#HPV #OdiaHealthTips
ଯୌନ ସଞ୍ଚାରିତ ରୋଗ ଯେପରିକି ହ୍ୟୁମାନ୍ ପାପିଲୋମା ଭାଇରସ୍ ସର୍ଭାଇକାଲ କ୍ୟାନ୍ସରର ମୂଳ କାରଣ। ଏହି ଭାଇରସ୍ର କାରଣ କ’ଣ ଏବଂ ଏହାର ଚିକିତ୍ସା ସମ୍ଭବ କି? ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ କ’ଣ କହୁଛନ୍ତି, ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ହ୍ୟୁମାନ୍ ପାପିଲୋମା ଭାଇରସ୍ (ଏଚ୍ପିଭି) କ’ଣ? (0:00)
କାହାକୁ ଏଚ୍ପିଭି ସଂକ୍ରମଣ ହେବାର ଆଶଙ୍କା ଅଧିକ? (2:01)
ସବୁ ଏଚ୍ପିଭି ସଂକ୍ରମିତଙ୍କୁ ସର୍ଭାଇକାଲ କ୍ୟାନ୍ସର ହୋଇଥାଏ କି? (2:41)
ଏଚ୍ପିଭି ସଂକ୍ରମିତ ହୋଇଛନ୍ତି କି ନାହିଁ, ଜାଣିବେ କିପରି? (3:55)
ଏଚ୍ପିଭି ହୋଇଛି କି ନାହିଁ ଜାଣିବା ପାଇଁ ପରୀକ୍ଷା (4:58)
ଏଚ୍ପିଭି ସଂକ୍ରମିତଙ୍କ ଚିକିତ୍ସା କେମିତି ହୁଏ? (7:13)
ଏଚ୍ପିଭିକୁ ରୋକିବେ କିପରି? (11:02)
Human Papillomavirus (HPV) is a sexually transmitted virus that can cause a range of health problems, including cervical cancer. Both men and women can be infected with HPV, and women are more likely to experience symptoms and complications from the virus. Who is at risk of developing HPV infection? Let’s know more from Dr Bharat Bhusan, a Gynaecologist.
In this Video,
What is Human Papilloma Virus (HPV)? in Odia (0:00)
Who is at risk of developing HPV infection? in Odia (2:01)
Do all people infected with HPV develop Cervical Cancer? in Odia (2:41)
Symptoms of HPV Infection, in Odia (3:55)
Diagnosis of HPV Infection, in Odia (4:58)
Treatment of HPV Infection, in Odia (7:13)
Prevention of HPV Infection, in Odia (11:02)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!