ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
କରୋନା ଭାଇରସ ଜଣେ ସଂକ୍ରମିତ ବ୍ୟକ୍ତିର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ କରିଥାଏ। ଏହି ପ୍ରବେଶ ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିର କାଶ ଓ ଛିଙ୍କ ବା ଛେପ ସଂସ୍ପର୍ଶରେ ଆସୁଥିବା ଜଣେ ସୁସ୍ଥ ବ୍ୟକ୍ତି ଏହି ଭୂତାଣୁର ଶିକାର ହୋଇପାରନ୍ତି।
ଆସନ୍ତୁ ଜାଣିବା କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ରହିପାରେ:
- ତମ୍ବା ପୃଷ୍ଠରେ ସାଢ଼େ ୩ ଘଣ୍ଟା
- କାଠ ବା ପ୍ଲାଇ ପୃଷ୍ଠରେ ୯ ଘଣ୍ଟା
- ଲୁହା ପୃଷ୍ଠରେ ୧୩ ଘଣ୍ଟା
- ପ୍ଲାଷ୍ଟିକରେ ୧୬ ଘଣ୍ଟା