#PostHeartAttackCare #OdiaHealthTips
ଥରେ ହାର୍ଟ ଆଟାକ୍ର ଚିକିତ୍ସା ପରେ ଯଦି ହାର୍ଟର ଯତ୍ନ ନ ନିଆଯାଏ ପୁଣି ଥରେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି। ହାର୍ଟର ଯତ୍ନ କେମିତି ନେବେ, ସେ ବାବଦରେ ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଜଣେ ବ୍ୟକ୍ତିଙ୍କୁ ଥରେ ହୃଦ୍ଘାତ ହେଲେ ପୁନଃ ହେବାର ଆଶଙ୍କା ଥାଏ କି? (0:00)
ହାର୍ଟ ଆଟାକ୍ରେ ଚିକିତ୍ସିତ ବ୍ୟକ୍ତିଙ୍କୁ ସୁସ୍ଥ ହେବା ପାଇଁ କେତେ ଦିନ ସମୟ ଲାଗିଥାଏ? (0:55)
ହାର୍ଟ ଆଟାକ୍ର ଚିକିତ୍ସା ପରେ ଛାତିରେ ଯନ୍ତ୍ରଣା ହେଲେ କ’ଣ କରିବେ? (2:39)
ହାର୍ଟ ଆଟାକ୍ ପରେ ବ୍ୟକ୍ତିଙ୍କୁ କେଉଁସବୁ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ? (3:33)
ହାର୍ଟ ଆଟାକ୍ର ଚିକିତ୍ସା ପରେ ଯତ୍ନ (5:19)
ହାର୍ଟ ଆଟାକ୍ର ଚିକିତ୍ସା ପରେ କ’ଣ କରିବେ, କ’ଣ ନାହିଁ? (8:13)
ହୃଦ୍ଘାତର ଚିକିତ୍ସା ପରେ ପୁନଃ ହେବାକୁ ରୋକିବେ କିପରି? (9:43)
Post-Heart Attack care is crucial for recovery and prevention. It’s important to manage stress, quit smoking, and control cholesterol and blood pressure levels. Regular check-ups and monitoring help to track progress & prevent further damage & reduce the risk of future heart issues. Let’s know more from Dr Mahesh Agrawala, an Interventional Cardiologist.
In this Video,
Is there a risk of a recurring Heart Attack? in Odia (0:00)
How long does it take to recover from Heart Attack? in Odia (0:55)
What to do if you have chest pain after Heart Attack Treatment? in Odia (2:39)
Complications of Post Heart Attack, in Odia (3:33)
Post Heart Attack Care, in Odia (5:19)
What to do & what not after Heart Attack Treatment? in Odia (8:13)
How to prevent a recurring Heart Attack? in Odia (9:43)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!