Corona Update

ରାଜ୍ୟରେ ଦିନକରେ ୪୮୫୧ନୂଆ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣର ହାର ବଢ଼ିବାରେ ଲାଗିଛି। କିଛିଦିନ ହେବ ରାଜ୍ୟରୁ ଦୈନିକ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର...

ଜ୍ୱର ଓ ଆଇସୋଲେସନ୍‌ ପାଇଁ ହସ୍ପିଟାଲରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ହସ୍ପିଟାଲ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ। ପ୍ରତ୍ୟେକ...

ଘରେ କେହି କୋଭିଡ୍ ସଂକ୍ରମିତ ହେଲେ କେମିତି ନେବେ ଯତ୍ନ? – ଜାଣନ୍ତୁ WHOର ପରାମର୍ଶ

ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯଦି ପରିବାରରେ କେହି କରୋନାରେ ପୀଡ଼ିତ ହୁଅନ୍ତି ତା’ହେଲେ କ’ଣ କରିବେ? କେମିତି ତାଙ୍କର ଯତ୍ନ ନେବେ? ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ ଜାଣନ୍ତୁ। ସଂକ୍ରମିତଙ୍କୁ...

‘୧୯୨୯’କୁ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ହେଲ୍‌ପଲାଇନ୍ ନମ୍ବର...

ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ?

ମେ’ ୧ରୁ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଜାଣନ୍ତୁ, ପଞ୍ଜୀକରଣ କେମିତି କରିବେ? ଦେଶବ୍ୟାପି କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି। ଆସନ୍ତା ମେ’ ୧ରୁ ଦେଶରେ...

କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

କରୋନାର ଦ୍ୱିତୀୟ ଲହରରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ହେଲେ ସମସ୍ତେ ମିଳିମିଶି ଯୁଦ୍ଧ କରିବାକୁ ହେବ। ଏହି ଭୂତାଣୁକୁ ରୋକିବା ପାଇଁ ହେଲେ କୋଭିଡ୍‌ ସମ୍ବନ୍ଧୀୟ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ...

ରାଜ୍ୟରେ ୪୭୬୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟୁଛି। ଗତ ୨୪ଘଣ୍ଟାରେ ରାଜ୍ୟରେ...

ଦେଶରେ ୨,୫୯,୧୭୦ ନୂଆ କରୋନା ସଂକ୍ରମଣ, ୧୭୬୧ ମୃତ

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଲଗାତାର ୨ଲକ୍ଷରୁ ଊର୍ଦ୍ଧ୍ୱ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ...

ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା

ମେ’ ୧ରୁ ଦେଶର ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ଟିକାକରଣକୁ ନେଇ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ – କ’ଣ ରହିଛି ଲକ୍ଷଣ ଓ କେମିତି ରହିବେ ସତର୍କ?

କରୋନାର ଦ୍ଵିତୀୟ ଲହର ଏବେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି। ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଆସନ୍ତୁ ଜାଣିବା କରୋନାର ନୂଆ ରୂପର ଲକ୍ଷଣ ସବୁ କ’ଣ? ଦେହ ହାତ ଅବଶ...

କରୋନା ସମ୍ବନ୍ଧୀୟ ସୂଚନା ପାଇବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର

୧୯୨୯’କୁ କଲ୍ କଲେ ମିଳିବ କରୋନା ସମ୍ବନ୍ଧୀୟ ସୂଚନା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ...

ଦ୍ରୁତଗତିରେ କାହିଁକି ବଢ଼ୁଛି କରୋନା?

ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ସତର୍କ କରାଇଲେ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ଦେଶରେ ଦ୍ୱିତୀୟ ଲହରରେ କରୋନା ଅଧିକ ସଂକ୍ରମକ ହୋଇପଡ଼ିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ...

ବଢ଼ୁଛି କରୋନା ସଂକ୍ରମଣ – ଦିନକରେ ସର୍ବାଧିକ ୪୪୪୫ ପଜିଟିଭ୍ ଚିହ୍ନଟ

ଓଡ଼ିଶାରେ କରେନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ଭୟଙ୍କର ଦିଗକୁ ଗତି କରୁଛି। ପ୍ରତିଦିନ ପଜିଟିଭ୍ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ...

ଦେଶରେ ତିନି ଲକ୍ଷ ମୁହାଁ ସଂକ୍ରମଣ, ୧୬୧୯ ମୃତ

ଦିନକୁ ଦିନ ଦେଶରେ ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୭୩ହଜାର...

ଜାଣନ୍ତୁ, ରାଉରକେଲାରେ କୋଭିଡ୍‌ ପରୀକ୍ଷା ଓ ଚିକିତ୍ସା କେଉଁଠି କରିବେ?

ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା...

କୋଭିଡ୍‌ ଦ୍ୱିତୀୟ ଲହରି – ପିଲାଙ୍କୁ କିପରି ରଖିବେ ସୁରକ୍ଷିତ?

କୋଭିଡ୍‌ ଦ୍ୱିତୀୟ ଲହରିରେ ଅଧିକରୁ ଅଧିକ ଶିଶୁ ସଂକ୍ରମଣ ହେଉଛନ୍ତି। କରୋନାର ସଂକ୍ରମଣଠାରୁ ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ, ଆସନ୍ତୁ ଜାଣିବା। କୋଭିଡ୍‌ର ପ୍ରଥମ ଲହରିରେ ଅଧିକାଂଶ ବୟସ୍କ ଲୋକମାନେ ଶିକାର ହେଉଥିଲେ। ହେଲେ...

କରୋନା ସଂକ୍ରମିତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ – ଅଭିଭାବକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

ଦ୍ୱିତୀୟ ଲହରି କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା...

ରାଜ୍ୟରେ ଦିନକରେ ୩୧୪୪ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। ଲଗାତାର ଦୁଇ ଦିନ ହେବ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ୩୧୪୪ କରୋନା...

ଦେଶରେ ଭୟଙ୍କର ରୂପ ନେଉଛି କରୋନା – ଦିନକରେ ୨ଲକ୍ଷ ପାର୍

ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲଗାତର ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ...

ପୁଣି କାହିଁକି ବଢୁଛି କରୋନା?

https://www.youtube.com/watch?v=M38TZjcLr2k&t=113s କୋଭିଡର ନୂଆ ଲକ୍ଷଣ କୋଭିଡ୍‌ର ନୂଆ ଷ୍ଟ୍ରେନଠାରୁ କିପରି ରହିବେ ସୁରକ୍ଷିତ? ବ୍ରିଦିଙ୍ଗ ଏକ୍ସରସାଇଜ୍ କେତେ ଭଲ? କରୋନାରେ ଆକ୍ରାନ୍ତ ହେଲେ କ’ଣ କରିବେ? ଡାକ୍ତରଙ୍କ ପରାମର୍ଶ  ପୁଣି କାହିଁକି ବଢ଼ୁଛି କରୋନା ଓ ଏଥିରୁ କିପରି ରହିବେ ସୁରକ୍ଷିତ?...

‘‘କରୋନା ଦ୍ୱିତୀୟ ଲହରିରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ ଓ ଶିଶୁ’’

କରୋନାର ଦ୍ୱତୀୟ ଷ୍ଟ୍ରେନ୍‌ରେ ଯୁବକମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି - ଡାକ୍ତର ବିଜୟ ପାଣିଗ୍ରାହୀ। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏପରିକି ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ ମାମଲା...

ଲଗାତର ଦୁଇ ଦିନ ହେଲା ଦେଶରେ କରୋନା ସଂକ୍ରମଣ ୨ ଲକ୍ଷ ପାର୍

‌ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଛି। ଲଗାତର ଦୁଇ ଦିନ ହେଲା ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ...

କରୋନା ବେଳେ ଡାଏବେଟିସ୍‌ ରୋଗୀ କିଭଳି ରହିବେ ସତର୍କ?

ସମଗ୍ର ବିଶ୍ୱକୁ କବଳିତ କରି ରଖିଛି କରୋନା ମହାମାରୀ। ବର୍ତ୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ହୁ ହୁ ହୋଇ ବଢ଼ିଚାଲିଛି। ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଯେଉଁମାନଙ୍କର ପୂର୍ବରୁ କୌଣସି ସ୍ୱାସ୍ଥଗତ...

ରାଜ୍ୟରେ କରୋନା ସ୍ଥିତି – ଦିନକରେ ୨୯୮୯ ପଜିଟିଭ୍

ଓଡ଼ିଶାରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ ସଂକ୍ରମଣ ବଢ଼ିବା ସଙ୍ଗେସଙ୍ଗେ ରାଜ୍ୟରେ ମଧ୍ୟ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ...