ଜରୁରୀକଳୀନ ସେବା ପ୍ରଦାନ କରୁଥିବା ଅଫିସରେ କରୋନା ପରିଚାଳନା କରିବେ କିପରି?

ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ।

କରୋନା ଏକ ବିଶ୍ୱ ମହାମାରୀର ରୂପ ନେଇଛି। ତେଣୁ ଜରୁରୀକାଳୀନ ସେବା ଭାବେ ବର୍ତ୍ତମାନ ଯେଉଁ କାର୍ଯ୍ୟାଳୟରେ କର୍ମଚାରୀମାନେ କାମ କରୁଛନ୍ତି ସେମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଛଡ଼ା ସରକାରଙ୍କ ବିଭିନ୍ନ ଜରୁରୀକାଳୀନ ସେବା ବିଭାଗ, ପୋଲିସ, ମିଡିଆ ଏବଂ ଅନ୍ୟ କ୍ଷେତ୍ର ଭିତରେ ବ୍ୟାଙ୍କିଙ୍ଗ୍‌, ଟେଲିକମ୍‌ ଆଦି ଖୋଲା ରହିଛି। ଏଭଳି ଜାତୀୟ ବିପତ୍ତି ସମୟରେ ସେମାନେ ଆମର ଲାଇଫ୍‌ଲାଇନ୍‌ ହୋଇପାରିଛନ୍ତି।

ଆସନ୍ତୁ ଜାଣିବା ଆପଣ ନିଜ କାର୍ଯ୍ୟାଳୟକୁ ପରିଚାଳନା କଲାବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ:

  • ଅଫିସର ସମ୍ପୂର୍ଣ୍ଣ ପରିସର ସଫା ସୁତରା ରଖନ୍ତୁ।
  • ଅଫିସରେ କାମ କରୁଥିବା ସମସ୍ତ କର୍ମଚାରୀ ବା ଅଫିସକୁ ଆସୁଥିବା ଭିଜିଟରମାନେ ପ୍ରବେଶ ବେଳେ ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ।
  • ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରନ୍ତୁ।
  • ସହକର୍ମୀଙ୍କ ସହ ହାତ ମିଳାନ୍ତୁ ନାହିଁ। ଏପରିକି କାମ କଲାବେଳେ ପରସ୍ପରଠାରୁ ପ୍ରାୟ ୨ ମିଟର ଦୂରତା ରକ୍ଷା କରନ୍ତୁ।
  • କୌଣସି କର୍ମଚାରୀଙ୍କର ଥଣ୍ଡା ଜ୍ୱର ବା କାଶ ହେଉଥିଲେ ତାଙ୍କୁ ଛୁଟିରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ କିମ୍ବା ଘରୁ କାମ କରିବାକୁ କହନ୍ତୁ।
  • ଯେତେଦୂର ସମ୍ଭବ ଅଧିକାଂଶ କର୍ମଚାରୀଙ୍କୁ ଘରୁ କାମ କରିବାର ବ୍ୟବସ୍ଥା କରନ୍ତୁ।
  • ଯେଉଁ କର୍ମଚାରୀ ନ ଆସିଲେ ଚଳିବ ତାଙ୍କୁ ଛୁଟି ଦେଇଦିଅନ୍ତୁ।

  • ୪ ବା ୫ ଜଣରୁ ଅଧିକ ଲୋକ ଏକାଠି ବସି ମିଟିଂକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। ମିଟିଂ ବେଳେ ସାମାଜିକ ଦୂରତା ସୁନିଶ୍ଚିତ କରନ୍ତୁ।
  • କୌଣସି କର୍ମଚାରୀ କରୋନା ପ୍ରଭାବିତ ଅଞ୍ଚଳକୁ ବା ଡାକ୍ତରଖାନାକୁ ଯିବା ଆସିବା କରୁଥିଲେ ଆବଶ୍ୟକ ପ୍ରୋଟୋକଲ୍‌ ସୁନିଶ୍ଚିତ କରନ୍ତୁ।
  • ଲାପ୍‌ଟପ୍‌, କିବୋର୍ଡ ବା ମୋବାଇଲ ଫୋନ୍‌ ପରସ୍ପର ସହ ସେୟାର କରନ୍ତୁ ନାହିଁ।
  • କରୋନା ପ୍ରଭାବିତ ଅଞ୍ଚଳ ବା ଡାକ୍ତରଖାନା ସହ ସଂପୃକ୍ତ କର୍ମଚାରୀଙ୍କ ମନୋବଳ ଟାଣ କରି ରଖନ୍ତୁ। ସେମାନଙ୍କ ସହ ଫୋନରେ ବା ଅନ୍ୟ ଡିଜିଟାଲ୍‌ ମାଧ୍ୟମରେ ଯୋଡ଼ିହୋଇ ରହନ୍ତୁ। ସେମାନଙ୍କ ଛୋଟ ବଡ଼ ସମସ୍ୟାକୁ ଶୁଣନ୍ତୁ ଏବଂ ତାହାର ସମାଧାନକୁ ସୁନିଶ୍ଚିତ କରନ୍ତୁ।
  • ୨୪ ଘଣ୍ଟିଆ ଅଫିସ ଚାଲୁ ଥିଲେ ଦେଖନ୍ତୁ ଯେପରି ରିଲିଭର୍‌ ବ୍ୟବସ୍ଥା ଠିକ୍‌ରେ ଚାଲିଛି। ତେଣୁ କାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଥିଲେ ତାଙ୍କର ମାନସିକ ଅବସ୍ଥା ଏବଂ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
  • ଅଫିସରେ ପିଇବା ପାଣି ସହ ବିସ୍କୁଟ୍‌ ବା ସେହଭଳି କିଛି ଶୁଖିଲା ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ।corona office tips

କଂପାନିର ମୁଖ୍ୟ ବା ଟିମ୍‌ ଲିଡର ଏସବୁ ବିଷୟ ନିଜେ ପାଳନ କରିବା ସହ ଦେଖିବା ଦରକାର ଯେ ଅଫିସରେ ଏବଂ ଫିଲ୍ଡରେ କାମ କରୁଥିବା ସବୁ ସଦସ୍ୟ ଏହା ପାଳନ କରୁଛନ୍ତି। ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାମିଲା କରନ୍ତୁ।

Share post:

Popular

RELATED
Related

கர்ப்பகால நீரிழிவு நோய்: சர்க்கரை சாப்பிடலாமா? | Gestational Diabetes Diet | Agalya Viswanathan

#GestationalDiabetes #TamilHealthTips #YouTubeShorts Subscribe Now & Live a Healthy Life! ஸ்வஸ்த்யா பிளஸ் நெட்வொர்க் மருத்துவ ஆலோசனையை வழங்கவில்லை. ஸ்வஸ்த்யா பிளஸ் நெட்வொர்க்கில் உள்ள உள்ளடக்கம் தகவல் நோக்கங்களுக்காக மட்டுமே, மேலும் இது ஒரு மருத்துவர்/சுகாதார நிபுணரின் தொழில்முறை தீர்ப்புக்கு மாற்றாக இல்லை. உங்கள் உடல்நலக் கவலைகளுக்கு எப்போதும் தகுதிவாய்ந்த சுகாதார நிபுணரின் ஆலோசனையைப் பெறவும். Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For feedback and business inquiries/ organise a doctor interview, contact Swasthya Plus Tamil at [email protected] Swasthya Plus Tamil is an emerging destination serving you with Health Tips in Tamil on health, hygiene, nutrition, lifestyle, and more!

স্তন ক্যান্সারের লক্ষণ কি? | Symptoms of Breast Cancer | Dr Mukul Roy | #Shorts

#BreastCancer #BanglaHealthTips #YouTubeShorts Subscribe Now & Live a Healthy Life! স্বাস্থ্যপ্লাস নেটওয়ার্ক মেডিকেল সম্পর্কিত কোন উপদেশ দেয় না। স্বাস্থ্যপ্লাস নেটওয়ার্কের বিষয়বস্তু শুধুমাত্র তথ্য প্রদান করা এবং এইটা কোনভাবেই একজন ডাক্তার/পেশাগত স্বাস্থ্যকর্মীর সিদ্ধান্তের বিকল্প নয়। আপনার স্বাস্থ্য সম্পর্কিত যেকোন প্রয়োজনে সবসময় পেশাগত স্বাস্থ্যকর্মীর পরামর্শ গ্রহণ করুন। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusBangla) For feedback and business inquiries/ organise a doctor interview, contact Swasthya Plus Bangla at [email protected] Swasthya Plus Bangla, the leading destination serving India & Bangladesh with Health Tips in Bangla on health, hygiene, nutrition, lifestyle, and more!

How to know if you have Pleural Effusion? | Dr Jaspreet Singh Khandpur | #Shorts

#PleuralEffusion #HealthTips #YouTubeShorts Subscribe Now & Live a Healthy Life! Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/ health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusEnglish For feedback and business inquiries/ organise a doctor interview, contact Swasthya Plus English at [email protected] Swasthya Plus English is an emerging destination serving you with Health Tips in English on health, hygiene, nutrition, lifestyle, and more!

पाठीच्या खालच्या भागाची काळजी कशी घ्यावी? | Lower Back: How to take care? | Dr Neha Rathod Padwale

#LowerBack #MarathiHealthTips #YouTubeShorts Subscribe Now & Live a Healthy Life! स्वास्थ्य प्लस नेटवर्क वैद्यकीय सल्ला देत नाही. स्वास्थ्य प्लसवर असलेली माहिती फक्त माहितीच्या उद्देशांनी दिली आहे व ही माहिती डॉक्टरांच्या सल्ल्याला पर्यायी ठरत नाही. तुमच्या आरेग्याच्या समस्यांसाठी एका पात्र वैद्याचा सल्ला घ्यावा. Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. For requesting contact details of doctors - please message Swasthya Plus on Facebook: https://www.facebook.com/SwasthyaPlusMarathi For feedback and business inquiries/ organise a doctor interview, contact Swasthya Plus Marathi at [email protected] Swasthya Plus Marathi, the leading destination serving you with Health Tips in Marathi on health, hygiene, nutrition, lifestyle, and more!