Corona Update

‘ଘରେ ବାହାରେ ସବୁଠି ମାସ୍କ ପିନ୍ଧନ୍ତୁ’

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେମିତି ପିନ୍ଧିବେ ଡବଲ ମାସ୍କ? ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ...

କରୋନା ସମୟରେ କେମିତି ନେବେ ବୟସ୍କଙ୍କ ଯତ୍ନ?

କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ତାହା ସମସ୍ତଙ୍କ ଚିନ୍ତାରେ ପକାଇଛି। ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ ଯତ୍ନ...

ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଲେ କ’ଣ କରିବେ?

ଆସନ୍ତୁ ଜାଣିବା ପ୍ରୋନିଂ କ’ଣ? ଏହାକୁ କେମତି କରିବେ? କୋଭିଡ୍‌ ଆକ୍ରାନ୍ତଙ୍କୁ ଏହା କିଭଳି ସାହାଯ୍ୟ କରିବ। କୋଭିଡ୍‌ ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ତଥା ଯେଉଁମାନଙ୍କଠାରେ କୋଭିଡ୍‌ର ସାମାନ୍ୟ ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ସଙ୍ଗରୋଧରେ...

ରାଜ୍ୟରେ ଦିନକରେ ୬ହଜାରରୁ ଅଧିକ କରୋନା ପଜିଟିଭ୍‌, ୯ ମୃତ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟରୁ ଏବେ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ...

କରୋନା ବେଳେ ମଧୁମେହ ରୋଗୀ କିଭଳି ରହିବେ ସତର୍କ?

କରୋନା ମହାମାରୀର ବଢ଼ୁଥିବା ପ୍ରଭାବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଛି। ମଧୁମେହ ବା ଡାଏବେଟିସ ରୋଗରେ ପୀଡ଼ିତ ରୋଗୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ। ସେଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଯତ୍ନ ନେବା ଦରକାର...

ଟିକିଏ ସତର୍କତା – କରୋନାରୁ ଦୂରତା

୨୦୨୦ ମସିହାରେ ଆରମ୍ଭ ହୋଇଥିବା ମହାମାରୀ କରୋନା ଏବେ ପୁଣି ନିଜର ତାଣ୍ଡବ ରଚାଉଥିବା ବେଳେ ଏହାଠାରୁ ବର୍ତ୍ତିବାର ଏକ ମାତ୍ର ଉପାୟ ହେଉଛି ସତର୍କତା। କରୋନାକୁ ନେଇ ବ୍ୟସ୍ତ ବିବ୍ରତ ନ ହୋଇ,...

ଆଜି ସନ୍ଧ୍ୟା ୭ଟାରେ ସ୍ୱାସ୍ଥ୍ୟପ୍ଲସ୍‌ର #AskDoctor କାର୍ଯ୍ୟକ୍ରମ

ଆଜି ସନ୍ଧ୍ୟା ୭ଟାରେ ସ୍ୱାସ୍ଥ୍ୟ ପ୍ଲସ୍ ଫେସବୁକ ପେଜରେ ଦେଖନ୍ତୁ #AskDoctor ଲାଇଭ ସିରିଜ୍। ଆଜିର ବିଷୟ ହେଉଛି କରୋନା ବିରୋଧରେ କିପରି ଲଢ଼ିବା ଏବଂ ରୋଗପ୍ରତିରୋଧକ ଶକ୍ତି କିପରି ମଜଭୁତ କରିବା। ସ୍ୱାସ୍ଥ୍ୟ...

କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କର କେମିତି ନେବେ ଯତ୍ନ?

ଅଧିକ ପଢ଼ନ୍ତୁ: କରୋନା ଦ୍ୱିତୀୟ ଲହରୀରେ ଅଧିକ ଆକ୍ରାନ୍ତ ଶିଶୁ – ଜାଣନ୍ତୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ? କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରେ ଅଧିକରୁ...

କୋଭିଡ୍‌ ଟିକା ନେବା ପାଇଁ ଆରୋଗ୍ୟ ସେତୁ ଆପ୍‌ରେ କେମିତି କରିବେ ପଞ୍ଜୀକରଣ?

ଅଧିକ ପଢ଼ନ୍ତୁ: ମେ’ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ କରୋନା ଟିକା – ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ? କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଥିବା ବେଳେ ମେ’...

ରାଜ୍ୟରେ ତୃତୀୟ ଦିନରେ ୬ ହଜାର ଟପିଲା କରୋନା ସଂକ୍ରମଣ, ୮ ମୃତ

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୬୪୭...

ଜାଣନ୍ତୁ, କେମିତି ପିନ୍ଧିବେ ଡବଲ ମାସ୍କ?

ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କାଢ଼ା – କେମିତି କରିବେ ପ୍ରସ୍ତୁତ? ଗୋଟେପଟେ କରୋନା ମହାମାରୀର ଭୟାଭୟତା ବଢ଼ିବାରେ ଲାଗୁଥିବା ବେଳେ ଅନ୍ୟପଟେ ଏହି ମହାମାରୀଠାରୁ କିଭଳି ରକ୍ଷା...

ଟ୍ରିପଲ ମ୍ୟୁଟାଣ୍ଟ ଭାଇରସ୍‌ କ’ଣ?

ଦେଶରେ କରୋନା ସ୍ଥିତି ଗମ୍ଭୀର ଥିଲାବେଳେ କୋଭିଡ୍‌ର ଟ୍ରିପଲ ମ୍ୟୁଟାଣ୍ଟ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କାରଣ କୋଭିଡ୍‌ର ଏହି ଭାରିଏଣ୍ଟ ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କାଢ଼ା – କେମିତି କରିବେ ପ୍ରସ୍ତୁତ?

କରୋନାର ଦ୍ଵିତୀୟ ଲହରି ପୂର୍ବ ଅପେକ୍ଷା ବେଶୀ ଭୟାନକ ହେଲାଣି। ଏଥରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରି...

ସଙ୍ଗରୋଧରେ ଥିଲେ କ’ଣ କରିବେ ଓ କ’ଣ ନାହିଁ?

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଅନୁସାରେ ସାଧାରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଘରେ ସଙ୍ଗରୋଧରେ ରହି ସୁସ୍ଥ ହୋଇପାରିବେ। ତେଣୁ ଆପଣ ଯଦି କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଘରେ ସଙ୍ଗରୋଧରେ ଅଛନ୍ତି ତେବେ...

ଟେଲି କନ୍‌ସଲ୍‌ଟେସନ୍ ସେବା ‘ଇ-ସଂଜୀବନୀ’: କୋଭିଡ୍ ବେଳେ ରୋଗୀମାନେ ପାଇବେ ବିଶେଷଜ୍ଞଙ୍କ ପରାମର୍ଶ

କୋଭିଡ୍ ସମୟରେ ରୋଗୀମାନେ ଦୂର ଦୂରାନ୍ତକୁ ନଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରମାନଙ୍କଠାରୁ ଚିକିତ୍ସା ପରାମର୍ଶ ପାଇ ପାରିବେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ‘ଇ-ସଂଜୀବନୀ’ ସେବା ମାଧ୍ୟମରେ...

କୋଭିଡ୍‌ ସମ୍ବନ୍ଧୀୟ ସୂଚନା ପାଇଁ ବିଭିନ୍ନ ଜିଲ୍ଲା ପକ୍ଷରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି

କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦେଖି ଓଡ଼ିଶାର ସମସ୍ତ ଜିଲ୍ଲା ପକ୍ଷରୁ କୋଭିଡ୍‌ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। କରୋନା ମହାମାରୀ ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇବା ପାଇଁ ନାଗରିକମାନେ ଏହି ନମ୍ବରକୁ ଯୋଗାଯୋଗ...

କୋଭିଡ୍‌ ରୋଗୀଙ୍କର ଯତ୍ନ ନେଉଥିଲେ, ଜାଣିରଖନ୍ତୁ

ଘରେ କେହି କୋଭିଡ୍‌ରେ ଆକ୍ରାନ୍ତ ହେଲେ ବା କୋଭିଡ୍‌ର କୌଣସି ଲକ୍ଷଣ ଦେଖାଦେଲେ, ତାଙ୍କର କିଭଳି ଯତ୍ନ ନେବେ ଜାଣନ୍ତୁ। ଅଲଗା ରୁମ୍‌ରେ ରହନ୍ତୁ କରୋନାରେ ପୀଡ଼ିତ ଏବଂ ସାଧାରଣ ଲକ୍ଷଣ ଅନୁଭବ କରୁଥିବା ରୋଗୀମାନେ...

ଭୁବନେଶ୍ୱରର ୪ କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି

କୋଭିଡ୍‌ର ଦ୍ରୁତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୪ଟି କୋଭିଡ୍‌ ହସ୍ପିଟାଲ ପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାର...

ରାଜ୍ୟରେ ଦିନକରେ ୬ ହଜାର ଟପିଲା ସଂକ୍ରମଣ, ୭ ମୃତ

ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ୬୧୬୪ ନୂଆ...

କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ପ୍ରଶ୍ୱାସ ନେବା (Breath In) ଓ ନିଶ୍ୱାସ ଛାଡ଼ିବା (Breath Out) ବ୍ୟାୟାମ। ସାଧାରଣତଃ କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ, ଯାହା ଫଳରେ କଫ ଫୁସ୍‌ଫୁସ୍‌ରେ ଭରିଯାଏ।...

କୋଭିଡ୍‌ ଦ୍ଵିତୀୟ ଷ୍ଟ୍ରେନ୍‌ଠାରୁ ନିଜକୁ ସୁରକ୍ଷିତ ରଖିବେ କିପରି?

ଅଧିକ ପଢ଼ନ୍ତୁ: କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ଦିନକୁ ଦିନ କୋଭିଡ୍‌ର ସଂକ୍ରମଣ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ଡାକ୍ତର, ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ,...

ବ୍ରହ୍ମପୁରରେ ଆରମ୍ଭ ହେଲା ଡୋର୍‌ ଟୁ ଡୋର ସ୍କ୍ରିନିଂ

କରୋନା ସଂକ୍ରମଣକୁ ରୋକିବା ପାଇଁ ଏବଂ ଚିହ୍ନଟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର୍‌ ଟୁ ଡୋର ସ୍କ୍ରିନିଂ। ବୁଧବାରଠାରୁ ଗଞ୍ଜାମର ପ୍ରତି ଘରକୁ ଘର ବୁଲି ସ୍ୱାସ୍ଥ୍ୟ...

ଭୁବନେଶ୍ୱରରେ କେଉଁଠି କରିପାରିବେ କୋଭିଡ୍‌ ଟେଷ୍ଟ?

ସାଂଘାତିକ ହେବାରେ ଲାଗିଛି କରୋନା ମହାମାରୀ। ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ପଜିଟିଭ୍‌ ସଂଖ୍ୟା। ସାଧାରଣ ଜ୍ୱର, ଥଣ୍ଡା, କାଶ କିମ୍ବା କୋଭିଡ୍‌ର ଅନ୍ୟ କୌଣସି ଲକ୍ଷଣ ଜଣାପଡ଼ିଲେ କୋଭିଡ୍‌ ପରୀକ୍ଷା କରାଇନିଅନ୍ତୁ।...

ଭୁବନେଶ୍ୱରରେ କେଉଁଠି ରହିଛି ଟିକାକରଣ କେନ୍ଦ୍ର?

ସାରା ରାଜ୍ୟରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା। ଏହାର କାୟା ବିସ୍ତାର ହେଉଥିବା ବେଳେ ଏବେ ଏକ ମାତ୍ର ସାହାରା ହେଉଛି କୋଭିଡ୍ ଭ୍ୟାକ୍ସିନ୍ ବା କୋଭିଡ୍‌ ଟିକା। ଆସନ୍ତା ମେ’...