Home Authors Posts by SwasthyaPlus

SwasthyaPlus

SwasthyaPlus
2033 POSTS 0 COMMENTS

Recent Posts

ମୋବାଇଲ ଯୋଗେ ଆପଣଙ୍କ ଘରକୁ ଆସିପାରେ କରୋନା

0
କରୋନା ଭୂତାଣୁରୁ ସୁରକ୍ଷିତ ରହିବା ପାଇଁ କେବଳ ହାତ ନୁହେଁ ମୋବାଇଲକୁ ବି ସଫା ରଖନ୍ତୁ। ଜଣେ ସାଧାରଣ ବ୍ୟକ୍ତି ଦିନକ ମଧ୍ୟରେ ୨ହଜାର ୬ଶହ ଥର ମୋବାଇଲ ଛୁଇଁଥାଏ। ସେହିଭଳି ୭୬ଥର ମୋବାଇଲ...

ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଲେ କ’ଣ କରିବେ?

0
ଆସନ୍ତୁ ଜାଣିବା ପ୍ରୋନିଂ କ’ଣ? ଏହାକୁ କେମତି କରିବେ? କୋଭିଡ୍‌ ଆକ୍ରାନ୍ତଙ୍କୁ ଏହା କିଭଳି ସାହାଯ୍ୟ କରିବ। କୋଭିଡ୍‌ ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ତଥା ଯେଉଁମାନଙ୍କଠାରେ କୋଭିଡ୍‌ର ସାମାନ୍ୟ ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ସଙ୍ଗରୋଧରେ...
viral fever

ଜ୍ୱର ବେଳେ କେଉଁଭଳି ଖାଦ୍ୟ ଖାଇବେ?

0
ଜ୍ୱର ହୋଇଥିଲେ କେଉଁ ଭଳି ଖାଦ୍ୟ ଖାଇବା ଶରୀର ପକ୍ଷେ ହିତକର, ଜାଣିରଖନ୍ତୁ। ଶରୀରର ତାପମାତ୍ରା ବଢ଼ିଗଲେ ଜ୍ୱର ହୋଇଛି ବୋଲି ଭାବିବା। ସାଧାରଣତଃ ଜ୍ଵର ହେଲେ କିଛି ଖାଇବା ପାଇଁ ଇଚ୍ଛା ହୁଏନି।...
manas ranjan_dandruff

କାହିଁକି ହୁଏ ରୁପି? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

0
https://www.youtube.com/watch?v=twxJ1NUOgBk ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଅଧିକ ଜାଣିବା। ରୁପି ସମସ୍ୟା କେଉଁ ବୟସରେ ହୁଏ?ବିଭିନ୍ନ ସମସ୍ୟା କାରଣରୁ ରୁପିରୁପି ସମସ୍ୟାର ଲକ୍ଷଣରୁପି ସମସ୍ୟା ନା ଅନ୍ୟ କୌଣସି ରୋଗଜୀବନଶୈଳୀ କାରଣରୁ ରୁପି ସମସ୍ୟାଭିଟାମିନ୍‌ ଅଭାବରୁ ରୁପି ସମସ୍ୟାରୁପି ସମସ୍ୟାର ଚିକିତ୍ସାରୁପି ପାଇଁ ଘରୋଇ ଉପଚାର କେତେ ଭଲ? ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ରୁପି ସମସ୍ୟା ଦେଖିବାକୁ ମିଳିଥାଏ। ଏହାକୁ ନେଇ...

କରୋନା ଭାଇରସର ମୁକାବିଲା: କ’ଣ କରିବେ, କ’ଣ କରିବେ ନାହିଁ?

0
କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। ଏଥିପାଇଁ ଜାଣିରଖନ୍ତୁ, କରୋନାର...