଦ୍ୱିତୀୟ ଲହରୀ ସଂକ୍ରମଣରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ରିଲାଏନ୍ସ ହସ୍ପିଟାଲ ଓ ଫୋର୍ଟିସ ହସ୍ପିଟାଲର...

ଦେଶରେ କରୋନା ସ୍ଥିତି – ଗତ ୨୪ଘଣ୍ଟାରେ ୮୭୯ ମୃତ

ଦେଶରେ କରୋନା ସ୍ଥିତି କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଛନ୍ତି ଲକ୍ଷାଧିକ କରୋନା ପଜିଟିଭ୍। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୂତାବକ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୧ ହଜାର...

ରାଜ୍ୟରେ ଦିନକରେ ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ କରୋନା ସ୍ଥିତି ବେକାବୁ ହେଲାଣି। ଆଜି ରାଜ୍ୟରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୩୫ ଜଣ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୭୪୯...

କରୋନା ସଂକ୍ରାନ୍ତୀୟଙ୍କ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର ଏବଂ...

ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ଟିକା ସ୍ଫୁଟନିକ୍ ଭି’କୁ ମିଳିଲା ମଞ୍ଜୁରୀ

ବର୍ତ୍ତମାନ ସାରା ଦେଶରେ କରୋନା ଟିକାର ଅଭାବ ଦେଖାଦେଇଛି। ଏହି ସମୟରେ ଟିକାକୁ ନେଇ ଖୁସି ଖବର ଆସିଛି। ଋଷ୍ ପ୍ରସ୍ତୁତ କରୋନା ଟିକା ସ୍ଫୁଟନିକ୍ ଭି’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ...

ବାଲେଶ୍ୱର ଇମାମୀ ପେପର ମିଲରୁ ଦିନକରେ ୧୦୧ କରୋନା ପଜିଟିଭ୍

‌ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ବାଲେଶ୍ୱରରୁ ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଇମାମୀ...

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା – ଦିନକରେ ୧୭୪୧ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକରେ ଦୁଇ ହଜାରକୁ ମୁହାଁଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୧୫ଜଣ...

ଦେଶରେ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ ୬୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୮ହଜାର ୯୧୨ନୂଆ...

ଜାଣନ୍ତୁ, କରୋନାର ନୂଆ ଲକ୍ଷଣ କ’ଣ? କେମିତି ରହିବେ ସତର୍କ

ନୂଆ ନୂଆ ରୂପରେ କରୋନା ଏବେ ସାଂଘାତିକ ହେବାକୁ ଲାଗିଲାଣି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି। ଭାଇରସର ନୂଆ ରୂପ ଅଧିକ ସଂକ୍ରାମକ...

ଏପ୍ରିଲ ୧୨ରୁ କରୋନା ନିୟମ କଡ଼ାକଡ଼ି – ବାହାର ରାଜ୍ୟରୁ ଓଡ଼ିଶା ଆସିଲେ ଆର୍‌ଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଉପର ମୁହାଁ ହେଲାଣି କରୋନା ଭୂତାଣୁ। ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ  କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଦେଶରେ କରୋନାରେ...

ପୁଣି ବ୍ୟାପିଲା କରୋନା ସଂକ୍ରମଣ – ଦିନକରେ ୭୯୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଦେଶରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦୈନିକ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ...

ରାଜ୍ୟରେ ଦିନକରେ ୧୩୭୪ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ...

କରୋନାର ଦ୍ୱିତୀୟ ଲହରି – ଦିନକରେ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ କୋଭିଡ୍‌ର ଦ୍ୱିତୀୟ ଷ୍ଟ୍ରେନ ପାଇଁ ଭୟ ବଢୁଥିବା ବେଳେ ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ଖବର ଅନୁସାରେ...

‘‘କରୋନାର ଔଷଧ ନୁହେଁ କରୋନିଲ’’

କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ କରୋନିଲକୁ କୌଣସି ମାନ୍ୟତା ଦେଇନାହିଁ WHO। ଆୟୁର୍ବେଦ କମ୍ପାନି ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଔଷଧ ‘କରୋନିଲ’ ଉପରେ ଆଇଏମ୍‌ଏ (ଭାରତୀୟ ଚିକିତ୍ସା ସଙ୍ଘ) ପ୍ରଶ୍ନ ଉଠାଇଛି।...

କିଏ ନେଇପାରିବେ କରୋନା ଟିକା?

https://www.youtube.com/embed/KaAJhVek7R8 କାହିଁକି ଜରୁରୀ କୋଭିଡ୍‌ ଟିକା? କେଉଁମାନେ ନେଇପାରିବେ ଏହି ଟିକା? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା। ପ୍ରତିଷେଧକ ଟିକା (The COVID19 vaccine...

କୋଭିଡ୍‌-୧୯ ଟିକାକୁ ନେଇ କିଛି ତଥ୍ୟ ଜାଣିରଖନ୍ତୁ

କୋଭିଡ୍-୧୯ ଟିକାକରଣକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ତେବେ ଏହି ଟିକାକୁ ନେଇ କିଛି ତଥ୍ୟ ଜାଣିରଖନ୍ତୁ। କମ୍‌ ଦିନ ମଧ୍ୟରେ ତିଆରି ହୋଇଥିବା ଟିକା ନିରାପଦ କି? ଦେଶର ନିୟାମକ...

କୋଭିଡ୍‌ ଟିକା ନେବା ପାଇଁ କେମିତି କରିବେ ପଞ୍ଜୀକରଣ?

ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ପଡ଼ିବ? କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ‘କୋ-ୱିନ୍’ ଆପ୍ କ’ଣ ଓ...

କେଉଁମାନେ ନେଇପାରିବେ କରୋନା ଟିକା?

ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌। ଲିଙ୍କରେ କ୍ଲିକ୍‌ କରନ୍ତୁ:https://bit.ly/SubscribeToSwasthyaPlusOdia ଶନିବାର ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍‌ ଟିକାକରଣ। ଏହି ଟିକାକରଣ ଅଭିଯାନରେ କେଉଁମାନେ ସାମିଲ ହେବେ, କେଉଁମାନଙ୍କୁ ଏଥରୁ ବାଦ୍‌...