#MaleInfertility #OdiaHealthTips
ବନ୍ଧ୍ୟାଦୋଷ ବା ଇନ୍ଫର୍ଟିଲିଟି। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ଆଜିକାଲିର ଜୀବନଶୈଳୀ, ଧୂମପାନ, ମଦ୍ୟପାନ ଏବଂ ଡେରିରେ ପିଲା ଛୁଆ ପ୍ଲାନ୍ କରିବା ବନ୍ଧ୍ୟାଦୋଷର କାରଣ ହୋଇଥାଏ। ବନ୍ଧ୍ୟାଦୋଷର ଅନ୍ୟ କାରଣ ସବୁ କ’ଣ? ଏହାକୁ ଏଡ଼ାଇବେ କିପରି ଏବଂ ଏହାର ଚିକିତ୍ସା ସମ୍ଭବ କି? ଆସନ୍ତୁ, ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ତଥା ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ସୌମ୍ୟା ଦାଶଙ୍କଠାରୁ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ପୁରୁଷ ବନ୍ଧ୍ୟାଦୋଷ କ’ଣ? (0:00)
ପୁରୁଷ ବନ୍ଧ୍ୟାଦୋଷର କାରଣ (1:00)
କେଉଁ ବୟସରେ ପ୍ରଜନନ କ୍ଷମତା କମିବା ଆରମ୍ଭ ହୋଇଥାଏ? (4:31)
ବାରମ୍ବାର ହସ୍ତମୈଥୁନ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ କି? (4:55)
ପୁରୁଷ ବନ୍ଧ୍ୟାଦୋଷ ପାଇଁ ଧାତୁ ପରୀକ୍ଷା (5:46)
ପୁରୁଷ ପ୍ରଜନନ କ୍ଷମତା ବୃଦ୍ଧି ହୋଇପାରିବ କି? (7:13)
ପୁରୁଷ ବନ୍ଧ୍ୟାଦୋଷର ଚିକିତ୍ସା (10:05)
ପୁରୁଷ ବନ୍ଧ୍ୟାଦୋଷକୁ ଏଡ଼ାଇବେ କିପରି? (12:39)
Male infertility can be caused by low sperm production, abnormal sperm function or blockages that prevent the delivery of sperm. Smoking, alcohol consumption, chewing tobacco, anabolic steroids, obesity, junk food can impact male fertility. How to treat Male Infertility? Let’s know more from Dr Soumya Dash, a fertility Specialist.
In this Video,
What is Male Infertility? in Odia (0:00)
Causes of Male Infertility, in Odia (1:00)
At What Age Does Male Fertility Decline? in Odia (4:31)
Does Frequent Masturbation Affect Male Fertility? in Odia (4:55)
Diagnosis of Male Infertility, in Odia (5:46)
Can Male Fertility Be Improved? in Odia (7:13)
Treatment for Male Infertility, in Odia (10:05)
Prevention of Male Infertility, in Odia (12:39)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors – please message Swasthya Plus on Facebook: http://www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha’s leading destination for Health Tips in Odia language on health, hygiene, nutrition, lifestyle, and more!