#Gas #Acidity #OdiaHealthTips
ବର୍ତ୍ତମାନ ସମୟରେ ଗ୍ୟାସ୍ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ଖାଦ୍ୟପେୟରେ ଅନିୟମିତତା ଯଥା ଅଧିକ ଫାଷ୍ଟ ଫୁଡ୍ ସେବନ, ଅତ୍ୟଧିକ ଛଣାଛଣି ଖାଇବା ଦ୍ଵାରା, ଠିକ୍ ସମୟରେ ନ ଖାଇବା ଏବଂ ବ୍ୟାୟାମର ଅଭାବ କାରଣରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ଏଥିରୁ କିପରି ପାଇବେ ମୁକ୍ତି? ଆସନ୍ତୁ, ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଗ୍ୟାସ୍ ଏବଂ ଏସିଡିଟି ହେଲେ କ’ଣ ସମସ୍ୟା ହୋଇଥାଏ? (0:00)
ଗ୍ୟାସ୍ ସମସ୍ୟା କାହିଁକି ହେଉଛି? (1:23)
ଗ୍ୟାସ୍ ଯୋଗୁଁ ଛାତି ଜ୍ୱଳାପୋଡ଼ା କାହିଁକି ହୁଏ? (2:41)
ଗ୍ୟାସ୍ ଏବଂ ଏସିଡିଟି ହେଲେ କୋଲ୍ଡଡ୍ରିଙ୍କ୍ ଏବଂ ସୋଡ଼ା ପିଉଛନ୍ତି କି? (3:48)
ଗ୍ୟାସ୍ ଏବଂ ଏସିଡିଟିର ଉପଚାର (4:55)
ଗ୍ୟାସ୍ର କାରଣ ଜାଣିବା ପାଇଁ ଡାକ୍ତର କେଉଁ ପରୀକ୍ଷା କରନ୍ତି? (7:07)
ଗ୍ୟାସ୍ ଏବଂ ଏସିଡିଟି ସମ୍ପୂର୍ଣ୍ଣ ଭଲ ହୋଇପାରିବ କି? (10:51)
Acidity and gas occur due to an imbalance in stomach acid and digestive issues. Gas & acidity are the digestive issues caused by unhealthy eating habits, stress, and lifestyle choices. Poor digestion leads to gas buildup, causing bloating and discomfort. How to treat Gas & Acidity? Let’s know more from Dr Gadadhar Panda, a Gastroenterologist & Hepatologist.
In this Video,
What are the problems caused by Gas & Acidity? in Odia (0:00)
Causes of Gas & Acidity, in Odia (1:23)
Why does Gas & Acidity cause a burning sensation in the chest? in Odia (2:41)
Are aerated drinks good for Gas & Acidity? in Odia (3:48)
Treatment of Gas & Acidity, in Odia (4:55)
Diagnosis of Gas, in Odia (7:07)
Can Gas & Acidity be completely cured? in Odia (10:51)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!