Health & Wellness

କଲେରାରୁ କେମିତି ରହିବେ ସୁରକ୍ଷିତ?

ସାରା ବିଶ୍ୱର ଏକ ମାରାତ୍ମକ ସ୍ୱାସ୍ଥ୍ୟ ସଙ୍କଟ କଲେରା। ପ୍ରତି ବର୍ଷ ବର୍ଷା ଦିନେ - ସେପ୍ଟେମ୍ବର ମାସରେ ଓଡ଼ିଶାରେ କଲେରା ବ୍ୟାପିବାର ଦେଖା ଯାଇଥାଏ। ଏହାର ଚିକିତ୍ସା ନକଲେ ମାତ୍ର କିଛି...

ବର୍ଷାଋତୁରେ ନିଜକୁ ସୁସ୍ଥ ରଖିବାର ସରଳ ଉପାୟ

ପଲ୍ଲବୀ ସାବତ ବର୍ଷାଋତୁରେ ବିଭିନ୍ନ ପ୍ରକାରର ଜଳବାହିତ ରୋଗ ଏବଂ ସଂକ୍ରମଣ ହୋଇଥାଏ। ତେଣୁ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟଗୁଡ଼ିକ ନିମ୍ନରେ ପ୍ରଦତ୍ତ: ଖାଦ୍ୟ ରାନ୍ଧି ଗରମ ଗରମ ଖାଆନ୍ତୁ।ପ୍ରୋଟିନଯୁକ୍ତ ଖାଦ୍ୟର ଅଧିକ ବ୍ୟବହାର...

‘ବିଶ୍ୱ ହୃଦୟ ଦିବସ’ – ହାର୍ଟକୁ ସୁସ୍ଥ ରଖିବେ କେମିତି?

https://youtu.be/y7B7kdrt7rw ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’(World heart day) ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ...

ପୁଷ୍ଟିରେ ଭରପୂର ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି – କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ।  ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ...

ଜଣେ ବ୍ୟକ୍ତିଙ୍କ ଚକ୍ଷୁଦାନ ଦୁଇ ଜଣ ବ୍ୟକ୍ତିଙ୍କୁ ଆଲୋକ ଦେଇପାରେ

https://youtu.be/araKPwCXE70 ସ୍ଵଚ୍ଛପଟଳ ଅନ୍ଧତ୍ଵ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଦୁନିଆ ଦେଖାଇବାରେ ସହାୟ ହେଉଛି ‘କର୍ନିଆ ଟ୍ରାନ୍ସପ୍ଲାଣ୍ଟ’। କର୍ନିଆ ବା  ସ୍ୱଚ୍ଛପଟଳଜନିତ ଦୃଷ୍ଟିହୀନତା ଏକ ସାଧାରଣ ଦୃଷ୍ଟି ସମସ୍ୟା। ଏହା ଭାରତରେ ଅନ୍ଧତ୍ୱର ଏକ ମୁଖ୍ୟ...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି

ପଲ୍ଳବୀ ସାବତ ଆବଶ୍ୟକୀୟ ସାମଗ୍ରୀ:- ବିରିଡାଲି  - ୧ କପ୍ ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ) ମେଥି - ୧ ଚାମଚ ଲୁଣ ସ୍ୱାଦ ଅନୁଯାୟୀ ନଡ଼ିଆ କୋରା -୧ କପ୍ ଗୁଡ଼ – ୧/୩ କପ୍ ଗୋଲମରିଚ...

ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା, ଜାଣନ୍ତୁ ପ୍ରସ୍ତୁତି?

ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି? ଆବଶ୍ୟକୀୟ ସାମଗ୍ରୀ:- ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ,...

ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍‌ – ଜାଣନ୍ତୁ ଏହାର ପ୍ରସ୍ତୁତି

ପଲ୍ଲବୀ ସାବତ ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍‌। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ? ଆବଶ୍ୟକୀୟ ସାମଗ୍ରୀ ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ...

ଆଇସିୟୁରେ କେମିତି ହୁଏ ଚିକିତ୍ସା?

https://youtu.be/x6SeYi0kLHM ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ। ଆଇସିୟୁ...

ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପଲ୍ଳବୀ ସାବତ ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌ ଗୋଲମରିଚ – ୧୦ ଗ୍ରାମ୍‌ ବାର୍ଲି ପାଉଡର...

‘କେତେ ନୂଆ ବାଟ’ ସିଜିନ୍ ୨ – ଆଜି ଦେଖନ୍ତୁ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://twitter.com/SwasthyaPlusO/status/1423632656038731784 ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’ ଜୀବନ, ଜୀବିକା, ମହାମାରୀ –...

ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?

https://youtu.be/gexp-yZE0YM ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ...

ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ

ଅଧିକ ପଢ଼ନ୍ତୁ: ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି କି ନାହିଁ କେମିତି ଜାଣିବେ? ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ...

ଗଣ୍ଠି ଫୁଲିଯିବା, ଗଣ୍ଠି ବଙ୍କା ହୋଇଯିବା ହେଉଛି ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଲକ୍ଷଣ

https://youtu.be/wNUSGt66oAY ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ ଏହା କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଜାଣିବା । ରୁମାଟଏଡ୍ ଆର୍ଥ୍ରାଇଟିସର ଲକ୍ଷଣରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର...

ବିଶ୍ୱ ସ୍ତନ୍ୟପାନ ସପ୍ତାହ – ସ୍ତନ୍ୟପାନ ଶିଶୁ ବିକାଶର ଅନ୍ୟତମ ବିକଳ୍ପ

ସ୍ତନ୍ୟପାନ ଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପକୃତ ହୋଇଥାଆନ୍ତି। ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ସମଗ୍ର ବିଶ୍ଵର ୧୨୦ଟି ଦେଶରେ...

ଡେଙ୍ଗୁରୁ କେମିତି ରହିବେ ସତର୍କ?

https://youtu.be/7uVz2mW-XoA ଡେଙ୍ଗୁ ହେଉଛି ଭୂତାଣୁଜନିତ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ? ଡେଙ୍ଗୁ ହେଲେ କ’ଣ କ’ଣ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ...

ପିରିୟଡ୍‌ସ ବେଳେ ଅତ୍ୟଧିକ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

ପିରିୟଡ୍‌ସ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା ଦେଇକି ଗତି କରନ୍ତି। ଯେପରିକି କେତେକ ମହିଳାଙ୍କର ପିରିୟଡ୍‌ସ ବେଳେ ପେଟ ବ୍ୟଥା, ଗୋଡ଼ ହାତ ବିନ୍ଧା ଛିଟିକା ଭଳି ସମସ୍ୟା...

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍‌

ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଖାସ୍‌ କରି ବର୍ଷା ଦିନେ ଗରମାଗରମ ସୁପ୍‌...

ଟେରାପଣ କାହିଁକି ହୋଇଥାଏ? ଜାଣନ୍ତୁ ଏହାର ଚିକିତ୍ସା ବିଷୟରେ ଡାକ୍ତର କ’ଣ କହୁଛନ୍ତି

https://youtu.be/tLN_0fFYcxA ଟେରାପଣ କ’ଣ? ଏହା କାହିଁକି ହୋଇଥାଏ? ଆଖିରେ ଟେରାପଣ ହେଲେ କେଉଁ କେଉଁ ସମସ୍ୟା ହୋଇପାରେ ଏବଂ ଏହାର ଚିକିତ୍ସା ସମ୍ଭବ କି? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର...

ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା

ପଲ୍ଲବୀ ସାବତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ। ଆବଶ୍ୟକୀୟ ସାମଗ୍ରୀ ବିଟ୍‌ରୁଟ୍‌ -୨ଟାଘିଅ – ୨ ଚାମଚକ୍ଷୀର – ୩୦୦ ଗ୍ରାମ୍‌ଚିନି...

ଦାନ୍ତ ଜନିତ ସମସ୍ୟାକୁ ନେଇ ମନକୁ ଆସୁଥିବା ପ୍ରଶ୍ନ ଓ ଡାକ୍ତରଙ୍କ ଉତ୍ତର

https://youtu.be/m1tft5tL7Jo ଦାନ୍ତକୁ ନେଇ ଅନେକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି, ଯେପରିକି ଦାନ୍ତକୁ ମାଡ଼ି ମାଡ଼ି ଘଷିଲେ ଦାନ୍ତ ସଫା ହୁଏ, ଦାନ୍ତ ହଳଦିଆ ପଡ଼ିଯିବା ଖରାପ। ଏସମସ୍ତ ବିଷୟରେ ଆଲୋଚନା କରିଛନ୍ତି...

ଡେଙ୍ଗୁରୁ କେମିତି ରହିବେ ସତର୍କ

ବର୍ଷାୠତୁରେ ପ୍ରାୟତଃ ଡେଙ୍ଗୁ ଜ୍ଵର ବ୍ୟାପିଥାଏ। ଚାରିଆଡ଼େ ପାଣି ଜମୁଥିବାରୁ ଏହି ଦିନରେ ମଶା ବଂଶ ବୃଦ୍ଧି ପାଏ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ। ଡେଙ୍ଗୁ ଭୂତାଣୁର ବାହକ...

ମାଂସପେଶୀରେ କ୍ରାମ୍ପସ୍ କାହିଁକି ହୁଏ?

ଏକ ବା ଏକାଧିକ ମାଂସପେଶୀ ଅଚାନକ ପରସ୍ପର ଉପରେ ଚଢ଼ିଗଲେ କ୍ରାମ୍ପସ୍ ହୋଇଥାଏ। କିଛି ସମୟ ପରେ ତାହା ଠିକ ହୋଇଯାଏ। ଏହାଦ୍ୱାରା ଶରୀରର କିଛି କ୍ଷତି ହୁଏନାହିଁ, କିନ୍ତୁ କିଛି ସମୟ...

ନିଦ ହେଉନି କି? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍

https://youtu.be/IL_Q9f00t0E ଷ୍ଟ୍ରେସ୍‌, ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକେ ନିଦ୍ରାହୀନତାର ଶିକାର ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ନିଦ୍ରାହୀନତାର କାରଣ କ’ଣ? ଏହାର ଚିକିତ୍ସା କ’ଣ ଏବଂ ଭଲ ନିଦରେ କେମିତି ଶୋଇବେ?...