ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ।

ମୁହଁର ତ୍ୱଚାକୁ ଚିକ୍କଣ ଏବଂ ସୁନ୍ଦର କରିବା ପାଇଁ ସମସ୍ତେ ଚାହାଁନ୍ତି। ତେଣୁ ତ୍ୱଚାକୁ ନେଇ ଆମେ ଅଧିକ ଯତ୍ନବାନ ହୋଇପଡୁ। ମୁହଁରେ କୌଣସି ବ୍ଲାକହେଡ୍ କିମ୍ବା ହ୍ୱାଇଟହେଡ୍ ରହିଲେ ଅଧିକ ଚିନ୍ତିତ ହୋଇପଡୁ। ତେବେ ଆସନ୍ତୁ ଆଜି ଜାଣିବା ୪ଟି ଫେସିଆଲ ଗାଜେଟ୍, ଯାହାକୁ ବ୍ୟବହାର କଲେ ଆପଣଙ୍କ ତ୍ୱଚା କୋମଳ ଏବଂ ଚିକ୍କଣ ରହିବ।

୧. ଫେସିଆଲ ମସାଜର – ବ୍ଲାକହେଡ୍ ରିମୋଭର୍

ସାଧାରଣତଃ ମହିଳାମାନେ ମୁହଁରେ ଥିବା ବ୍ଲାକହେଡ୍ ଏବଂ ହ୍ୱାଇଟ୍ ହେଡକୁ ନେଇ ଚିନ୍ତିତ ଥାଆନ୍ତି। ଏହି ଇଲେକ୍ଟ୍ରିକ୍ ଫେସିଆଲ ମସାଜର ଜରିଆରେ ଅତି ସହଜରେ ମୁହଁରେ ଥିବା ବ୍ଲାକହେଡ୍ ଏବଂ ହ୍ୱାଇଟ୍ ହେଡକୁ ବାହାର କରିପାରିବେ। ଏଥିରେ ଥିବା ସଫ୍ଟ ବ୍ରସ ଫିଚର ତ୍ୱଚାରୁ ବ୍ଲାକହେଡ୍ ବାହାର କରିବାରେ ସହାୟକ ହେଉଥିବା ବେଳେ ରୋଲିଙ୍ଗ୍ ମସାଜ ଫିଚର ଆପଣଙ୍କ ତ୍ୱଚାରେ ରକ୍ତ ସଞ୍ଚାଳନ ସଠିକ ଭାବେ କରିବାରେ ସହାୟକ ହୋଇଥାଏ। ଏହି ଫେସିଆଲ ମସାଜର – ବ୍ଲାକହେଡ୍ ରିମୋଭରର ମୂଲ୍ୟ ୬୯୯ ଟଙ୍କା।
କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ


୨. ଫେସିଆଲ୍ ଷ୍ଟିମର

ସାଧାରଣ ଥଣ୍ଡା, ଆଲର୍ଜି, ନାକ ଫିଟୁନଥିବା ଭଳି ସମସ୍ୟା ଥିଲେ ଆପଣ ଫେସିଆଲ୍ ଷ୍ଟିମର ବ୍ୟବହାର କରିପାରିବେ। ଏହି ଇଲେକ୍ଟ୍ରିକ୍ ଫେସିଆଲ୍ ଷ୍ଟିମରକୁ ବ୍ୟବହାର କରିବା ଅତି ସହଜ। ଏହାକୁ ଉଭୟ ପୁରୁଷ, ମହିଳା ଏବଂ ଛୋଟ ପିଲାମଧ୍ୟ ବ୍ୟବହାର କରିପାରିବେ। ଏହାକୁ ଆପଣ ଫେସ୍ ମସାଜ୍ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହି ଫେସିଆଲ୍ ଷ୍ଟିମରର ମୂଲ୍ୟ ହେଉଛି ୧,୯୯୯ ଟଙ୍କା।
କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ

୩. ଫେସିଆଲ କ୍ଲିନ୍‌ଜିଂ ବ୍ରସ୍

ଫେସିଆଲ କ୍ଲିନ୍‌ଜିଂ ବ୍ରସ୍ ବ୍ୟବହାର କରିବା ଦ୍ୱାରା ମୁହଁରେ ଥିବା ଛୋଟ ଛୋଟ ବ୍ଲାକହେଡ୍ ସଫା ହୋଇଯାଇଥାଏ। ସଫ୍ଟ ବ୍ରସ୍ ତ୍ୱଚାକୁ କୋମଳ ରଖିବାରେ ମଧ୍ୟ ସାହାଯ୍ୟ କରେ। ଫଳରେ ଆପଣଙ୍କ ମୁହଁ ସଫା, କୋମଳ ରହିବ। ଏହି ଫେସିଆଲ କ୍ଲିନ୍‌ଜିଂ ବ୍ରସର ମୂଲ୍ୟ ହେଉଛି ୬୯୯ଟଙ୍କା।

କିଣିବା ପାଇଁ ଏଇଠି କ୍ଲିକ୍ କରନ୍ତୁ


ଏହି ପ୍ରଡକ୍ଟ ଆପଣ ଆମାଜନରେ ସ୍ୱାସ୍ଥ୍ୟ ପ୍ଲସ ଷ୍ଟୋରରେ ପାଇପାରିବେ। ସମୟ ଅନୁସାରେ ପ୍ରଡକ୍ଟର ମୂଲ୍ୟ ବଦଳିପାରେ।
https://www.amazon.in/shop/swasthyapluslive