Home Authors Posts by SwasthyaPlus

SwasthyaPlus

SwasthyaPlus
2033 POSTS 0 COMMENTS

Recent Posts

ସୁସ୍ଥ ଲିଭର, ଫ୍ୟାଟି ଲିଭର ଓ ଲିଭର ସିରୋସିସ୍‌ ଉପରେ ଓଡ଼ିଶାର ବିଶିଷ୍ଟ ଡାକ୍ତରଙ୍କ ସହିତ ସ୍ୱତନ୍ତ୍ର ଅଧ୍ୟାୟ

0
ସ୍ୱାସ୍ଥ୍ୟ ପ୍ଲସ୍‌ ଫେସ୍‌ବୁକ୍‌ ପେଜ୍‌ରେ ସ୍ୱତନ୍ତ୍ର ଅଧ୍ୟାୟସନ୍ଧ୍ୟା ୬ଟାରେ ହେବ ଲାଇଭ୍‌ଓଡ଼ିଶାର ଜଣାଶୁଣା ଡାକ୍ତର ଦେବେ ପରାମର୍ଶଏହି ଅଧ୍ୟାୟରେ ଯୋଡ଼ି ହେବା ପାଇଁ ଏହି ଲିଙ୍କରେ କ୍ଲିକ୍‌ କରନ୍ତୁ: https://fb.me/e/QMZrbLa8 ଏପ୍ରିଲ, ୧୯ ହେଉଛି...

ଶିଶୁଙ୍କୁ ମୋଟାପଣ ନିୟନ୍ତ୍ରଣ ନ କଲେ ହୋଇପାରେ ଅନେକ ସମସ୍ୟା

0
ଫାଷ୍ଟଫୁଡ୍‌ଯୁକ୍ତ ଖାଦ୍ୟ ଅଧିକ ଖାଇବା ଏବଂ ବ୍ୟାୟାମ ଓ ଖେଳାଖେଳିର ଅଭାବ ଯୋଗୁଁ ପିଲାଙ୍କଠାରେ ଦେଖାଦିଏ ମେଦବହୁଳତା। ଛୋଟ ପିଲା ଏବଂ କିଶୋରମାନେ ମେଦବହୁଳତାର ଶିକାର ହେବା ଏକ ଗୁରୁତର ଅବସ୍ଥା। ପିଲାର ଉଚ୍ଚତା...

ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ

0
ମଧୁମେହ ଏବେ କେବଳ ଭାରତ ନୁହେଁ, ବରଂ ପୂରା ବିଶ୍ୱରେ ମହାମାରୀର ରୂପ ଧାରଣ କରିଛି। ଆମ ଦେଶରେ ପ୍ରାୟ ୫ କୋଟି ଲୋକ ମଧୁମେହରେ ପୀଡ଼ିତ। ଖରାପ ଜୀବନଶୈଳୀ ଏହାର ପ୍ରମୁଖ...
Young girl silhouette

ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟକିରଣ

0
ଆମର ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡିର ଆବଶ୍ୟକତା ପଡ଼ିଥାଏ। ଏହାର ଏକ ଉତ୍ସ ହେଲା ସୂର୍ଯ୍ୟ। ଯଦି ନିୟମିତ ଭାବେ ୧୫-୨୦ ମିନିଟ୍ ଧରି ନରମ ଖରାରେ ବସିବେ, ତା’ ହେଲେ...

ବୟସ୍କ ବ୍ୟକ୍ତି କରୋନା ସଂକ୍ରମିତ ହେଲେ କିଭଳି ନେବେ ଯତ୍ନ?

0
ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁଅକ୍ସିମିଟରରେ ଅକ୍ସିଜେନ୍ ସ୍ତର ମାପନ୍ତୁଦିନକୁ ୨ରୁ ୩ ଥର ଶରୀରର ତାପମାତ୍ରା ମାପନ୍ତୁଜଳୀୟଅଂଶ ନ କମିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ବୟସ୍କ ବ୍ୟକ୍ତିଙ୍କଠାରେ ଜ୍ବର, କାଶ, ଥଣ୍ଡା,...