Home Authors Posts by SwasthyaPlus

SwasthyaPlus

SwasthyaPlus
2033 POSTS 0 COMMENTS

Recent Posts

ଓଡ଼ିଶା ଲକ୍‌ଡାଉନ୍‌ : ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

0
ମେ’ ୫ ତାରିଖରୁ ୧୯ ତାରିଖ ଯାଏ ଓଡ଼ିଶାରେ ଲକଡାଉନ୍‌। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଲକଡାଉନ୍‌ ନେଇ ଘୋଷଣା କରିଛନ୍ତି। ତେବେ ଜାଣନ୍ତୁ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ କ’ଣ...
coconut oil for hair

ବେସନ ହେୟାର୍ ପ୍ୟାକ୍‌ କରେ କେଶକୁ ଘନ ଓ କୋମଳ

0
ସୁନ୍ଦର, ଘନ, ଚମକଦାର କେଶ ପାଇଁ ଘରେ ଥିବା ବେସନକୁ ବ୍ୟବହାର କରନ୍ତୁ। ବେସନରେ ତିଆରି ହେୟାର୍ ପ୍ୟାକ୍‌ କେଶକୁ ଘନ ଓ କୋମଳ ରଖିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ, କେମିତି ପ୍ରସ୍ତୁତ...
rice water face mask

ତ୍ୱଚା ପାଇଁ ଉପକାରୀ- ଚାଉଳ ପାଣି ଫେସ ମାସ୍କ ଏବଂ ଫେସ ପ୍ୟାକ୍

0
ଚାଉଳ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଚାଉଳରୁ ପ୍ରସ୍ତୁତ ମାସ୍କ ଏବଂ ଫେସ ପ୍ୟାକ୍ ଆପଣ ନିୟମିତ ବ୍ୟବହାର କରିପାରିବେ। ଅଧିକ ପଢ଼ନ୍ତୁ: ଥଣ୍ଡା ପାଣି ତ୍ୱଚା ପାଇଁ କେତେ ଜରୁରୀ? ବୟସ...

ତରଳ ଝାଡ଼ା ସମୟରେ ପିଲାଙ୍କୁ କେଉଁ ଭଳି ପାନୀୟ ଦେବେ?

0
ତରଳ ଝାଡ଼ା ହେଉଥିଲେ ଶିଶୁ ଓ ପିଲାଙ୍କୁ କେଉଁ ଭଳି ପାନୀୟ ଦେବା ଉଚିତ, ଜାଣିରଖନ୍ତୁ। ତୋରାଣୀଫଳରସପଇଡ ପାଣିପରିଷ୍କାର ପିଇବା ପାଣି।ପାଣି ପରିଷ୍କାର ନଥିଲେ ତାକୁ ଫୁଟାଇ, ଛାଣି ପରିଷ୍କାର କରି ପିଇବା ଦରକାର। ଜଳଶୂନ୍ୟତା ନହେବା ପାଇଁ ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଦରକାର। ଶିଶୁଙ୍କୁ ମା’କ୍ଷୀର (ମା’...
Woman cracking their knuckles

ଆଙ୍ଗୁଠି ଯନ୍ତ୍ରଣା ଦେଖାଦେଉଛି କି? ଆପଣାନ୍ତୁ ଏହି ବ୍ୟାୟାମ

0
ଆଙ୍ଗୁଠି ଯନ୍ତଣା ହେଲେ ଆଙ୍ଗୁଠିକୁ ଫୁଟାନ୍ତୁ ନାହିଁ। ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠିରେ ଥିବା ଏନାମେଲ ନଷ୍ଟ ହୋଇଥାଏ। ଆଙ୍ଗୁଠି ବିନ୍ଧା ବା ଯନ୍ତ୍ରଣା ବହୁ କାରଣରୁ ହୋଇଥାଏ। ସ୍ନାୟୁ ଭିତ୍ତିକ ସମସ୍ୟା, ରକ୍ତ...