Corona Update

ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ମୁହଁରୁ – ‘‘ମୋର ବିଶ୍ୱାସ ଥିଲା ଯେ, ମୁଁ କରୋନା ସହ ଲଢ଼ିପାରିବି’’

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ସହ ଏବେ ବି ଲଢ଼େଇ ଜାରି ରହିଛି। ହେଲେ ସୋଫିଆ ଜାଣିଛନ୍ତି, ସେ ଜିତିବେ ଓ କରୋନା ହାରିବ। ‘‘କ‘ଣ ହେଉଛି, ମୁଁ ଜାଣି ନଥିଲି। ମୁଁ ଯେତେବେଳେ...

କୋରୋନା ଭାଇରସର ଚିକିତ୍ସା କରିବା କିପରି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=gnxOM65wnpg କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। ବରିଷ୍ଠ କ୍ରିଟିକାଲ୍‌ କେୟାର ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ସାଧାରଣତଃ ରୋଗୀଙ୍କ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ 

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା...

କରୋନାର କାୟା: କେଉଁ ଭୁଲ ଯୋଗୁଁ ଇଟାଲିକୁ ଚୀନଠାରୁ ଅଧିକ କ୍ଷତି ସହିବାକୁ ପଡ଼ିଲା?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଏବେ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ହୋଇ ରହିଛି ଇଟାଲି। ଚୀନରୁ ସୃଷ୍ଟି କରୋନା ଇଟାଲିରେ ରଚୁଛି ତାଣ୍ଡବ। ଚୀନର ଉହାନରୁ ସୃଷ୍ଟି ହୋଇଥିବା ଭାଇରସ୍‌ କରୋନାର ନଜର ଏବେ ପୂରା...

କରୋନା ଆକ୍ରାନ୍ତ କହିଲେ ତାଙ୍କ ଅନୁଭୂତି: ‘ଭୟଭୀତ ନ ହୋଇ, ସାମ୍ନା କର’

ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ   ‘‘ସଚେତନତା ହିଁ କରୋନା ଭଳି ମାରାତ୍ମକ ଭାଇରସରୁ ମୁକ୍ତି ଦେଇପାରିବ। ଭୟଭୀତ ନ ହୋଇ ନିଜକୁ ସେଲ୍ଫ ଆଇସୋଲେସନ୍‌ରେ ରଖନ୍ତୁ, ଫଳରେ ଏହି ଭାଇରସ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ ହେବ...

ଲକଡାଉନ ପାଇଁ ଘରେ ଅବସାଦରେ ଅଛନ୍ତି କି? କରନ୍ତୁ ଏହି କାମ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ସମୟ ମଧ୍ୟରେ...

ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ

ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି।...

ୱାର୍କ ଫ୍ରମ୍ ହୋମ୍ କରୁଥିଲେ କ’ଣ କରିବେ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କର୍ମକ୍ଷେତ୍ରଠୁ ଆରମ୍ଭ କରି ବ୍ୟାପାର ବାଣିଜ୍ୟ ପର୍ଯ୍ୟନ୍ତ ସବୁଠି ପଡ଼ିଛି କରୋନା ଭାଇରସ (କୋଭିଡ୍-୧୯) ର ପ୍ରଭାବ। ଏହି ମହାମାରୀକୁ ରୋକିବା ପାଇଁ ପୁରା ଦେଶରେ ବନ୍ଦ ଡାକରା...

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?

ନୀଳାମ୍ବର ରଥ କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା ଘରେ...

କରୋନା ପାଇଁ ଘରବନ୍ଦୀ – କେମିତି କାଟିବେ ସମୟ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଏବେ ଘରୁ ବାହାରିବା ମୁସ୍କିଲ। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି।...

ଅଫିସରେ କରୋନା ପରିଚାଳନା କରିବା କିପରି?

ବର୍ତ୍ତମାନ କରୋନା ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ କୌଣସି ଛୋଟ ହେଉ କି ବଡ଼ କୌଣସି କାର୍ଯ୍ୟାଳୟରେ କର୍ମଚାରୀମାନେ କିଭଳି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତା ପ୍ରକାଶ ପାଉଛି। ଆସନ୍ତୁ ଜାଣିବା...

କରୋନା ପରାମର୍ଶ: ଘରେ ବୟସ୍କ ବ୍ୟକ୍ତିଙ୍କର କେମିତି ନେବେ କେୟାର?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା...

ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳେ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ...

କରୋନା ଭାଇରସ କେତେ ସମୟ ସକ୍ରିୟ ରହେ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ଜଣେ ସଂକ୍ରମିତ ବ୍ୟକ୍ତିର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ କରିଥାଏ। ଏହି ପ୍ରବେଶ ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିର କାଶ...

କରୋନା ଟେନ୍‌ସନ୍‌ – ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ...

ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ବ୍ୟକ୍ତି କ’ଣ କରିପାରିବେ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା, କରୋନା, କରୋନା – ଏବେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ-କରୋନା। କରୋନା ଭୂତାଣୁଜନିତ ସଂକ୍ରମଣର କୌଣସି ସଫଳ ଚିକିତ୍ସା ଉପଲବ୍ଧ ନଥିବା ବେଳେ ଏହାର ପ୍ରଭାବକୁ...

ସଚେତନ ଓ ସତର୍କ ରହିଲେ ହିଁ କରୋନା ସଂକ୍ରମଣକୁ ରୋକିହେବ – ଡାକ୍ତର ପିନାକୀ ପାଣିଗ୍ରାହୀ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ୍‌ଠାରୁ ସୁରକ୍ଷିତ ରହିବା ପାଇଁ ୩ଟି ବିଶେଷ ଦିଗ ଉପରେ ଗୁରୁତ୍ୱ ଦେଲେ ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲ୍‌ଥ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡାକ୍ତର...

କରୋନା ଭାଇରସ୍‌ (କୋଭିଡ୍‌-୧୯) ସଚେତନତା ପାଇଁ ସ୍ଵାସ୍ଥ୍ୟପ୍ଲସ୍‌ ଆଣିଲା ଫେସ୍‌ବୁକ୍‌ ମେସେଞ୍ଜରରେ ଚାଟ୍‌ବଟ୍‌

ସ୍ୱାସ୍ଥ୍ୟ ପ୍ଲସ୍ ବ୍ୟୁରୋ କରୋନା ଭାଇରସ୍‌ (କୋଭିଡ୍‌-୧୯) ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏବଂ ବିଭିନ୍ନ ମିଡିଆ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ଅବସରରେ ଓଡ଼ିଆ ସ୍ୱାସ୍ଥ୍ୟ ପୋର୍ଟାଲ ‘ସ୍ଵାସ୍ଥ୍ୟପ୍ଲସ୍‌’ ଫେସ୍‌ବୁକ୍‌ରେ...

କରୋନା ମହାମାରୀର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବା ଜରୁରୀ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ବିଶ୍ୱ ତମାମ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ବିଭିନ୍ନ ପର୍ଯ୍ୟାୟ ବିଷୟ ଜାଣିବା ଅତ୍ୟନ୍ତ ଜରୁରୀ। ଯେ କୌଣସି ମହାମାରୀର ଚାରୋଟି ପର୍ଯ୍ୟାୟ...

ସ୍ୱାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ କି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ହଁ। ଯେହେତୁ ସେମାନେ ରୋଗୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସନ୍ତି ତେଣୁ ସେମାନଙ୍କୁ କରୋନା ଭାଇରସ ଅଧିକ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ଡାକ୍ତର, ନର୍ସ ବା ଅନ୍ୟ...

କରୋନାକୁ ନେଇ ଗୁଜବ – ଜାଣନ୍ତୁ ସଠିକ ତଥ୍ୟ

ଦିନକୁ ଦିନ କରୋନା ଭାଇରସ ଯେତିକି ଆତଙ୍କ ସୃଷ୍ଟି କରୁଛି ଏହାକୁ ନେଇ ଲୋକଙ୍କ ମଧ୍ୟରେ ସେତିକି ଭ୍ରାନ୍ତ ଧାରଣା ମଧ୍ୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରୁ ଏହି...

ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ହେବ ନାହିଁ କି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଡାକ୍ତରଙ୍କ କହିବା କଥା ହେଲା ଯେ କୌଣସି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ତେବେ କରୋନା ସଂକ୍ରମିତ ବା କରୋନା ଆଶଙ୍କା କରାଯାଉଥିବା ବ୍ୟକ୍ତି ମାସ୍କ...

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ଆପଣଙ୍କ ଘରେ, ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶ କଲା ବେଳେ ହାତ...

ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ କ’ଣ କରିବେ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କ୍ୱାରେଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା। ଯଦି ଆପଣ କୌଣସି...