#AdolescentHealth #OdiaHealthTips #WomensDay
ଗୋଟେ ଝିଅ ଯେତେବେଳେ କିଶୋରୀ ଅବସ୍ଥା ବା ପ୍ୟୁବର୍ଟିରେ ପାଦ ଦିଏ, ତା’ର ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା, ରକ୍ତହୀନତା ଏବଂ ଅନେକ ହରମୋନ ଜନିତ ସମସ୍ୟା ହୋଇପାରେ। ତେଣୁ, ଏହି ସମୟରେ ସେମାନଙ୍କୁ ସଠିକ ପୋଷଣ, ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ। ଆସନ୍ତୁ, ଆଜିର ଏହି ଭିଡିଓ ଜରିଆରେ ଜାଣିବା କିଶୋରୀ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ।
ଏହି ଭିଡିଓରେ ରହିଛି,
କିଶୋରୀ ଅବସ୍ଥାରେ ପହଞ୍ଚିଲା ପରେ ଜଣେ ଝିଅ ଶରୀରରେ କ’ଣ ପରିବର୍ତ୍ତନ ହୋଇଥାଏ? (0:00)
କିଶୋରୀ ଅବସ୍ଥାରେ ସଠିକ ପୋଷଣର ଗୁରୁତ୍ୱ (2:22)
ଏହି ସମୟରେ ପିରିୟଡ୍ସ ସମ୍ବନ୍ଧୀୟ କ’ଣ ସମସ୍ୟା ହୋଇପାରେ? (4:45)
ସେକ୍ସ ଏଜୁକେସନ୍ ବିଷୟରେ କାହିଁକି ଜାଣିବା ଆବଶ୍ୟକ? (6:45)
ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ କ’ଣ କ’ଣ ସମସ୍ୟା ହୋଇପାରେ? (10:07)
ସୁରକ୍ଷିତ ଯୌନ ସମ୍ପର୍କ କେମିତି ରଖିବେ? (12:21)
ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ଓ ଓଡ଼ିଶାଲାଇଭ୍ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୬ରୁ ୧୦ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।
Adolescent health care is crucial for physical, mental, and emotional well-being during this critical growth phase. As teenagers experience significant changes, education about these changes is essential for managing puberty, mental health, and reproductive well-being. Let’s know more about the Adolescent Health from Dr Shibani Devi, an Obstetrician & Gynaecologist.
In this Video,
What physiological changes occur in a girl’s body during Adolescence? in Odia (0:00)
Importance of proper Nutrition during Adolescence, in Odia (2:22)
What problems can occur during Periods? in Odia (4:45)
Importance of Sex Education, in Odia (6:45)
Complications of Unprotected Sex, in Odia (10:07)
How can you ensure safe and responsible sexual health? in Odia (12:21)
IFI Foundation collaborates with Swasthya Plus Network, and OdishaLIVE present a special “Women’s Health” awareness program from March 6-10, 2025. Empower yourself with discussions on holistic well-being, knowledge-sharing, and community building. Let’s prioritize and champion women’s mental & physical health together!
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: https://www.facebook.com/SwasthyaPlusOdia.
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!