#Preeclampsia #PregnancyCare #OdiaHealthTips
ଗର୍ଭାବସ୍ଥାରେ ରକ୍ତଚାପ ବଢ଼ିବାକୁ ପ୍ରିଏକ୍ଲାମ୍ପସିଆ କୁହାଯାଏ। ପ୍ରିଏକ୍ଲାମ୍ପସିଆ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ। ଏହାର କାରଣ କ’ଣ ଏବଂ ଗର୍ଭାବସ୍ଥାରେ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବା, ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୀନା ଦାସଙ୍କଠାରୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ପ୍ରିଏକ୍ଲାମ୍ପସିଆ (ଗର୍ଭାବସ୍ଥାରେ ଉଚ୍ଚ-ରକ୍ତଚାପ) କ’ଣ? (0:00)
କାହାକୁ ହେବାର ଆଶଙ୍କା ଅଧିକ? (0:24)
ଗର୍ଭାବସ୍ଥାରେ ବ୍ଲଡ୍ପ୍ରେସର ବଢ଼ିଗଲେ କ’ଣ ଲକ୍ଷଣ ଦେଖାଦିଏ? (2:19)
ଗର୍ଭାବସ୍ଥାରେ ବ୍ଲଡ୍ପ୍ରେସର ବଢ଼ିଗଲେ କେଉଁ ସମସ୍ୟା ହୋଇପାରେ? (3:54)
ଗର୍ଭାବସ୍ଥାରେ ବ୍ଲଡ୍ପ୍ରେସର ବଢ଼ିଗଲେ କ’ଣ କରିବେ? (5:05)
କ’ଣ କଲେ ଗର୍ଭାବସ୍ଥାରେ ଉଚ୍ଚ-ରକ୍ତଚାପକୁ କଣ୍ଟ୍ରୋଲ୍ କରିପାରିବା? (5:46)
Preeclampsia is a problem during pregnancy that causes high blood pressure & affects organs like the liver and kidneys. It usually occurs after 20 weeks and can be serious for both the mother and baby. What are the symptoms of Preeclampsia? How to control High Blood Pressure during Pregnancy? Let’s know more from Dr Leena Das, an Obstetrician & Gynaecologist.
In this Video,
What is Preeclampsia (Hypertension During Pregnancy)? in Odia (0:00)
Who is at risk of developing Preeclampsia? in Odia (0:24)
Symptoms of Preeclampsia, in Odia (2:19)
Complications of Preeclampsia, in Odia (3:54)
Treatment of Preeclampsia, in Odia (5:05)
How to control Blood Pressure during Pregnancy? in Odia (5:46)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!