Food & Nutrition

ବର୍ଷାଋତୁରେ ନିଜକୁ ସୁସ୍ଥ ରଖିବାର ସରଳ ଉପାୟ

ପଲ୍ଲବୀ ସାବତ ବର୍ଷାଋତୁରେ ବିଭିନ୍ନ ପ୍ରକାରର ଜଳବାହିତ ରୋଗ ଏବଂ ସଂକ୍ରମଣ ହୋଇଥାଏ। ତେଣୁ ସେଥିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟଗୁଡ଼ିକ ନିମ୍ନରେ ପ୍ରଦତ୍ତ: ଖାଦ୍ୟ ରାନ୍ଧି ଗରମ ଗରମ ଖାଆନ୍ତୁ।ପ୍ରୋଟିନଯୁକ୍ତ ଖାଦ୍ୟର ଅଧିକ ବ୍ୟବହାର...

ପୁଷ୍ଟିରେ ଭରପୂର ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି – କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ।  ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୁଷ୍ଟିକର ବେସନ ସୁଜି ପିଠା – ଜାଣନ୍ତୁ ପ୍ରସ୍ତୁତି

ପଲ୍ଲବୀ ସାବତ ବ୍ରେକ୍‌ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବେସନ ସୁଜି ପିଠା। ଜାଣନ୍ତୁ କେମିତି ପ୍ରସ୍ତୁତ କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ବେସନ – ୧ କପ୍‌ସୁଜି – ୨ କପ୍‌ଦହି – ୧ କପ୍‌କ୍ୟାପ୍‌ସିକମ୍‌ - ୧ଟାପିଆଜ –...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି

ପଲ୍ଳବୀ ସାବତ ଆବଶ୍ୟକୀୟ ସାମଗ୍ରୀ:- ବିରିଡାଲି  - ୧ କପ୍ ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ) ମେଥି - ୧ ଚାମଚ ଲୁଣ ସ୍ୱାଦ ଅନୁଯାୟୀ ନଡ଼ିଆ କୋରା -୧ କପ୍ ଗୁଡ଼ – ୧/୩ କପ୍ ଗୋଲମରିଚ...

ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା, ଜାଣନ୍ତୁ ପ୍ରସ୍ତୁତି?

ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି? ଆବଶ୍ୟକୀୟ ସାମଗ୍ରୀ:- ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ,...

ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଚିତ୍ତଉ ପିଠା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ କେମିତି ପ୍ରସ୍ତୁତ କରିବେ ଚିତ୍ତଉ ପିଠା, ଜାଣନ୍ତୁ । ଆବଶ୍ୟକୀୟ ସାମଗ୍ରୀ ଅରୁଆ ଚାଉଳ - 1 କପ୍ନଡ଼ିଆ କୋରା - 11/2 କପ୍ଅଳ୍ପ ଲୁଣଏକ ଚାମଚ ଦେଶୀ ଘିଅ ପ୍ରସ୍ତୁତି ପ୍ରଣାଳୀ -: ପ୍ରଥମେ ଅରୁଆ...

ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍‌ – ଜାଣନ୍ତୁ ଏହାର ପ୍ରସ୍ତୁତି

ପଲ୍ଲବୀ ସାବତ ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍‌। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ? ଆବଶ୍ୟକୀୟ ସାମଗ୍ରୀ ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ...

ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପଲ୍ଳବୀ ସାବତ ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌ ଗୋଲମରିଚ – ୧୦ ଗ୍ରାମ୍‌ ବାର୍ଲି ପାଉଡର...

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍‌

ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଖାସ୍‌ କରି ବର୍ଷା ଦିନେ ଗରମାଗରମ ସୁପ୍‌...

ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା

ପଲ୍ଲବୀ ସାବତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ। ଆବଶ୍ୟକୀୟ ସାମଗ୍ରୀ ବିଟ୍‌ରୁଟ୍‌ -୨ଟାଘିଅ – ୨ ଚାମଚକ୍ଷୀର – ୩୦୦ ଗ୍ରାମ୍‌ଚିନି...

ପ୍ରସବ ପରେ ମହିଳାମାନେ କ’ଣ ଖାଇବେ?

ପ୍ରସବ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ତଥା ଯନ୍ତ୍ରଣା ଯୋଗୁଁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ଏଭଳି କ୍ଷେତ୍ରରେ ସେମାନେ ନିଜର...

କେମିତି ପ୍ରସ୍ତୁତ କରିବେ ଜାମୁକୋଳି ସରବତ?

ପଲ୍ଲବୀ ସାବତ ଜାମୁକୋଳି ସ୍ୱାସ୍ଥ୍ୟପାଇଁ ଖୁବ୍ ଉପକାରୀ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ବିଶେଷକରି ମଧୁମେହ ରୋଗୀମାନେ ଜାମୁକୋଳି ଏବଂ ତା’ର ପତ୍ରକୁ ସେବନ କରିବା ଦ୍ୱାରା ସେମାନଙ୍କର ରକ୍ତରେ...

ସ୍ୱାସ୍ଥ୍ୟ ପାଇଁ ହିତକର ବନ୍ଧାକୋବି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ପାଟିକୁ ସୁଆଦିଆ ଏବଂ ଦେହକୁ ହିତ ବନ୍ଧାକୋବି ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ଗୋଟେ ବନ୍ଧାକୋବିପିଆଜ ୨ଟାଟମାଟୋ ୧ଟାରଶୁଣ ୧ କୋଲାକଞ୍ଚାଲଙ୍କା ୧ଟାଧନିଆପତ୍ରଲୁଣ ଏବଂ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗୋଟେ କଡ଼େଇରେ ଗୋଟିଏ ଚାମଚ ଦେଶୀ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା...

ଭଲ ନିଦ ପାଇଁ ରାତିରେ ପିଅନ୍ତୁ ହଳଦୀ ମିଶ୍ରିତ କ୍ଷୀର – ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ପଲ୍ଲବୀ ସାବତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ପିଅନ୍ତୁ ହଳଦୀମିଶ୍ରିତ କ୍ଷୀର। ଆବଶ୍ୟକୀୟ ସାମଗ୍ରୀ ଗୋଟେ ଗ୍ଲାସ୍‌ କ୍ଷୀରଅଧା ଚାମଚ ଚିନିଗୋଟେ ଚାମଚ ହଳଦୀଅଳ୍ପ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ।...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ଓଟ୍‌ସ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?

ପଲ୍ଲବୀ ସାବତ ସକାଳ ଖାଦ୍ୟ ଉପରେ ଆମର ପୂରା ଦିନ ନିର୍ଭର କରିଥାଏ। ସକାଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଏବଂ ମସ୍ତିଷ୍କ ଦିନତମାମ ସକ୍ରିୟ ରହିଥାଏ। ତେଣୁ ବ୍ରେକ୍‌ଫାଷ୍ଟରେ ଆପଣ...

ସ୍ୱାସ୍ଥ୍ୟ ପାଇଁ ହିତକର ଏହି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

ପଲ୍ଲବୀ ସାବତ ପ୍ରସ୍ତୁତ କରନ୍ତୁ ସୁଆଦିଆ, ସ୍ୱାସ୍ଥ୍ୟକର ପୋଦିନା ପତ୍ର, ଭୁର୍ସଙ୍ଗ ପତ୍ର ଓ ଧନିଆ ପତ୍ର ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ରଭୁର୍ସଙ୍ଗ ପତ୍ରଧନିଆ ପତ୍ରତାଳଗୁଡ଼ ମିଶ୍ରିବିଟ୍‌ ଲୁଣଅଦା ଖଣ୍ଡେଲେମ୍ବୁ ଅଧିକ ପଢ଼ନ୍ତୁ: ଖରାଦିନେ ପିଅନ୍ତୁ ପୋଦିନା...

ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ

ପଲ୍ଲବୀ ସାବତ ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ପେଟକୁ ଥଣ୍ଡା ରଖିଥାଏ। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ର – ୨୫୦ ଗ୍ରାମ୍‌ତାଳଗୁଡ଼ ମିଶ୍ରିବିଟ୍‌ ଲୁଣ ଚିମୁଟାଏଅଦା ଖଣ୍ଡେଲେମ୍ବୁ...

ବାଲାନ୍ସ ଡାଏଟ୍‌ ଖାଆନ୍ତୁ – ସୁସ୍ଥ ରହନ୍ତୁ

ଅଧିକ ପଢ଼ନ୍ତୁ: ବ୍ରେକ୍‌ଫାଷ୍ଟରେ କ’ଣ ଖାଇବେ ଓ କ’ଣ ନାହିଁ? ସନ୍ତୁଳିତ ଖାଦ୍ୟର ଅର୍ଥ ହେଉଛି ଯେଉଁ ଖାଦ୍ୟରେ ପୋଷକ ତତ୍ଵ ଭରିରହିଥାଏ, ଯାହା ଶରୀର ଗଠନ ଓ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ...

ଟମାଟୋ ସୁପ୍‌ କେମିତି କରିବେ ପ୍ରସ୍ତୁତ?

ପଲ୍ଲବୀ ସାବତ ଟମାଟୋ ଏବଂ ଏଥିରେ ପ୍ରସ୍ତୁତ ସୁପ୍‌ ଦେହ ପାଇଁ ବେଶ୍‌ ହିତକର। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଥଣ୍ଡା, ଜ୍ୱର ଓ ସାମାନ୍ୟ କାଶ ବେଳେ ଗରମାଗରମ...

ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଛତୁଆ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ପଲ୍ଲବୀ ସାବତ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଛୋଟ ପିଲାଙ୍କୁ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଏହା ସ୍ୱାସ୍ଥ୍ୟକର ହୋଇଥିବା ସଙ୍ଗେ ସଙ୍ଗେ ପେଟକୁ ଥଣ୍ଡା ରଖିଥାଏ। ଆସନ୍ତୁ ଜାଣିବା ଛତୁଆର ଫାଇଦା ସମ୍ପର୍କରେ। ଆବଶ୍ୟକୀୟ...

କେମିତି ପ୍ରସ୍ତୁତ କରିବେ କାଢ଼ା?

ପଲ୍ଲବୀ ସାବତ କୋଭିଡ୍‌ର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଭୟାନକ ହେଲାଣି। ଏଥିରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ଏଥିପାଇଁ ପ୍ରସ୍ତୁତ କରି ପିଅନ୍ତୁ କାଢ଼ା। ଜାଣନ୍ତୁ,...

ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି

ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜଭୁତ ହେଲେ ଏହା ବାହ୍ୟ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ୱରରୁ ରକ୍ଷା କରିଥାଏ। ଜାଣନ୍ତୁ,...

ଜାଣନ୍ତୁ, କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଘରକୁ ଆସିବା ପରେ କ’ଣ ଖାଇବେ, ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡାଏଟ୍‌ ପ୍ଲାନ ଜାରି ହୋଇଛି। ଏହି ତାଲିକା କରୋନାରୁ ଆରୋଗ୍ୟ ବ୍ୟକ୍ତିଙ୍କ ରୋଗ...