Corona Update

‘କେତେ ନୂଆ ବାଟ’ ସିଜିନ୍ ୨ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’ ଜୀବନ, ଜୀବିକା, ମହାମାରୀ –...

କୋଭିଡ୍ ସମୟରେ ଗରିବଙ୍କୁ ସହାୟ ହେଉଛି ଖାଦ୍ୟ ସୁରକ୍ଷା ଆଇନ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/rFJ1B7cy3Yk “କରୋନା ମହାମାରୀରେ କେବଳ ଜୀବନ ବିପନ୍ନ ହୋଇଛି ତାହା ନୁହେଁ, ଜୀବିକା ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଏହି ସଙ୍କଟ ସମୟରେ ଖାଦ୍ୟ ଅଧିକାରକୁ ସୁନିଶ୍ଚିତ କରିଛି ଖାଦ୍ୟ...

କୋଭିଡ୍ ତୃତୀୟ ଲହରୀର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ – ସ୍ୱାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/QcKQEiq0U-s ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା ଲାଗି...

ଲକଡାଉନ୍ ସମୟରେ ଜାରି ରହିବ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ

ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ  ଓଡ଼ିଶାରେ ଲକ୍‌ଡାଉନ୍‌। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ସପ୍ତାହର ସବୁ...

ରାଜ୍ୟରେ ଦିନକରେ ୮ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ପୁଳା ପୁଳା କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ...

ରାଜ୍ୟରେ ମେ’୫ରୁ ୧୪ ଦିନିଆ ଲକ୍‌ଡାଉନ୍

ରାଜ୍ୟରେ ଚଳିତ ମେ’ ମାସ ୦୫ ବୁଧବାର ସକାଳଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜ୍ୟରେ କରୋନା ହୁ ହୁ ହୋଇ ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାର...

କୋଭିଡ୍ ଟିକା କିଏ ନେବେ, କିଏ ନେବେ ନାହିଁ?

https://youtu.be/zDNBtQ3wkwM କରୋନା ଟିକାକରଣକୁ ନେଇ ଏବେ ବି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କେରାନା ଟିକା କ’ଣ? କିଏ ଟିକା ନେଇ ପାରିବେ, କିଏ ନେଇ ପାରିବେ ନାହିଁ? ବିଶିଷ୍ଟ ଭେଷଜ...

ମାସ୍କ ପିନ୍ଧନ୍ତୁ – କୋଭିଡ୍‌ରୁ ସୁରକ୍ଷିତ ରହନ୍ତୁ

ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।  ମାସ୍କ ପିନ୍ଧିବା ପୂର୍ବରୁ ହାତକୁ...

ରାଜ୍ୟରେ ଦିନକରେ ୧୦ହଜାର ଟପିଲା କରୋନା ପଜିଟିଭ୍ ସଂଖ୍ୟା, ୧୧ମୃତ

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ପୁଳା ପୁଳା କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରଥମ ଓ ଦ୍ୱିତୀୟ...

“କୋଭିଡ୍ ପଜିଟିଭ୍ ହେଲେ ହଠାତ୍ ହସ୍ପିଟାଲ୍ ଆସନ୍ତୁ ନାହିଁ, ଘରେ ରହି ଚିକିତ୍ସିତ ହୁଅନ୍ତୁ”

କୋଭିଡ୍ ନିୟମ ପାଳନ କଲେ ହିଁ ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିବା ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। କୋଭିଡ୍ ପଜିଟିଭ୍...

କରୋନାରୁ ସୁସ୍ଥ ହେବାର କେତେ ଦିନ ପରେ ନେବେ ଟିକା?

ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ ଟିକା ନେବେ ନା ନାହିଁ? ଯଦି ନେବେ ତା’ହେଲେ କେତେ ଦିନ ପରେ ନେବେ? ଏଭଳି କିଛି ପ୍ରଶ୍ନ ଲୋକଙ୍କ ଭିତରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ...

କରୋନାର ଦ୍ୱିତୀୟ ଲହରୀ – କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ?

କରୋନା ସଂକ୍ରମିତଙ୍କଠାରେ ସାଧାରଣ, ମଧ୍ୟମ ଏବଂ ଗୁରୁତର ଲକ୍ଷଣ ଦେଖିବାକୁ ମିଳୁଛି। ଅନେକଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଏନେଇ ଲୋକେ ଦ୍ୱନ୍ଦ୍ୱରେ ଥାଆନ୍ତି କ’ଣ କରିବେ କ’ଣ ନାହିଁ। ସାଧାରଣ ଲକ୍ଷଣ ଥିଲେ କ’ଣ...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ...

କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା, ରାଜ୍ୟ ନିଜ ଢାଞ୍ଚାରେ କରିବ ସାର୍ଟିଫିକେଟ୍

(ଭୁବନେଶ୍ୱରରୁ ନୀଳାମ୍ବର ରଥ) ୧୮ରୁ ୪୪ ବୟସ ବର୍ଗରେ କୋଭିଡ ଟିକାକରଣ ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଦାବି କରି କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା। ରାଜ୍ୟ ସରକାର କିଣୁଥିବା କୋଭିଡ ଟିକା ଉପରୁ...

ଆଇସୋଲେସନ୍‌ରେ ରହିଛନ୍ତି କି? କ’ଣ କରିବେ ଏବଂ କ’ଣ ନାହିଁ?

କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି ଚିକିତ୍ସିତ...

ଚିନ୍ତା ବଢ଼ାଉଛି କରୋନା – ୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ପଜିଟିଭ୍‌

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୭ହଜାର ମଧ୍ୟରେ ରହିଥିବାବେଳେ, ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୂଚନା ଓ...

କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସିଥିଲେ କ’ଣ କରିବେ?

https://youtu.be/e9ErYM962Mc କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ ଓ ନିୟମ ମାନି ଚଳିବାକୁ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ପରାମର୍ଶ ଦେଇଛନ୍ତି। କୋଭିଡ୍‌ର ପ୍ରଥମ ଲହର...

କରୋନାକୁ ନେଇ ମନକୁ ଆସୁଥିବା ପ୍ରଶ୍ନ ଓ ଉତ୍ତର

କରୋନା ଭାଇରସକୁ ନେଇ ଆପଣଙ୍କ ମନକୁ ଆସୁଥିବା ସାଧାରଣ ପ୍ରଶ୍ନର ଉତ୍ତର। କରୋନାର ଦ୍ୱିତୀୟ ଲହରୀକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଥାଇପାରେ। ଯେମିତିକି କେତେ ଦିନ ଆଇସୋଲେସନରେ ରହିବେ? ଭ୍ୟାକ୍ସିନ ନେବେ...

କରୋନାରୁ ସୁସ୍ଥ ହେବା ପରେ ନିଜର କାର୍ଯ୍ୟକ୍ଷମତା ବୃଦ୍ଧି କରିବେ କିପରି?

କୋଭିଡ୍‌ରୁ ସୁସ୍ଥ ହେବା ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପୁନଃ ମଜଭୁତ କରିବେ କିପରି ଜାଣନ୍ତୁ। କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକ୍କାପଣ, ଦୁର୍ବଳତା, ମାନସିକ ଅସ୍ଥିରତା ଏସବୁ ଲାଗିରହିଥାଏ। କୋଭିଡ୍‌ ଭୂତାଣୁ...

ରାଜ୍ୟରେ ପ୍ରଥମଥର ପାଇଁ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ, ୧୦ମୃତ

କରୋନାର ଦ୍ୱିତୀୟ ଲହର ଭୟଙ୍କର ହେବାରେ ଲାଗିଛି। ରାଜ୍ୟରୁ କିଛିଦିନ ହେବ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, ଆଜି ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟକ ପଜିଟିଭ୍ ହୋଇଛନ୍ତି। ସୂଚନା...

କୋଭିଡ୍‌ ଦ୍ୱିତୀୟ ଲହରୀ – ପଜିଟିଭ୍‌ ଥିଲେ କ’ଣ କରିବେ?

https://youtu.be/dhNRSBSeRgg କୋଭିଡ୍‌ ଦ୍ୱିତୀୟ ଲହରୀର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ। ତେବେ କୋଭିଡ୍‌ର ନୂଆ ଲକ୍ଷଣ କ’ଣ? ଏହା କେଉଁ ବୟସର ବ୍ୟକ୍ତିଙ୍କୁ ଅଧିକ...

କରୋନା ସମୟରେ ମାନସିକ ସୁସ୍ଥତା

କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ବଢ଼ାଇ ଦେଇଛି। ଫଳରେ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଭଳି ମାନସିକ ଅସୁସ୍ଥତା ଦେଖାଦେଉଛି। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ...

ଅମ୍ଳଜାନ ସ୍ତର ମାପିବ ‘ପଲ୍ସ ଅକ୍ସିମିଟର’ – ଜାଣନ୍ତୁ, କେମିତି ବ୍ୟବହାର କରିବେ?

ଶରୀରରେ ଅମ୍ଳଜାନ ସ୍ତର ଜାଣିବା ପାଇଁ ପଲ୍ସ ଅକ୍ସିମିଟର। ପଲ୍ସ ଅକ୍ସିମିଟର ହେଉଛି ଏମିତି ଏକ ମେଡିକାଲ ଉପକରଣ, ଯାହା ସାହାଯ୍ୟରେ ଆମେ ହାର୍ଟ ବିଟ୍ (ହୃଦସ୍ପନ୍ଦନ) ଏବଂ ଶରୀରର ଅମ୍ଳଜାନ ସ୍ତର (SpO2)କୁ...

କରୋନାର ଦ୍ୱିତୀୟ ଲହରୀ – ଶୁଖିଲା କାଶକୁ କେମିତି କରିବେ ଦୂର?

ଅଧିକ ପଢ଼ନ୍ତୁ: ଥଣ୍ଡା ଦୂର କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ ସାଧାରଣତଃ କୋଭିଡ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ, ଥଣ୍ଡା ଭଳି ଅନ୍ୟାନ୍ୟ ଗୁରୁତର ଲକ୍ଷଣ ଦେଖାଦେଇଥାଏ। କେତେକ ଆକ୍ରାନ୍ତଙ୍କଠାରେ କେବଳ...