Corona Update

ଜରୁରୀକଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାମିଲା କରନ୍ତୁ। କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। https://www.youtube.com/playlist?list=PLI0zWE2pkn8BdYXmTpXdiiOyud0GAGNXL କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ...

କରୋନା ଭାଇରସ ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ (COVID – 19), ଏହାର ସଂକ୍ରମଣ, ଚିକିତ୍ସା ଓ ଏହାକୁ ମୁକାବିଲା କରିବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର... (ପ୍ରସ୍ତୁତି:...

କରୋନା ଭାଇରସ୍ ମହାମାରୀ ରୂପ ନେଉଥିବାରୁ ଲୋକେ ଭୟଭୀତ ହେଉଛନ୍ତି। କ’ଣ କଲେ ସେମାନଙ୍କର ମନ ଶାନ୍ତ ରହିବ?

ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର...

ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ବ୍ୟକ୍ତି କ’ଣ କରିପାରିବେ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/playlist?list=PLI0zWE2pkn8BdYXmTpXdiiOyud0GAGNXL କରୋନା, କରୋନା, କରୋନା – ଏବେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ-କରୋନା। କରୋନା ଭୂତାଣୁଜନିତ ସଂକ୍ରମଣର କୌଣସି ସଫଳ ଚିକିତ୍ସା ଉପଲବ୍ଧ ନଥିବା ବେଳେ ଏହାର ପ୍ରଭାବକୁ...

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବେ କେମିତି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତା, ପରିଚ୍ଛନ୍ନତା ଏବଂ ହାତଧୁଆଠାରୁ ବଡ଼ ଔଷଧ କିଛି ନାହିଁ । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ସାମାଜିକ ଦୂରତା ଓ...

ଓ୍ୱାର୍କ ଫ୍ରମ୍‌ ହୋମର ଉଠାନ୍ତୁ ଫାଇଦା – କାମ କଲା ବେଳେ ଘରେ ନିଅନ୍ତୁ ତ୍ୱଚାର ଯତ୍ନ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସମଗ୍ର ବିଶ୍ୱରେ କରୋନା ହାହାକାର ସୃଷ୍ଟି କରିଛି। ଭାରତରେ ଲୋକଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଲୋକଙ୍କୁ ଘରୁ କାମ କରିବାକୁ...

କରୋନାକୁ ନେଇ ସଚେତନ କରାଇଲେ ବ୍ରିଟେନର ମହିଳା ଆକ୍ରାନ୍ତ, କହିଲେ ନିଜ କାହାଣୀ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ମାରାତ୍ମକ ଭାଇରସ କରୋନା ସହ ସଂଗ୍ରାମ କରୁଛନ୍ତି ବ୍ରିଟେନର ଜେସି କ୍ଲାର୍କ। କରୋନା ସଂକ୍ରମତି ହେବା ପରେ ତାଙ୍କୁ ଅନେକ କଷ୍ଟ ହେଉଛି। ସେ ଠିକ୍ ଭାବରେ ଚଲାବୁଲା...

କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍‌ରେ ଅଛି ଅଧା ବିଶ୍ୱ। ଲକଡାଉନ୍‌ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର...

କରୋନା ମୃତକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଏପର୍ଯ୍ୟନ୍ତ କରୋନା ଭୂତାଣୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ। ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ।...

ଲକ୍‌ଡାଉନ୍‌ – ଘରେ ବସି ରହିଥିବାରୁ ଟେନସନ୍‌ କି? କରନ୍ତୁ ଏହି କାମ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକଙ୍କୁ ନିଜ ଘରେ ରହି ଏହି ବିଶ୍ୱସ୍ତରୀୟ ମହାମାରୀ ସହିତ ଲଢିବାକୁ...

ସବୁ ରାଜ୍ୟରେ ପଶିଲା ମହାମାରୀ କରୋନା, ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଭାରତରେ କରୋନା ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶର ୨୮ଟି ରାଜ୍ୟରେ କରୋନା ପଶିଯାଇଛି। ସରକାରୀ ତଥ୍ୟ ଅନୁସାରେ ଏ ଯାଏଁ ୧୭୬୪ ଲୋକ...

ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ବିଦେଶରୁ ଫେରିଥିଲେ କିଭଳି ସତର୍କତା ଅବଲମ୍ବନ କରିବେ? ଜାଣନ୍ତୁ କ'ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି,...

ହୋମ କ୍ଵାରେଣ୍ଟାଇନରେ ଥିଲେ ଏହି ୭ଟି ଦିଗ ଉପରେ ଧ୍ୟାନ ଦିଅନ୍ତୁ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାରା ବିଶ୍ଵରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। କରୋନାକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। କରୋନା ଲକ୍ଷଣ ଦେଖାଗଲେ କିମ୍ବା କରୋନା ସଂକ୍ରମିତ ସ୍ଥାନରୁ ଫେରିଥିଲେ...

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି...

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ'ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ...

କରୋନାକୁ ଜିଣିଲେ: ସୁସ୍ଥ ହେଲେ ୯୩ ବର୍ଷୀୟ ବୃଦ୍ଧ ଓ ୮୮ ବର୍ଷୀୟା ବୃଦ୍ଧା

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାକୁ ହରାଇଲେ ଦୁଇ ବୃଦ୍ଧ। ଯେଉଁଠି ଗବେଷକମାନେ କହୁଛନ୍ତି କରୋନା ଭାଇରସ ବୃଦ୍ଧଙ୍କ କ୍ଷେତ୍ରରେ ଅଧିକ କ୍ଷତିକାରକ, ସେଇଠି ୯୩ ବର୍ଷୀୟ ଥୋମାସ୍‌ ଓ ତାଙ୍କ ପତ୍ନୀ ୮୮...

WHOର ପରାମର୍ଶ – ସ୍ୱାସ୍ଥ୍ୟ ପାଇଁ ୩୦ ମିନିଟ୍ ବ୍ୟାୟାମ ଜରୁରୀ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ସେଥିପାଇଁ ବ୍ୟାୟାମ କରିବା ଜରୁରୀ। ସାରା ବିଶ୍ୱରେ କରୋନା ଭାଇରସର ଶିକାର ହୋଇଛନ୍ତି ୭ ଲକ୍ଷରୁ ଅଧିକ...

ଡାଇବେଟିସ୍‌ ରୋଗୀଙ୍କୁ କେତେ ବିପଦ କରୋନା ଭାଇରସ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ...

ଲକ୍‌ଡାଉନରେ ପିଲାଙ୍କୁ ଶିଖାନ୍ତୁ ନୂଆ କଥା

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କୋରାନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ...

ଲକଡାଉନ ପାଇଁ ପାର୍ଲର ବନ୍ଦ – ଘରେ ନିଅନ୍ତୁ ତ୍ୱଚାର ଯତ୍ନ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଲକଡାଉନ ପାଇଁ ସାରାଦେଶ ବନ୍ଦ। ସବୁଠି ପାର୍ଲର ମଧ୍ୟ ବନ୍ଦ। ଏଣୁ ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା ପାଇଁ ଏହା ହିଁ ଠିକ୍‌ ସମୟ। ଘରୋଇ ଉପାୟରେ ତ୍ୱଚାର...

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ ଭାଇରସ ଦ୍ଵାରା...

ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ। କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ...

ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ କ’ଣ ଓ ଏହା କାହାକୁ କରିବାକୁ ହେବ?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ। ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ...