ସମଗ୍ର ବିଶ୍ୱରେ କରୋନା ପ୍ରଭାବ ଜାରି ରହିଛି। ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସଚେତନ ରହିବା ସମସ୍ତଙ୍କ ପାଇଁ ଜରୁରୀ। ଯାହାଦ୍ୱାରା ଆପଣ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ବି ସୁରକ୍ଷିତ ରଖିପାରିବେ।

’ଣ କରିବେ?

  • ଦିନକୁ ନିୟମିତ ବ୍ୟବଧାନରେ ଅତିକମରେ୨୦ ସେକେଣ୍ଡ ପାଇଁ ହାତ ଧୁଅନ୍ତୁ। ହାତ ପରିଷ୍କାର ଦେଖାଯାଉଥିଲେ ବି ବାରମ୍ବାର ହାତ ଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ।
  • ହାତ ଧୋଇଲା ବେଳେ ଆଲକହଲଯୁକ୍ତ ସାବୁନ ବ୍ୟବହାର କରନ୍ତୁ।
  • କାଶିଲା, ଛିଙ୍କିଲା ବେଳେ ମୁହଁକୁ କପଡ଼ାରେ ଧୋଇ ଦିଅନ୍ତୁ।
  • ଲକ୍ଷଣକୁ ଚିହ୍ନନ୍ତୁ
  • ଜ୍ୱର, କାଶ କିମ୍ବା ସର୍ଦ୍ଦି ଥିଲେ ଘରେ ଅଲଗା ରୁହନ୍ତୁ।

କରିବେ ନାହଁ?

  • ଆପଣଙ୍କ ଆଖି, ନାକ ଏବଂ ପାଟି ସ୍ପର୍ଶ କରନ୍ତୁ ନାହିଁ। କାରଣ ଏହି ବାଟ ଦେଇ ଆପଣଙ୍କ ଶରୀରକୁ ଭୂତାଣୁ ପ୍ରବେଶ କରିପାରେ।
  • ସାମାଜିକ ଜନସମାଗମରେ ଯୋଗ ଦିଅନ୍ତୁ ନାହିଁ।
  • ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ।