Home Authors Posts by SwasthyaPlus

SwasthyaPlus

SwasthyaPlus
2033 POSTS 0 COMMENTS

Recent Posts

କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କ’ଣ?

0
https://www.youtube.com/embed/araKPwCXE70 କେମିତି ହୁଏ କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟେସନ? ଏହା କାହାକୁ ଦରକାର ପଡ଼େ? ଅପରେସନ ପରେ କିଭଳି ସାବଧାନତା ଅବଲମ୍ବନ କରିବାକୁ ହେବ? ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସ କ'ଣ କହୁଛନ୍ତି ଆସନ୍ତୁ...
KNB Season Two Thumbnails_2nd episode

‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ ଆଦିବାସୀଙ୍କ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/e7bPQfzycFY ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ...
stress

ମାନସିକ ଚାପରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ୫ଟି ଫର୍ମୁଲା

0
ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଅଛି। ହେଲେ ସବୁଠାରୁ ପ୍ରଭାବଶାଳୀ ଉପାୟ ବାବଦରେ ଆସନ୍ତୁ ଜାଣିବା।  ବର୍ତ୍ତମାନ ସବୁ ବୟସର ଲୋକମାନେ ମାନସିକ ଚାପର ଶିକାର ହେଉଛନ୍ତି। ଏହି ମାନସିକ...

ଜାଣନ୍ତୁ, ରାଉରକେଲାରେ କୋଭିଡ୍‌ ପରୀକ୍ଷା ଓ ଚିକିତ୍ସା କେଉଁଠି କରିବେ?

0
ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା...
health_pee color

ପରିସ୍ରାରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା

0
ଆପଣ ଲକ୍ଷ୍ୟ କରିଥିବେ ଯେକୌଣସି ରୋଗ ପାଇଁ ଆମେ ଡାକ୍ତରଙ୍କ ପାଖକୁ ଗଲେ ପ୍ରଥମେ ପରିସ୍ରା ପରୀକ୍ଷା କରାଯାଏ। କାରଣ ପରିସ୍ରାରୁ ଅନେକ ରୋଗର ସୂଚନା ମିଳିଥାଏ। ପରିସ୍ରାର ରଙ୍ଗରେ ପରିବର୍ତ୍ତନ ହେଲେ...